Home Left

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍‌ର ନାଁ ଘୋଷଣା

ଅହମ୍ମଦାବାଦ,୯।୨: ଇଣ୍ଡିଆନ ପ୍ରିମିୟର ଲିଗର ନୂତନ ଫ୍ରାଞ୍ଚାଇଜ ଅହମ୍ମଦାବାଦ ଏହାର ନାମ ଘୋଷଣା କରିଛି। ଗୁଜୁରାଟ ଟାଇଟାନ୍ସ ନାମରେ ଆଇପିଏଲର ୧୫ତମ ସଂସ୍କରଣରେ ଅହମ୍ମଦାବାଦ ଫ୍ରାଞ୍ଚାଇଜ ପଡ଼ିଆରେ ପ୍ରବେଶ କରିବ। ବୁଧବାର ଏହା ଘୋଷଣା କରାଯାଇଛି। ଅହମ୍ମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ତାଙ୍କ…

ବଢ଼ିଲା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା

କଟକ ଅଫିସ,୯।୨: ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ପୂର୍ବରୁ ହାଇକୋର୍ଟରେ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା । ତେବେ ଆଉ ୬ ଜଣ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ…

ବିବାହର ୧୧ ବର୍ଷ ପରେ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଟିଭି ଅଭିନେତା ଗୁରୁମିତ ଚୌଧୁରୀ ଏବଂ ଦେବିନା ବାନାର୍ଜୀ ମାତାପିତା ହେବାକୁ ଯାଉଛନ୍ତି। ଏହି ଦମ୍ପତି ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ବିବାହର ୧୧ ବର୍ଷ ପରେ ମା’ ହେବା ଯାଉଛନ୍ତି ଦେବିନା। ଖୁସି ଖବର ପ୍ରକାଶ କରି…

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ଅହମ୍ମଦାବାଦ,୯।୨: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଦିନିକିଆ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଏହି ମ୍ୟାଚ୍‌ ଜିତି…

୧୨ ଫେବୃୟାରୀରୁ ଖୋଲିବ ମୋଗଲ ଗାର୍ଡେନ…

ନୂଆଦିଲ୍ଲୀ, ୯।୨ : ରାଜଧାନୀ ଦିଲ୍ଲୀର ସବୁଠାରୁ ପ୍ରସିଦ୍ଧ ବଗିଚା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଫେବୃଆରୀ ୧୨ ରୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ମଙ୍ଗଳବାର ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ବାର୍ଷିକ…

ପୁଣି ଭିଜିବ ଓଡ଼ିଶା

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର ପାଗ ଶୁଖିଲା ରହିବା ନେଇ ଆଞ୍ଚୂିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ । ଅପରାହ୍ନରେ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲାର ଗୋଟିଏ କିମ୍ବା…

ପୁଡୁଚେରୀରେ ପହଞ୍ଚିଲା ହିଜାବ ବିବାଦ

ବେଙ୍ଗାଲୁରୁ,୯।୨: କର୍ନାଟକରେ ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ପୁଡୁଚେରୀରେ ପହଞ୍ଚିଛି। ଏଠାରେ ଜଣେ ଆରିୟାନକପାମର ଏକ ସରକାରୀ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ତାଙ୍କ ସ୍କାର୍ଫ ହଟାଇବାକୁ କୁହାଯାଇଥିଲା। ଏହା ପରେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ (ଏସ୍‌ଏଫଆଇ)ର ପ୍ରତିନିଧୀ ଥାଣ୍ଟଇ…

ବାପା ହେଲେ ଏହି କ୍ରିକେଟର୍‌

୨୦୧୬ ରେ ୱେଷ୍ଟଇଣ୍ଡିଜ କ୍ରିକେଟ ଦଳକୁ ଟି-୨୦ ବିଶ୍ୱ ଚାମ୍ପିଅନ କରିଥିବା କାର୍ଲୋସ ବ୍ରାଥୱାଇଟ କନ୍ୟା ସନ୍ତାନର ବାପା ହୋଇଛନ୍ତି। ବ୍ରାଥୱାଇଟ ଇନଷ୍ଟାଗ୍ରାମରେ ତାଙ୍କ ଝିଅର ଫଟୋ ଶେୟାର କରିଛନ୍ତି ଏବଂ ତାଙ୍କ ନାମ ତାଙ୍କ ପ୍ରଶଂସକଙ୍କ ନିକଟରେ ପ୍ରକାଶ କରିଛନ୍ତି।…

ଜେଲ ଗଲେ ଆସିଷ୍ଟାଣ୍ଡ କଲେକ୍ଟର

ରାଉରକେଲା ଅଫିସ,୯।୨: ରାଉରକେଲା ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଗଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଥିଲା। ତେବେ…

ରାଜ୍ୟରୁ ପୁଣି ୨୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୯।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୭୯୭କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଭୁବନେଶ୍ୱରରୁ ୧୪ଜଣ…

ଦିନେ ଯାହାଙ୍କୁ ଡାକୁଥିଲେ ଅଙ୍କଲ୍‌, ଆଜି ସେ ସ୍ବାମୀ

୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଅମୃତା ସିଂ। ଆଜି ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁଇଥର ପ୍ରେମରେ ପ୍ରତାରଣା ହେବା ପରେ ଅମୃତା ସିଂ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ସୈଫ ବଲିଉଡରେ…

ମେଟାଭର୍ସରେ ବିବାହ ଭୋଜି, ଭାଗ ନେଲେ ୬ ହଜାର ଅତିଥି

ଚେନ୍ନାଇ,୯।୨: ଭାରତରେ ପ୍ରଥମ ମେଟାଭର୍ସ ବିବାହ ଭୋଜିର ଆୟୋଜନ ହୋଇଛି। କରୋନା ମହାମାରୀ ମଧ୍ୟରେ ବିବାହ କରିଥିବା ଚେନ୍ନାଇର ୨୫ ବର୍ଷୀୟ ଦୀନେଶ ଏସପି ଏବଂ ଜାଙ୍ଗାନନ୍ଦିନୀ, ଫେବୃଆରୀ ୬ରେ ଭର୍ଚୁଆଲ ପ୍ଲାଟଫର୍ମ ମେଟାଭର୍ସରରେ ସେମାନଙ୍କର ବିବାହ ଭୋଜି ଦେଇଥିଲେ। ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri