ରୁଷିଆ ବିରୋଧରେ ୨୮ଦେଶ ନେଲେ ବଡ଼ ପଦକ୍ଷେପ
ମସ୍କୋ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ପଞ୍ଚମ ଦିନ। ୟୁକ୍ରେନ ଉପରେ ଆକ୍ରମଣ କରିବା ରୁଷିଆକୁ ମହଙ୍ଗା ପଡ଼ିଛି। ସାରା ବିଶ୍ୱ ରୁଷିଆକୁ ବିରୋଧ କରୁଥିବା ବେଳେ ପାଶ୍ଚାତ୍ୟ ଦେଶଗୁଡିକ ରୁଷିଆର ବିମାନ ପାଇଁ ନିଜର ଏୟାରସ୍ପେସ୍ ବନ୍ଦ…
ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ଗାଇଲେ ରାଜ୍ୟପାଳ
କଟକ ଅଫିସ୍, ୨୮।୨: ପୁଣି ଥରେ ଓଡ଼ିଆ ଗୀତ ଗାଇଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ । ବନ୍ଦେ ଉତ୍କଳ ଜନନୀ ଗୀତକୁ ନିଜ କଣ୍ଠରେ ଗାଇଛନ୍ତି। ଏହି ଗୀତର ରେକର୍ଡିଂ କଟକ ମିଲନ ଷ୍ଟୁଡିଓରେ କରାଯାଇଛି ।…
ବକ୍ସ ଅଫିସରେ ସୁପରହିଟ୍ ‘ଭୀମଲା ନାୟକ’: ଆୟ କଲାଣି…
ତେଲୁଗୁ ଫିଲ୍ମ‘ଭୀମଲା ନାୟକ’ ରିଲିଜ ହେବା ମାତ୍ରେ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି । ଏହି ଫିଲ୍ମଟି ମାତ୍ର ତିନି ଦିନ ମଧ୍ୟରେ ୧୦୦ କୋଟିରୁ ଅଧିକ ଆୟ କରିଛି । ଅଭିନେତା ପୱନ କଲ୍ୟାଣ ଏବଂ ରାଣା ଦଗୁବତୀଙ୍କ…
ଆଲିଆଙ୍କ ଅଭିନୟ ଦେଖି ଏମିତି କହିଲେ ସାମନ୍ଥା
ମୁମ୍ବାଇ: ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରୁଛି। ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଆଲିଆ ଭଟ୍ଟଙ୍କ ଚରିତ୍ରକୁ ଦର୍ଶକ ପ୍ରଶଂସା କରିଛନ୍ତି। ଫିଲ୍ମକୁ ଦେଖିବା ପାଇଁ ପ୍ରେକ୍ଷାଳୟ ଆଗରେ ଭିଡ ଜମୁଛି।…
ଯୁଦ୍ଧରେ ଯୋଗଦେଲେ ମିସ୍ ୟୁକ୍ରେନ
କ୍ୱିଭ,୨୮।୨: ରୁଷିଆ ଆକ୍ରମଣରୁ ଦେଶକୁ ସୁରକ୍ଷା ଦେବା ପାଇଁ ଅସ୍ତ୍ର ଧରିଛନ୍ତି ପୂର୍ବତନ ମିସ୍ ୟୁକ୍ରେନ ଆନାସ୍ତାସିଆ ଲେନ୍ନା। ୨୦୧୫ରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାଶନାଲ ବ୍ୟୁଟି ପ୍ରତିଯୋଗିତାରେ ଭାଗ ନେଇଥିବା ଲେନ୍ନା ୟୁକ୍ରେନ ସେନାରେ ଯୋଗ ଦେଇଛନ୍ତି। “ଆକ୍ରମଣ ଉଦ୍ଦେଶ୍ୟ ନେଇ…
ପୋଲାଣ୍ଡ ସୀମାରେ ଅଟକିଛନ୍ତି ଶତାଧିକ ଭାରତୀୟ ଛାତ୍ରୀଛାତ୍ର
କ୍ୱିଭ୍,୨୮ା୨: ୟୁକ୍ରେନରୁ ବାହାରି ଆସିଥିବା ଶତାଧିକ ଭାରତୀୟ ଛାତ୍ରୀଛାତ୍ର ଏବେ ପୋଲାଣ୍ଡ ସୀମାରେ ଅଟକି କରିଛନ୍ତି। ଭୀଷଣ ଥଣ୍ଡାରେ ପ୍ରାୟ ୪୮ ଘଣ୍ଟାରୁ ଅଧିକ ସମୟ ହେଲା ଛାତ୍ରୀଛାତ୍ରମାନେ ସେମାନଙ୍କ ବିଭିନ୍ନ ସାମଗ୍ରୀ ଧରି ସୀମାରେ ରହିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ…
