Home Left

ବାଇକ୍‌ରେ ହେଲିପ୍ୟାଡକୁ ଗଲେ ପ୍ରିୟଙ୍କା

କୁଶୀନଗର,୨୮।୨: ଉତ୍ତରପ୍ରଦେଶର କୁଶୀନଗରରେ ମାର୍ଚ୍ଚ ୩ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ରାଜ୍ୟନୈତିକ ଦଳ ବିଭିନ୍ନ ପନ୍ଥା ଆପଣାଇଛନ୍ତି। ଇତିମଧ୍ୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କା…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୩୦ କରୋନା ଆକ୍ରାନ୍ତ

ଭୁବନେଶ୍ବର,୨୮।୨(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ ସଂକ୍ରମଣ ଗ୍ରାଫ ଧିରେ ଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧିପାଉଛି। ସୋମବାର ରାଜ୍ୟରେ ୪୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଏଯାଏ ମୋଟ ୧୨ ଲକ୍ଷ…

ରୁଷିଆର ନ୍ୟୁକ୍ଲିୟର ଟ୍ରାଏଡ ଯୁଦ୍ଧାଭ୍ୟାସ ଆରମ୍ଭ: ଆଲର୍ଟରେ ମିଶାଇଲ କମାଣ୍ଡ

ମସ୍କୋ,୨୮।୨: ଗୋଟିଏପଟେ ବେଲାରୁଷରେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ରୁଷିଆ ପରମାଣୁ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଏନେଇ ସୋମବାର ରୁଷିଆର ଏକ ଗଣମାଧ୍ୟମ ଦାବି କରିଛି। ରୁଷିଆର…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୮।୨: ୟୁକ୍ରେନ୍‌ ସଙ୍କଟକୁ ନେଇ ପୁଣି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ୟୁକ୍ରେନ୍‌କୁ ସଙ୍କଟ ଦିନକୁ ଦିନ ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହି ବୈଠକ ଡାକିଥିବା ଜଣାପଡିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ…

ୟୁରୋପୀୟ ଦେଶର ପଦକ୍ଷେପକୁ ଚ୍ୟାଲେଞ୍ଜ କଲା ରୁଷିଆ: ୩୬ ଦେଶ ପାଇଁ ବନ୍ଦ କଲା ନିଜର ଏୟାର ସ୍ପେସ୍‌

ମସ୍କୋ,୨୮।୨: ଲଗାତର ପଞ୍ଚମ ଦିନରେ ରୁଷିଆ ସୈନ୍ୟମାନେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛନ୍ତିି। ଇତିମଧ୍ୟରେ ୟୁରୋପୀୟ ଦେଶଗୁଡିକ ନେଇଥିବା ନିଷ୍ପତ୍ତି ଉପରେ ରୁଷିଆ ଏବେ ପ୍ରତିଶୋଧପରାୟଣ ହୋଇଯାଇଛି। ବ୍ରିଟେନ ଓ ଜର୍ମାନୀ ସମେତ ୩୬ଟି ଦେଶ ପାଇଁ ମସ୍କୋ ନିଜର…

୨୪୦ ଛାତ୍ରଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ସ୍ବତନ୍ତ୍ର ବିମାନ

ନୂଆଦିଲ୍ଲୀ,୨୮।୨: ଅପରେଶନ ଗଙ୍ଗା ଅନ୍ତର୍ଗତରେ ୬ଷ୍ଠ ଭାରତୀୟ ବିମାନ ୟୁକ୍ରେନରେ ଫସିରହିଥିବା ଛାତ୍ର ଓ ଭାରତୀୟ ନାଗରିକଙ୍କୁ ନେଇ ସୋମବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛି। ହଙ୍ଗେରୀ ରାଜଧାନୀ ବୁଦ୍ଧାପେଷ୍ଟରୁ ୨୪୦ ଜଣ ଭାରତୀୟଙ୍କୁ ନେଇ ଏକ ବିମାନ ସେମାବାର ସନ୍ଧ୍ୟାରେ ଇନ୍ଦିରା…

ଜାଗର ଲାଗି ରାଜଧାନୀରେ ମୁତୟନ ହେବେ ୨୭ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାତି ପାହିଲେ ଜାଗର । ମହାଦୀପ ନେଇ ମନ୍ଦିର ମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମଙ୍ଗଳବାର ଜାଗର ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଏ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଶାସନ ପକ୍ଷରୁ ଯେଉଁ…

