ଯବାନଙ୍କ ମନୋବଳ ବଢାଉଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି: ଫଟୋ ଭାଇରାଲ
କ୍ୱିଭ,୨୪ ।୨: ରୁଷିଆ ଭଳି ଏକ ବଡ ଓ ଶକ୍ତିଶାଳୀ ଦେଶ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲେ ବି ଏପର୍ଯ୍ୟନ୍ତ ମୁଣ୍ଡ ନୁଆଁଉ ନାହିଁ ୟୁକ୍ରେନ୍ । ୟୁକ୍ରେନ କହିଛି କୌଣସି ପରିସ୍ଥିତିରେ ସେ ସରେଣ୍ଡର କରିବ ନାହିଁ । ଏହି…
ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ହୋଇଛି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ
କେସିଙ୍ଗା, ୨୪।୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ନିର୍ବାଚନ ଶାନ୍ତିଶୃଙ୍ଖଳା ଭାବେ ସମ୍ପୂର୍ଣ୍ଣ ହୋଇଛି। ଏହି ବ୍ଲକର ୨୬ଟି ପଞ୍ଚାୟତର ୩୦୫ ବୁଥ୍ରେ ୭୭ ହାଜର ୭୬୩ ଭୋଟର ରହିଛନ୍ତି। ୧୦୭ ଜଣ ସରପଞ୍ଚ ପ୍ରାର୍ଥୀ ଓ…
ଟସ୍ ଜିତି ବୋଲିଂ କରିବ ଶ୍ରୀଲଙ୍କା
ଲକ୍ଷ୍ନୌ,୨୪।୨: ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଗୁରୁବାର ଆରମ୍ଭ ହୋଇଯାଇଛି। ଶ୍ରୀଲଙ୍କା ଟସ୍ ଜତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆହତ କାରଣରୁ ପ୍ରଥମ ଟି-୨୦ରେ ଦଳରୁ ବାଦ ପଡିଛନ୍ତି…
ପୌର ନିର୍ବାଚନ: ଅଡୁଆରେ ସରକାର
ଭୁବନେଶ୍ୱର,୨୪।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଗୁରୁବାର ସରିଯାଇଛି। ତେବେ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପାଇଁ ଏବେ ଅଡୁଆ ବଢିଛି। ଓବିସି ସଂରକ୍ଷଣ ନେଇ ହାଇକୋର୍ଟ ପକ୍ଷରୁ ଦାୟର ମାମଲାରେ ନୋଟିସ ଜାରି ହୋଇଛି।…
‘ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯାଅ’
ନୂଆଦିଲ୍ଲୀ,୨୪।୨: ଯୁଦ୍ଧ ଦ୍ୱାରା ପ୍ରଭାବିତ ହୋଇଥିବା ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆଦିଲ୍ଲୀ ପକ୍ଷରୁ ତୃତୀୟ ଆଡଭାଇଜରି ଜାରି କରାଯାଇଛି। ରାଜଧାନୀ କ୍ୱିଭ ସହରରେ ଏୟାର ରେଡ୍ ସାଇରନ ଶୁଣିଲେ ବୋମା ଶେଲଟରକୁ ଚାଲିଯିବାକୁ ଏକ ଟୁଇଟ୍ ଜରିଆରେ ପରାମର୍ଶ ଦେଇଛି…
ଶେଷ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ
ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟରେ ଗୁରୁବାର ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଶେଷ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମାଲକାନାଗିରିରେ ୭୦…
ମା’ଙ୍କ ଫଟୋ ଶେୟାର କରି ଇମୋଶନାଲ ହେଲେ ଖୁସି-ଜାହ୍ନବୀ
ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀଙ୍କର ଗୁରୁବାର ଚତୁର୍ଥ ମୃତ୍ୟୁ ବାର୍ଷିକୀ। ଏହି ଅବସରରେ ଝିଅ ଖୁସି କପୁର ଶ୍ରୀଦେବୀଙ୍କୁ ମନେ ପକାଇ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଖୁସି ପିଲାଦିନେ ମା’ଙ୍କ କୋଳରେ ବସିଥିବାର ନଜର…
ଉର୍ବଶୀଙ୍କ ଭାଗ୍ୟ ଟାଣ
ମୁମ୍ବାଇ: ଅଳ୍ପକେ ବର୍ତ୍ତି ଯାଇଛନ୍ତି ବଲିଉଡ ନାୟିକା ଉର୍ବଶୀ ରୌତେଲା । ୨୫ ଫେବୃୟାରୀରେ ସେ ତାଙ୍କ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି । ଏଥର ସେ ଜନ୍ମଦିନ ତାଙ୍କ ପରିବାର ସହ ମାଲଦ୍ୱୀପରେ ପାଳନ କରିବାର ଯୋଜନା କରିଛନ୍ତି ।…
ୟୁକ୍ରେନର ୪୦ ଯବାନ ସମେତ ୫୦ ମୃତ
କ୍ୱିଭ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ପୂର୍ବାଞ୍ଚଳ ସହରରେ ମିସାଇଲ ମାଡ଼ ଜାରି ରହିଛି। ଏହି ଆକ୍ରମଣରେ ୟୁକ୍ରେନର ୪୦ ଯବାନଙ୍କ ସମେତ ୫୦ ଜଣଙ୍କ ମୃତ୍ୟୁ ହୋଇଛି।…
ପ୍ରୟାଗରାଜରେ ଗର୍ଜିଲେ ମୋଦି
ଲକ୍ଷ୍ନୌ,୨୪ ।୨: ଉତ୍ତର ପ୍ରଦେଶର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରୁବାର ପ୍ରୟାଗରାଜରେ ଏକ ଜନସଭାକୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ବିରୋଧିଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି…
ଶିଖ୍ ଛାତ୍ରୀଙ୍କୁ ପଗଡ଼ି ଖୋଲିବାକୁ କହିଲା ବେଙ୍ଗାଲୁରୁ କଲେଜ
ବେଙ୍ଗାଲୁରୁ,୨୪।୨: କର୍ନାଟକ ହାଇକୋର୍ଟଙ୍କ ଆନ୍ତରୀଣ ରାୟ ଯୋଗୁ ବେଙ୍ଗାଲୁରୁର ଏକ କଲେଜ ଶିଖ୍ ଛାତ୍ରୀଙ୍କୁ କ୍ଲାସରେ ପଗଡ଼ି ବ୍ୟବହାର କରିବାକୁ ମନା କରି ଦେଇଛନ୍ତି। ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କ୍ୟାମ୍ପସରେ ହିଜାବ ପ୍ରତିବନ୍ଧକ ବିରୋଧରେ ଦାୟର କରାଯାଇଥିବା…
ପ୍ରକାଶ ପାଇଲା ଭୋଟର ତାଲିକା
ଭୁବନେଶ୍ୱର, ୨୪।୨(ବ୍ୟୁରୋ): ମହାନଗର ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲା ବିଏମ୍ସି। ଗୁରୁବାର ବିଏମ୍ସି ପକ୍ଷରୁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ୭୦୫ ବୁଥ୍ର ୭ଲକ୍ଷ ୨୫ ହଜାର ୬୭୫ ଭୋଟରଙ୍କ ତାଲିକା ପ୍ରକାଶ ପାଇଥିବା ସୂଚନା ରହିଛି।…
Archives