ଆଲିଆ ଭଟ୍ଟଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି। ଫିଲ୍ମ ଦେଖିବା ପରେ ସମସ୍ତେ ଆଲିଆଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି। ଆଲିଆଜାତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବୋଲି ପ୍ରଶଂସକମାନେ କହୁଛନ୍ତି। ନିରୀହ ଦେଖାଯାଉଥିବା ଆଲିଆଙ୍କ…
ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧ
ଗାନ୍ଧୀନଗର,୨୮।୨: ଦେଶରେ ବଢ଼ିଲା ଅମୁଲ ଦୁଗ୍ଧର ଦାମ୍। ସମଗ୍ର ଦେଶର ବଜାରରେ ଦୁଗ୍ଧର ଦାମ୍ ଲିଟର ପିଛା ୨ଟଙ୍କା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି ଅମୁଲ। ସମଗ୍ର ଦେଶର ବଜାରରେ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିବାକୁ…
‘ଟ୍ରୋଲର୍ସ ରିଅଲ ଫ୍ୟାନ୍ସ ନୁହଁନ୍ତି’
ନୂଆଦିଲ୍ଲୀ,୨୮।୨: ଟି୨୦ ବିଶ୍ୱକପ୍ରେ ପାକିସ୍ତାନଠାରୁ ଭାରତୀୟ ଦଳ ପରାସ୍ତ ହେବା ପରେ ମହମ୍ମଦ ଶାମିଙ୍କୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। ଏପରି କି ତାଙ୍କୁ ଦେଶଦ୍ରୋହୀ ଏବଂ ମ୍ୟାଚ୍ ହାରିବା ପାଇଁ ଟଙ୍କା ନେଇ ଥିବା କୁହାଯାଇଥିଲା। ଏହା ଉପରେ…
ବିଜେଡି ୭୬୦ ଆସନରେ ଆଗୁଆ
ଭୁବନେଶ୍ବର,୨୮।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ତୃତୀୟ ଦିନରେ ମଧ୍ୟ ବିଜେଡି ଆଗରେ ରହିଛି। ମୋଟ ୮୪୯ଟି ଜିଲା ପରିଷଦ ଜୋନରେ ଗଣତି ହେଉଥିବା ବେଳେ ୭୬୦ଟି ଭୋଟରେ ଆଗୁଆ ରହିଛି ବିଜେଡି। ପ୍ରଥମ ଦିନ ୩୧୫ଟି ଜିଲା ପରିଷଦ…
ସତ୍ୟବାଦୀ ସେଣ୍ଟ୍ରାଲ ଜୋନ୍ ହାତେଇଲା ଭାଜପା
ସାକ୍ଷୀଗୋପାଳ,୨୮।୨(ଡି.ଏନ.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ସେଣ୍ଟ୍ରାଲ ଜୋନ୍ ୩୨ରୁ ଜିଲାପରିଷଦ ଆସନରୁ ଭାଜପା ପ୍ରାର୍ଥୀ ବିଷ୍ଣୁପ୍ରିୟା ବରାଳ ବିଜୟୀ ହୋଇଛନ୍ତି। ରବିବାର ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ ଗଣତିର ଅନ୍ତିମ ରାଉଣ୍ଡରେ ସେ ୧୦, ୬୮୪ ଖଣ୍ଡ ଭୋଟ ପାଇଥିଲେ। ତାଙ୍କ…
ଆସିଲା ‘ବଚ୍ଚନ ପାଣ୍ଡେ’ ମୁଭିର ନୂଆ ଗୀତର ଟିଜର
ମୁମ୍ବାଇ: ଇଭିଲ ସଙ୍ଗ ‘ମାର ଖାଏଗା’ରେ ଦର୍ଶକଙ୍କ ସାମ୍ନାରେ ହିରୋ ଅକ୍ଷୟ କୁମାରଙ୍କୁ ‘ବଚ୍ଚନ ପାଣ୍ଡେ’ ଭୂମିକାରେ ଉପସ୍ଥାପନ କରାଯିବା ପରେ ନିର୍ମାତା ଏବେ ସାଜିଦ ନାଡିୟାଡୱାଲାଙ୍କ ବହୁ ପ୍ରତିକ୍ଷିତ ଆକ୍ସନ କମେଡିର ଦ୍ୱିତୀୟ ଗୀତ ‘ମେରି ଜାନ ମେରି ଜାନ’…
Archives


