ଭାଜପା-ଅମରିନ୍ଦରଙ୍କ ଦଳ ମଧ୍ୟରେ ଆସନ ବୁଝାମଣା: କାହାକୁ ମିଳିଲା କେତେ
ଚଣ୍ଡିଗଡ,୨୪।୧: ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ, ଅକାଳୀ ଦଳ (ୟୁନାଇଟେଡ) ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ମଧ୍ୟରେ ଆସନ ବୁଝାମଣା ହୋଇଛି। ଦିଲ୍ଲୀରେ ଏକ ଖବରଦାତା ସମ୍ମିଳନୀରେ ଭାଜପା ରାଷ୍ଟ୍ରୀୟ…
୨୬ରୁ ପୁଣି ବଢିବ ଶୀତ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୬ରୁ ଶୀତ ବଢିବ। ଆଗାମୀ ୨ଦିନ ମଧ୍ୟରେ ତାପମାତ୍ରା ୩ରୁ ୫ ଡିଗ୍ରୀ ଖସିବ। ପାଗ ମଧ୍ୟ ଶୁଖିଲା ରହିବ। ଏ ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ରାତି ଏବଂ…
ପ୍ରଥମ ଭାରତୀୟ ଭାବେ ଏମିତି ସମ୍ମାନ ପାଇଲେ ସ୍ମୃତିି
ନୂଆଦିଲ୍ଲୀ,୨୪।୧: ସମସ୍ତ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧନା ୨୦୨୧ ମସିହା ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ଶ୍ରେଷ୍ଠ ମହିଳା କ୍ରିକେଟର ଭାବେ ମନୋନୀତ ହୋଇଛନ୍ତି। ସେ ଇଂଲଣ୍ଡର ଟମସିନ୍ ବିମୋଣ୍ଟ, ଦକ୍ଷିଣ…
ପରୀକ୍ଷା ହେବ, ପ୍ରସ୍ତୁତ ରୁହ: ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ବର,୨୪।୧(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ଧିରେ ଧିରେ କମୁଛି। ତେବେ ଏହାରି ଭିତରେ ଦଶମ ଓ ଦ୍ବାଦଶ ପରୀକ୍ଷା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ଯେହେତୁ ଏବେ ରାଜ୍ୟରେ ତଳମୁହାଁ ହେଉଛି, ତେଣୁ ପରୀକ୍ଷା କରିବାକୁ…
ଷ୍ଟାର୍ ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ
ନୂଆଦିଲ୍ଲୀ,୨୪।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ କଂଗ୍ରେସ ୩୦ ତାରକା ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳର ସଭାପତି ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଗୁଲାମ ନବୀ…
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏଥର ବି ପ୍ରସ୍ତୁତ ୧୦୬ ବର୍ଷିୟ କହ୍ନେୟା ଲାଲ
ଲକ୍ଷ୍ନୌ,୨୪ ।୧: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ୨୦୨୨ ବିଧାନସଭା ନିର୍ବାଚନ ଲାଗି ୧୦୬ ବର୍ଷିୟ ମତଦାତା ୩୬ଥର ଲାଗି ନିଜର ମତଦାନ ସାବ୍ୟସ୍ତ କରିବାକୁ ଯାଉଛନ୍ତି । ନର୍ଥ ଇଷ୍ଟ ରେଲୱେ ମଜଦୁର ୟୁନିୟନ(ଏନ୍ଇଆର୍ଏମ୍ୟୁ)ର ମହାସଚିବ କହ୍ନେୟା ଲାଲ ଗୁପ୍ତା…
