ସ୍କୁଲର ପ୍ରଥମ ଦିନରେ କରୋନାର ଅନୁଭୁତି ବଖାଣିଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡ଼ି,୨୮।୨(ଡି.ଏନ୍.ଏ): ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରୀଛାତ୍ର ନିଜ ନିଜ ବିଦ୍ୟାଳୟକୁ ନିୟମିତ ଯାଇ ଅଫଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜାଣିବେ…
ସେନାଙ୍କ ସହ କଫି ପିଇଲେ ଜେଲେନ୍ସ୍କି: ଭିଡିଓ ଭାଇରାଲ
କ୍ୱିଭ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆଜି ହେଉଛି ପଞ୍ଚମ ଦିନ। ଶକ୍ତିଶାଳୀ ରୁଷିଆ ସୈନ୍ୟଙ୍କ ସମ୍ମୁଖରେ ୟୁକ୍ରେନ ସୈନ୍ୟ ଦୃଢ଼ତାର ସହ ଠିଆ ହୋଇ ଯୁଦ୍ଧ କରୁଛନ୍ତି। ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଅନେକ…
ମାର୍ଚ୍ଚରେ ଓଟିଟି ସହ ପ୍ରେକ୍ଷାଳୟରେ ମଧ୍ୟ ରିଲିଜ୍ ହେବ ଏହି ସବୁ ଫିଲ୍ମ
ଦେଶରେ କୋଭିଡ୍ ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ସେନେଇ ଅନେକ ଫିଲ୍ମ ମାର୍ଚ୍ଚରେ ରିଲିଜ୍ ହେବା ପାଇଁ ପ୍ରସ୍ତୁତ ହେଲେଣି। ମାର୍ଚ୍ଚ ମାସରେ ଅନେକ ଫିଲ୍ମ ପ୍ରେକ୍ଷାଳୟକୁ ଆସୁଛି। ପ୍ରଭାସଙ୍କ ରାଧା ଶ୍ୟାମ ଠାରୁ ଆରମ୍ଭ କରି ଏସ୍.ଏସ୍…
ଏପ୍ରିଲ ନୁହେଁ ମେ’ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ଼
ମୁମ୍ବାଇ: ନିଜର ଅଭିନୟ ହେଉ ଅବା ବେକାବୁ ବୟାନ ସବୁ ପାଇଁ ଚର୍ଚ୍ଚାରେ ରହୁଥିବା ବଲିଉଡ ନାୟିକା କଙ୍ଗନା ରାନାୱତଙ୍କ ଫିଲ୍ମ ଧାକଡ଼କୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ଶୁଣିବାକୁ ମିଳିଥିଲା କି ‘ଧାକଡ଼’ ଚଳିତ ବର୍ଷ…
ୟୁକ୍ରେନରୁ ଫେରିଥିବା ଓଡ଼ିଆଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ୟୁକ୍ରେନରୁ ଫେରିଥିବା ଓଡ଼ିଆଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଓଡ଼ିଆ ଛାତ୍ରମାନେ ସୁରକ୍ଷିତ ଫେରିଆସିଥିବାରୁ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତି ବ୍ୟକ୍ତ କରିଛନ୍ତି। ଅନ୍ୟ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବ ବୋଲି…
ୟୁକ୍ରେନ୍ ସଙ୍କଟ: କ୍ୱିଭ୍ରୁ ଉଠିଲା କର୍ଫ୍ୟୁ
କ୍ୱିଭ୍,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦେଇଛନ୍ତି। କର୍ଫ୍ୟୁ ଉଠିବା ପରେ ଭାରତ ସମେତ ଅନ୍ୟ ଦେଶର ଦୂତାବାସକୁ ଏକ…
ମଦ ପିଇଲେ ହେବନି ଜେଲ୍
ପାଟନା,୨୮।୨: ବିହାରରେ ମଦ ନିଷେଧାଦେଶକୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଣିକି ରାଜ୍ୟରେ ମଦ ପିଇ ଧରାପଡ଼ିଲେ ଯିବାକୁ ପଡ଼ିବନି ଜେଲ୍। ଏହା ବଦଳରେ କେବଳ ମଦ ମାଫିଆଙ୍କ ବିଷୟରେ ସୂଚନା ଦେବାକୁ ପଡ଼ିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…
ବିଜେଡିରେ ମିଶିଲେ ପୂର୍ବତନ ଅଧ୍ୟକ୍ଷ
ଭୁବନେଶ୍ୱର,୨୮।୨(ବ୍ୟୁରୋ): ଅନୁଗୋଳ ମ୍ୟୁନିସିପାଲ୍ଟିର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଅକ୍ଷୟ ସାମନ୍ତ ଓ ତାଙ୍କ ସମର୍ଥକ ସୋମବାର ବିଜେଡିର ଯୋଗ ଦେଇଛନ୍ତି। ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଯୋଗ…
ତ୍ରିରଙ୍ଗା ଦେଖି ଗୁଳି ଚଳାଇବା ବନ୍ଦ କରିଦେଉଛନ୍ତି ରୁଷିଆ-ୟୁକ୍ରେନ ସେନା
କ୍ୱିଭ୍,୨୮।୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଜୋରଦାର ଚାଲିଛି। ରୁଷିଆର ଆକ୍ରମଣରେ ୟୁକ୍ରେନର ବହୁତ କ୍ଷତି ହୋଇଛି।ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଏଠାକୁ ଦୌଡୁଛନ୍ତି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ନାଗରିକମାନେ ମଧ୍ୟ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି।…
୩୬ ନମ୍ବର ଜୋନ ଦଖଲ କଲା ବିଜେଡି
ପୁରୁଷୋତ୍ତମପୁର,୨୮।୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ୩୬ ଜୋନ ଅଧୀନରେ ଥିବା ୧୦ଟି ପଞ୍ଚାୟତର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ଜିଲା ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଭଜମନ ବେହେରା ୧୭ ୮୫୮ ଭୋଟ ପାଇଥିବା ବେଳେ ଭାଜପାର ରାଜକୁମାରୀ…
ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିଆଯିବ ଆବଶ୍ୟକ ପଦକ୍ଷେପ: ବିଏମ୍ସି
ଭୁବନେଶ୍ୱର,୨୮।୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପୌର ନିର୍ବାଚନକୁ ନେଇ ରାଜନୀତି ସରଗରମ୍ ରହିଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଏମ୍ସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ୱାର୍ଡ ୱାରି ବିଜ୍ଞପ୍ତି ଜାରି ହୋଇଛି। ମେୟର, ଡେପୁଟି ମେୟର…
ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ
ମସ୍କୋ,୨୮।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ। ରୁଷିଆ ସେନା ୟୁକ୍ରେନର ସବୁ ଦିଗରୁ ଘେରିବାକୁ ଚେଷ୍ଟା କରୁଛି। ଅନେକ ବିଶେଷଜ୍ଞ ଏହି ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ବିଚାର କରୁଛନ୍ତି। ତେବେ ଉଭୟ ଦେଶ ବର୍ତ୍ତମାନ ଧୀରେ…
Archives


