Advertisement
Posted inଫୁରସତ

କୁକୁରକୁ ଖୋଜି ଆଣିଲେ ମିଳିବ ୧୦ ହଜାର ଟଙ୍କା !

କୋଲକାତା,୬।୭: କୋଲକାତାରେ ଲଷ୍ଟ ଆଣ୍ଡ ଫାଉଣ୍ଡର ଏକ ଅଦ୍ଭୁତ ପୋଷ୍ଟର ଦେଖିବାକୁ ମିଳିଛି। ନନ୍ଦିନି କୌଶିକ ଏକ କୁକରକୁ ଖୋଜି ଆଣିଲେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିପାଇଁ କୋଲକତା ବିମାନ ବନ୍ଦର ଅଞ୍ଚଳରେ ପୋଷ୍ଟର ଲଗାଯାଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ଫିଫି ନାମକ ଏହି କୁକରଟି ଏକ ଭାରତୀୟ ଦେଶୀ ବ୍ରିଡ ହୋଇଥିବା ବେଳେ ନନ୍ଦିନି ଏହାକୁ ଦିଲ୍ଲୀରୁ ଉଦ୍ଧାର କରିଥିଲେ ହେଲେ ସେ ବିମାନ ବନ୍ଦରରୁ କେଉଁଆଡେ ଚାଲି ଯାଇଛି। କୋଲକାତାରେ ରହୁଥିବା ଏକ ପରିବାର କୁକୁରଟିକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହାପରେ ତାକୁ କାର୍ଗୋ ବିମାନରେ ଦିଲ୍ଲୀରୁ କୋଲକାତା ପଠାଯାଇଥିଲା। ଜୁନ୍‌ ୨୪ ସନ୍ଧ୍ୟାରେ କୁକୁରଟି କୋଲକାତା ବିମାନ ବନ୍ଦରରେ ପହଞ୍ଚିବା ପରେ ତା’ର ନୂଆ ମାଲିକ ତାକୁ ନେବାକୁ ସେଠାରେ ପହଞ୍ଚିଥିଲେ। ମାଲିକ ଜଣକ ପିଞ୍ଜରା ଖୋଲିବା ପରେ କୁକୁରଟି ସେଠାରୁ କେଉଁଆଡେ ଦୌଡି ଚାଲି ଯାଇଥିଲା। ବିମାନବନ୍ଦର ନିକଟରେ କୁକୁରକୁ ଦେଖିଥିଲେ ମଧ୍ୟ କେହି ତାକୁ ଧରି ନ ପାରିବାକୁ ଏବେ ତା’ର ମାଲିକ ଏପରି ପୋଷ୍ଟର ଲଗାଇବା ସହ ପୁରସ୍କାର ରାଶି ଘୋଷଣା କରିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାରର ଭିନ୍ନ ଉପାୟ ବାଛି ନେଲେ ଦେହଜୀବୀ

ନୂଆଦିଲ୍ଲୀ: ଦେହଜୀବୀଙ୍କ କଥା ମନକୁ ଆସିଲେ ଆପାଣାଛାଏଁ ଏକ ଛବି ନଜରକୁ ଆସିଯାଏ। ଏମାନଙ୍କର ରୋଜଗାରର ମାଧ୍ୟମ ମଧ୍ୟ ଗୋଟିଏ ବୋଲି ଧରି ନିଆଯାଏ। ହେଲେ...

କଲୋନୀର ନାମ କାଦୁଅନଗର, ନରକପୁରୀ

ଲକ୍ଷ୍ନୌ: ବର୍ଷା କାରଣରୁ ରାସ୍ତାରେ ପାଣି ଦୀର୍ଘ ଦିନ ପର୍ଯ୍ୟନ୍ତ ଜମି ରହିବା ଓ ତାହା ନିଷ୍କାସନ ପାଇଁ ଉପଯୁକ୍ତ ଡ୍ରେନ୍‌ର ସୁବିଧା ନ ଥିବା...

ପର୍ଯ୍ୟଟନର ଗାଁ

ଓଡ଼ିଶାରେ ରହିଛି ବିଭିନ୍ନ ପର୍ଯ୍ୟଟନସ୍ଥଳୀ। ପୁଣି ଏମିତି କେତେକ ପର୍ଯ୍ୟଟନ ସ୍ଥାନ ରହିଛି ଯାହା ଅନେକଙ୍କ ପାଇଁ ଅଜଣା ହୋଇପାରେ । ଏହାକୁ ଗ୍ରାମ୍ୟ ପର୍ଯ୍ୟଟନ...

ଧୈର୍ଯ୍ୟ ହିଁ ସଫଳତା : ଗଣିତଜ୍ଞ ଆନନ୍ଦ କୁମାର

ବାପାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନରେ ଆପଣଙ୍କୁ ଚାକିରି ମିଳିଥିଲା। ଗରିବ ପିଲାଙ୍କ ପାଇଁ କାହିଁକି ସରକାରୀ ଚାକିରି ତ୍ୟାଗ କଲେ? କେବେ ଚାହୁଁ ନ...

ରାତିରେ କଲିଂ ବେଲ୍‌ ବଜାଇ କରୁଥିଲେ ହଇରାଣ, ପରିଣତି ହେଲା ଏପରି

ମୁମ୍ବାଇ: ଦୁନିଆରେ ଭିନ୍ନ ଧରଣର ଲୋକ ଅଛନ୍ତି। ଜଣେ ଜଣେ ଅନ୍ୟମାନଙ୍କୁ ହଇରାଣ କରି ବେଶ୍‌ ଆନନ୍ଦ ପାଇଥା’ନ୍ତି। ମାତ୍ର ଏହି ଆନନ୍ଦ ଯେ ଦିନେ...

ପାଣିରେ ବୁଡ଼ିଯିବାର ଅଭିନୟ କରୁଥିଲା ପିଲା, ପରେ ଘଟିଲା କିଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭଡିଓ ଏବଂ ଫଟୋ ଭାଇରାଲ ହେବାରେ ଲାଗିଛି। କେତେକ ଭିଡିଓ ଦେଖି ହସ ନିୟନ୍ତ୍ରଣ ହେଉ ନ...

ସାମ୍ନାକୁ ଆସିଲା ରାସ୍ତାରେ ଫୁଲ ବିକୁଥିବା ଏହି ଯୁବତୀଙ୍କ ଅସଲି ଫଟୋ, ଆଶ୍ଚର୍ଯ୍ୟ ହେଉଛନ୍ତି ଲୋକେ…

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜଣେ ଯୁବତୀ ଚର୍ଚ୍ଚାରେ ରହିଥିଲେ। ପ୍ରଥମେ ସେ ରାସ୍ତାକଡ଼ରେ ଫୁଲ ବିକ୍ରି କରୁଥିବା ବେଳର ଫଟୋ ଏବଂ...

ଝିଅ ସହ ଡେଟିଂ ପାଇଁ ମା’ ରଖିଲେ ଏହି ୫ ସର୍ତ୍ତ, ଜାଣିଲେ…

ପ୍ରତ୍ୟେକ ମାତାପିତା ପିଲାମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା କରିଥାନ୍ତି। ମାତାପିତାଙ୍କ ନିକଟରେ ତାଙ୍କ ପିଲା ଯେତେ ବି ବଡ଼ ହେଉନା କାହିଁକି ସବୁବେଳେ ସେମାନେ ପିଲାଙ୍କୁ...

Advertisement
Archives

Model This Week