ପରମାଣୁ ଶକ୍ତି ନେଇ ଆଲୋଚନା କରୁ ଜାପାନ
ଟୋକିଓ,୧।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱବାସୀଙ୍କ ନଜର ଥିବାବେଳେ ଜାପାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେଙ୍କ ବୟାନ ସଭିଁଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ଥାନୀୟ ଗଣମାଧ୍ୟମ ଏକ କାର୍ଯ୍ୟକ୍ରମ ଯୋଗ ଦେବା ଅବସରରେ ପରମାଣୁ ଶକ୍ତି ନେଇ ଆବେ ଚିନ୍ତା…
ପାଶ୍ଚାତ୍ୟ ରାଷ୍ଟ୍ର ମିଥ୍ୟା ସାମ୍ରାଜ୍ୟ
ମସ୍କୋ,୧।୩: ରୁଷିଆ ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ଆମେରିକା, ବ୍ରିଟେନ ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଏହା ଉପରେ ପ୍ରତିବନ୍ଧକ ବଢ଼ାଇବାରେ ଲାଗିଛନ୍ତି। ରୁଷିଆର କେତେକ ବ୍ୟାଙ୍କକୁ ସ୍ବିଫ୍ଟ ସିଷ୍ଟମରୁ ବାଦ୍ ଦେବାକୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ ନିଷ୍ପତ୍ତି ନେବା…
ଭାରତ ଫେରିଲେ ୧୪ଶହ
ନୂଆଦିଲ୍ଲୀ,୧।୩: ଯୁଦ୍ଧଭୂମି ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର। ବିନା ବିରତିରେ ଭାରତୀୟଙ୍କ ଉଦ୍ଧାର ଚାଲିଛି। ‘ମିଶନ ଗଙ୍ଗା’ ଜରିଆରେ ୬ଟି ବିମାନରେ ପ୍ରାୟ ୧୪୦୦ ଭାରତୀୟ ୟୁକ୍ରେନ ଛାଡ଼ିଥିବା ବହିର୍ବ୍ୟାପାର ସଚିବ ଅରିନ୍ଦମ…
ଭାରତୀୟଙ୍କୁ ପିଟିଲେ ୟୁକ୍ରେନ୍ ସୈନ୍ୟ
କ୍ୱିଭ,୧।୩: ୟୁକ୍ରେନ୍ରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ର ସ୍ବଦେଶ ଫେରିବା ପାଇଁ ସୀମାମୁହଁା ହୋଇଛନ୍ତି। ଏ ସବୁ ଭିତରେ ସେଠାରୁ ପ୍ରତି ଭାରତୀୟଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଜାତିସଂଘରେ ରୁଷିଆ ବିରୋଧରେ ଭୋଟ ଦେବାରୁ ବିରତ ରହିବାରୁ ୟୁକ୍ରେନ୍…
ଷ୍ଟାର ଭାରତୀୟ ବ୍ୟାଟରଙ୍କ କାନରେ ବାଜିଲ ବଲ
ରାଙ୍ଗିଓରା(ନ୍ୟୁଜିଲାଣ୍ଡ),୧।୩: ଷ୍ଟାର ଭାରତୀୟ ଓପନର ସ୍ମ୍ରିତି ମନ୍ଧାନା ସୋମବାର ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍ ଓ୍ବାର୍ମଅପ୍ ମ୍ୟାଚ୍ରେ କନକଶନର ସମ୍ମୁଖୀନ ହୋଇଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କ ବାମ କାନ ପାଖରେ ଟିସୁ ଜନିତ ସମସ୍ୟା…
ବିଶ୍ୱର ବୃହତ୍ତମ ବିମାନ ନଷ୍ଟ