ଏମିତି କାମ କରି ଧରାପଡିଲେ କୋହଲି, ପ୍ରଶଂସକ କରୁଛନ୍ତି ନିନ୍ଦା: ଭିଡିଓ ଭାଇରାଲ
କେପ୍ଟାଉନ୍,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଟିମ ଇଣ୍ଡିଆ ମ୍ୟାଚକୁ ୪ ରନ୍ରେ ହାରିଥିଲା। ଏହା ସହ ଆୟୋଜକ ଦକ୍ଷିଣ ଆଫ୍ରିକା ସିରିଜକୁ ୩-୦ରେ ହାତେଇ…
ଝିଅ ଫଟୋ ଭାଇରାଲ ହେବା ପରେ ମୁହଁ ଖୋଲିଲେ କୋହଲି
କେପ୍ଟାଉନ୍,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ଏହା ପରେ ବିରାଟ କୋହଲିଙ୍କ ପ୍ରଥମ ବିବୃତ୍ତି ଆସିଛି। କୋହଲି ସୋମବାର ଇନଷ୍ଟାଗ୍ରାମରେ ଏହି ଷ୍ଟାଟସ୍…
ଭାଇରାଲ ହେଉଛି ଭାମିକାଙ୍କ ଫଟୋ, ଏମିତି କହିଲେ ଅନୁଷ୍କା
ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରବିବାର ଅନୁଷ୍କା ତାଙ୍କ ଝିଅ ସହିତ ଷ୍ଟାଡିୟମରେ ପହଞ୍ଚତ୍ଥିଲେ ଏବଂ ବିରାଟ ୫୦ ରନ୍ ସଂଗ୍ରହ…
ପଛରୁ ଠେଲିଲେ ଷ୍ଟାର୍ଟ ହେଉଛି ୧୦୨ ଆମ୍ବୁଲାନ୍ସ
ଗଞ୍ଜାମ,୨୪।୧(ଡି.ଏନ୍.ଏ.): ଜନସାଧାରଣଙ୍କୁ ମାଗଣା ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ୧୦୨ ଓ ୧୦୮ ଗାଡ଼ି ବ୍ୟବସ୍ଥା କରିଛନ୍ତି। ଏହି ଗାଡ଼ିଗୁଡିକ ପରିଚାଳନା ନିମନ୍ତେ ପ୍ରାଇଭେଟ୍ ଲୋକଙ୍କୁ ପ୍ରଶାସନ ଟେଣ୍ଡର ଦେଇଛି । ଟେଣ୍ଡର ନେଇଥିବା ବ୍ୟକ୍ତିମାନଙ୍କ ଅପାରଗତା ଏବଂ ଭଙ୍ଗା…
ସାନ ଭାଇ ସହ ମିଶିଗଲେ ଭଉଣୀ : ପିଟିଲେ ବଡ଼ ଭାଇଙ୍କୁ
ପାଟଣା,୨୪।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆ ପଡ଼ା ପଞ୍ଚାୟତ ମାନପୁର ଗାଁରେ ପାରିବାରିକ ସଂଘର୍ଷ ହୋଇଛି। ରବିବାର ସନ୍ଧ୍ୟାରେ ବଡ଼ଭାଇ ନାରାୟଣ ମହାନ୍ତଙ୍କୁ ଠେଙ୍ଗାରେ ମାଡ଼ ମାରିବା ଫଳରେ ସେ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
ଗାନ୍ଧୀ ମାର୍ଗରେ ରିହରସାଲ
ଭୁବନେଶ୍ୱର,୨୪।୧(ବ୍ୟୁରୋ): ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଫୁଲ ଡ୍ରେସ୍ ରିହରସାଲ ସୋମବାର କରାଯାଇଛି। କୋଭିଡ୍ କଟକଣାରେ ଗାନ୍ଧୀ ମାର୍ଗରେ ଏହା ଅନୁଷ୍ଠିତ ହୋଇଥିବା ବେଳେ ପୋଲିସ ଡିଜି ସୁନିଲ ବଂଶଲ ଫୁଲ ଡ୍ରେସ ରିହରସାଲକୁ ନିରୀକ୍ଷଣ କରିଥିଲେ। ଏଥର ପରେଡ୍ରେ ୧୦ଟି…
Archives