ଜେଲ ଗଲେ ହତ୍ୟାକାରୀ ଚାବି ମେକାନିକ

ବ୍ରହ୍ମପୁର ଅଫିସ,୨୮ା୨: ଗତ ୨୪ ତାରିଖ ସନ୍ଧ୍ୟାରେ ବ୍ରହ୍ମପୁର ସଦର ଥାନା ଅଧୀନ ଅଳକାପୁରୀ ସପ୍ତମ ଲେନ୍‌ରେ ରହୁଥିବା ବିଜୟ ଚନ୍ଦ୍ର ବେହେରାଙ୍କ ସ୍ତ୍ରୀ ସୁରଜାଙ୍କୁ ହତ୍ୟା କରାଯାଇଥିଲା। ପୋଲିସ ହତ୍ୟାକାରୀଙ୍କୁ ସୋମବାର ଗିରଫ କରିଛି। ସେ ହେଲେ ବଳିଆ ଓରଫ…

ରେକର୍ଡ ଭାଙ୍ଗିବାରେ ଲାଗିଛି ବିଜେଡି

ଭୁବନେଶ୍ୱର,୨୮।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ଯେତେ ଶେଷ ହୋଇ ଆସୁଛି ବିଜେଡି ସେତେ ଆଗେଇ ଚାଲିଛି । ୨୦୧୨ ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଥିବା ସଫଳତାର ରେକର୍ଡକୁ ନିଜେ ଭାଙ୍ଗି ସାରିଛି । ସାରା ରାଜ୍ୟର ବିଜେଡିକୁ ଜନ ସମର୍ଥନ…

ଯୁକ୍ରେନ୍‌କୁ ୪୦୫ କୋଟି ସହାୟତା

ଓ୍ବାଶିଂଟନ୍‌, ୨୮ା୨: ୟୁକ୍ରେନ୍‌କୁ ମାନବୀୟ ସହାୟତା ନିମନ୍ତେ ଆମେରିକା ୫୪ ମିଲିୟନ ଡଲାର (ପ୍ରାୟ ୪୦୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ପ୍ରଦାନ କରିବାକୁ ଘୋଷଣା କରିଛି। ଏହି ଅର୍ଥରେ ୟୁକ୍ରେନ୍‌ବାସୀଙ୍କ ପାଇଁ ଖାଦ୍ୟ, ପାନୀୟ, ଆଶ୍ରୟସ୍ଥଳ, ଜରୁରୀ ସ୍ବାସ୍ଥ୍ୟସେବା, ଶୀତବସ୍ତ୍ର ଓ…

ବାବା ଆଖଣ୍ଡଳମଣୀଙ୍କ ନୀତିକାନ୍ତି, ଜାଣନ୍ତୁ କେତେବେଳେ ଉଠିବ ମହାଦୀପ

ଆରଡ଼ି,୨୮।୨(ଡି.ଏନ୍‌.ଏ.): ବାବା ଆଖଣ୍ଡଳମଣୀଙ୍କ ପୀଠରେ ମଙ୍ଗଳବାର ଜାଗର ଯାତ୍ରା ଅନୁଷ୍ଠିତ ହେବ। ବାବାଙ୍କ ନୀତିକାନ୍ତି ଓ ମହାଦୀପ ଉଠିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ଚିଠା ପ୍ରକାଶ ପାଇଛି । ମଙ୍ଗଳବାର ଭୋର ୪ଟାରେ ବାବାଙ୍କ ମଙ୍ଗଳବାର ଆଳତି ହେବ…

‘ରେଳ ଷ୍ଟେଶନରେ ଥିଲା ବେଳେ ଶାନ୍ତି ବଜାୟ ରଖନ୍ତୁ’

ନୂଆଦିଲ୍ଲୀ,୨୮।୨: ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ୟୁକ୍ରେନ ସ୍ବତନ୍ତ୍ରୀ ଉଦ୍ଧାରକାରୀ ଟ୍ରେନ ବ୍ୟବସ୍ଥା କରିଛି। ଦେଶର ପଶ୍ଚିମାଞ୍ଚଳକୁ ଯିବା ପାଇଁ ସମସ୍ତ ଛାତ୍ରୀଛାତ୍ରଙ୍କୁ କ୍ୱିଭସ୍ଥିତ ରେଳ ଷ୍ଟେଶନରେ ରିପୋର୍ଟ କରିବା ସହ ରେଳ ଷ୍ଟେଶନରେ ଥିଲା ବେଳେ ଆକ୍ରମଣାତ୍ମକ ଆଚରଣଠାରୁ ଦୂରେଇ ରହିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri