Posted inଫୁରସତ

ଚର୍ଚ୍ଚାରେ ବବ୍‌ କଟ୍‌ ହାତୀ

ତାମିଲନାଡୁର ଏକ ହାତୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହାତୀଟି ଚର୍ଚ୍ଚାକୁ ଆସିବାର କାରଣ ହେଉଛି ତା’ର କେଶ। ସେଗାମାଲମ ହାତୀ ମନ୍ତ୍ରାରଗୁଡି ସହରର ରାଜଗୋପାଳସ୍ବାମୀ ମନ୍ଦିରରେ ରହିଥାଏ। ଫଟୋରେ ହାତୀର ହେୟାର ଷ୍ଟାଇଲ ଦେଖିବାକୁ ମିଳିଛି। ଏହି ଫଟୋକୁ ଭାରତୀୟ ବନ ଅଧିକାରୀ ସୁଧା ରାମେନ ନିଜ ଟ୍ବିିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିସହ ସେ ଲେଖିଛନ୍ତି, ‘ବବ୍‌କଟ୍‌ ସେଙ୍ଗାମାଲମ୍‌ ହାତୀ’। ନିଜର ହେୟାର ଷ୍ଟାଇଲ ପାଇଁ ଏହି ହାତୀ ବହୁତ ଲୋକପ୍ରିୟ। ଏହି ଭିଡିଓ ଶେୟାର ହେବାର ଅଳ୍ପ ସମୟ ମଧ୍ୟରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ବୃତ୍ତାନ୍ତ: କେମିତି ଆସେ ବାତ୍ୟା, ନାମକରଣ, ପରର ପରିବେଶ…

ବାତ୍ୟା ଆସେ, ଚାଲିଯାଏ। ହେଲେ ବାତ୍ୟାକୁ ସାମ୍ନା କରିଥିବା ମଣିଷର ବିପର୍ଯ୍ୟୟର ସୀମା ନ ଥାଏ। ତେବେ ଯଦି ବାତ୍ୟାର ପୂର୍ବାନୁମାନ ହେଇପାରେ, ଅନେକ କ୍ଷୟକ୍ଷତିକୁ...

କୁକୁଡ଼ା ସକାଳୁ ବୋବାଇ ନିଦ ଭାଙ୍ଗୁଥିବାରୁ ପୋଲିସ ନିକଟରେ ଅଭିଯୋଗ କଲେ ମହିଳା: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ଅଦ୍ଭୁତ ପ୍ରକାରର ମାମଲା ଥାନାରେ ପହଞ୍ଚେ, ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥାଏ। ସେହିପରି ଏକ ମାମଲା ଥାନାରେ ରୁଜୁ ହୋଇଛି, ଏହା...

ଉଲ୍‌ରେ ତିଆରି ପ୍ରକୃତିର ଛବି

ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା। ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି। ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ...

ଆଗକୁ ବିପଦ: ବିଶ୍ୱକୁ ସଞ୍ଜୀବନୀ କୋଭିଡ୍‌-୧୯

କୋଭିଡ୍‌-୧୯ ମଣିଷକୁ ଅନେକ ଶିକ୍ଷା ଦେଇଛି। ହେଲେ ପରିବେଶରେ ଯେଉଁ ସ୍ବଚ୍ଛତା ଆସିଛି ତାହା ୧୦୦ ବର୍ଷ ଭିତରେ ଦେଖିବାକୁ ମିଳି ନ ଥିଲା। ବାୟୁ...

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ...

ସ୍ବାଧୀନତା ଦିବସରେ ଏଠି ସମସ୍ତେ ପିନ୍ଧନ୍ତି ଖଦି ପୋଷାକ

ଭାରତ ସ୍ବାଧୀନତାର ସ୍ବପ୍ନ ଦେଖିଥିବା ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଉଦ୍‌ବୋଧନରେ ସେତେବେଳେ ବହୁମାତ୍ରାରେ ଅନୁପ୍ରାଣିତ ହୋଇଥିଲେ ଛାତ୍ର ଗୋଷ୍ଠୀ। ଇଂରେଜମାନଙ୍କୁ ଦେଶରୁ ହଟାଇବାକୁ ଗାନ୍ଧିଜୀ ଯେଉଁ...

ଏମିତି ଗାଁ, ଯେଉଁଠି ଲୋକ ନାହାନ୍ତି

ରୋଜଗାର ଆଶାରେ ଅଧିକାଂଶ ଲୋକ ଗାଁ ଛାଡ଼ି ସହରମୁହଁା ହୋଇଛନ୍ତି। ସହରରେ ରୋଜଗାରର ପନ୍ଥା ଅଛି ସତ, ମାତ୍ର ଗାଁରେ ଯେଉଁ ଆନନ୍ଦ ତାହା ଦେଖିବାକୁ...

ମନୋହରି ଗୋଲ୍ଡ ଚା’ ନିଲାମ : କେଜିକୁ ୫୦,୦୦୦ ଟଙ୍କା

ଚା’ କେଜିକୁ ୫୦,୦୦୦ଟଙ୍କା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି, ହେଲେ କଥାଟି ସତ। ଆସାମର ମନୋହରି ଗୋଲ୍ଡ ଚା’ଦାମ ଏବେ ପୂରା ଆକାଶ ଛୁଇଁଛି। ଏହି ଚା’ର...

Coronavirus Update


Archives

Model This Week

Why Dharitri