କ୍ୱିଭ,୧।୩: ମିଶାଇଲ ଅକ୍ରମଣରେ ବିଶ୍ୱର ବୃହତ୍ତମ ବିମାନ ଆଣ୍ଟୋନୋଭ ଏନ୍-୨୨୫ ତଥା ମରିୟା ନଷ୍ଟ ହୋଇଥିବା ୟୁକ୍ରେନ କହିଛି। ୟୁକ୍ରେନରେ ଏହି ବିମାନ ‘ଡ୍ରିମ୍’ଭାବେ ବେଶ୍ ଜଣାଶୁଣା। ରୁଷୀୟ ସୈନ୍ୟ ହୋଷ୍ଟୋମେଲର ଏୟାରବେସ୍ ଉପରକୁ ଆକ୍ରମଣ କରିଥିବାବେଳେ ମରିୟା ଉକ୍ତ ଏୟାରବେସ୍ରେ…
ବିଶ୍ୱର ସମସ୍ତ ବିମାନ ବନ୍ଦର ଓ ପୋର୍ଟରେ ରୁଷିଆ ପାଇଁ ଲାଗୁ ପ୍ରତିବନ୍ଧକ: ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ୍,୧ ।୩: ପୂର୍ବ ୟୁକ୍ରେନ ପଟୁ ଦେଶର ରାଜଧାନୀ କ୍ୱିଭରେ ପହଞ୍ଚି ସାରିଥିବା ରୁଷିଆ ସେନା ଲଗାତାର ଭାବେ ପଞ୍ଚମ ଦିନରେ ବି ଆକ୍ରମଣ ଜାରି ରଖିଛନ୍ତି । ରୁଷିଆକୁ ସାମ୍ନା କରିବାକୁ ୟୁକ୍ରେନ ପାଖରେ ସଂସାଧନର ଅଭାବ ଦେଖାଦେଲାଣି ।…
ସେନା ପ୍ରତ୍ୟାହାର କରୁ ରୁଷିଆ
କ୍ୱିଭ୍, ୧।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର ପ୍ରତିନିଧି ଉପସ୍ଥିତ…
ସବୁଠି ବିଜେଡି ଗଡ଼
ଭୁବନେଶ୍ୱର,୧।୩(ବ୍ୟୁରୋ): ଗତ ୩ ଦିନ ଧରି ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ ଗଣନା ସୋମବାର ଶେଷ ହୋଇଛି। ତିନୋଟି ପର୍ଯ୍ୟାୟ ଗଣତି ପରେ ବିଜେଡି ରେକର୍ଡ ବିଜୟ ହାସଲ କରିଛି। ୮୫୩ଟି ଜିଲା ପରିଷଦ ଆସନ ମଧ୍ୟରୁ ବିଜେଡି ୫୫୨ ସିଟ୍ରେ…
ସାକ୍ଷୀଗୋପାଳରେ ୩୩ ନମ୍ବର ଜୋନ୍ ହାତେଇଲା ଭାଜପା
ସାକ୍ଷୀଗୋପାଳ, ୨୮।୨ (ଡି.ଏନ୍.ଏ.) ଅନ୍ତିମ ପର୍ଯ୍ୟାୟ ଭୋଟଗଣତିରେ ପୁରୀ ଜିଲା ପରିଷଦ ୩୩ ନମ୍ବର ଜୋନରେ ଭାଜପା ପ୍ରାର୍ଥୀ ରତିକାନ୍ତ ମିଶ୍ର ବିଜୟୀ ହୋଇଛନ୍ତି। ସେ ସମୁଦାୟ ୧୧, ୪୧୫ ଖଣ୍ଡ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ କୃଷ୍ଣଚନ୍ଦ୍ର…
ଇୟୁରେ ସାମିଲ ହେବ ୟୁକ୍ରେନ
କ୍ୱିଭ,୨୮।୨: ୟୁରୋପୀୟ ୟୁନିଅନ(ଇୟୁ)ରେ ସାମିଲ ହେବ ୟୁକ୍ରେନ। ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ୟୁନିଅନରେ ସାମିଲ ହେବା ପାଇଁ ଏକ ଆବେଦନପତ୍ରରେ ଦସ୍ତଖତ କରିଛନ୍ତି। ସୋମବାର ୟୁକ୍ରେନର ସଂସଦ ଏନେଇ ସୂଚନା ଦେଇଛନ୍ତି। ଏହାକୁ ଏକ…
୩ଘଣ୍ଟା ଧରି ଶାନ୍ତି ଆଲୋଚନା କଲେ ରୁଷିଆ-ୟୁକ୍ରେନ
ମିନସ୍କ,୨୮।୨: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ଥର ପାଇଁ ଶାନ୍ତି ଆଲୋଚନା କରିଛନ୍ତି। ଏଥିରେ ଦୁଇ ଦେଶର ପ୍ରତିନିଧି…
Archives


