Posted inଫୁରସତ

ଆପଣଙ୍କ ପିଲା ପୋଷା କୁକୁର ସହ ଖେଳୁଛି କି.. ତେବେ ନିଶ୍ଚେ ପଢ଼ନ୍ତୁ ଏହି ଖବର, ହୋଇଯିବେ ଆଶ୍ଚର୍ଯ୍ୟ

ଆମେ ସମସ୍ତେ ଏହା ଭଲଭାବରେ ଜାଣୁ ଯେ ଗୃହପାଳିତ ପ୍ରାଣୀମାନେ ଚିନ୍ତାମୁକ୍ତ କରିବାରେ ସାହାଯ୍ୟ କରନ୍ତି। ମାତ୍ର ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, କୁକୁରମାନେ ପିଲାମାନଙ୍କର ସାମାଜିକ ତଥା ମାନସିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି। ଏହି ଗବେଷଣାରୁ ଜଣାପଡିଛି ଯେ, ଯେଉଁ ଘରେ ଗୃହପାଳିତ କୁକୁର ଥିବେ ଏବଂ ପିଲାମାନେ ସେମାନଙ୍କ ସହିତ ଖେଳନ୍ତି, ସେହି ପିଲାମାନଙ୍କର ସାମାଜିକ ଏବଂ ଭାବଗତ ଅସୁବିଧା ୨୩ ପ୍ରତିଶତ କମିଯାଏ।

ପଶ୍ଚିମ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଟେଲିଥନ କିଡ୍ସ ଇନ୍‌ଷ୍ଟିଚ୍ୟୁଟ୍‌ର ଏକ ଟିମ୍‌ ପ୍ରାୟ ୧୭୦୦ ପରିବାରର ୨ ରୁ ୫ ବର୍ଷ ପିଲାଙ୍କୁ ନେଇ ଏହି ଗବେଷଣା କରିଥିଲେ। ଗବେଷକ ଜାଣିବାକୁ ପାଇଲେ ଯେ ଯେଉଁ ପିଲାମାନେ ଗୃହପାଳିତ କୁକୁରମାନଙ୍କ ସହିତ ଖେଳନ୍ତି ସେମାନେ ଅସାମାଜିକ ଆଚରଣରେ ଲିପ୍ତ ରହିବା ଆଶଙ୍କାକୁ ୩୦ ପ୍ରତିଶତ କମ୍‌ ହୋଇଯାଏ, ଯେଉଁଠାରେ ଅନ୍ୟ ପିଲାମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ୩୪ ପ୍ରତିଶତ ଦେଖାଯାଇଥାଏ।

ଅନୁସନ୍ଧାନରୁ ଏହା ଜଣାପଡିଛି ଯେ, କୁକୁରକୁ ଘରେ ରଖିବା ପିଲାମାନଙ୍କର ମାନସିକ ଏବଂ ସାମାଜିକ ବିକାଶ ଠିକ୍‌ ହୋଇଥାଏ।

ମାନସିକ ରୋଗର ପ୍ରତିରୋଧ
ଗୃହପାଳିତ କୁକୁର ସହିତ ଥିବା ପିଲାମାନେ ବଡ଼ ହେଲେ ମଧ୍ୟ ସିଜୋଫ୍ରେନିଆର ବିପଦ ସୃଷ୍ଟି ହୁଏ ନାହିଁ। ଘରେ ପିଲାମାନଙ୍କର ଗୃହପାଳିତ ପ୍ରାଣୀମାନଙ୍କ ସହିତ ଅତି ଘନିଷ୍ଠ ସମ୍ପର୍କ ରହିଥାଏ, ଯାହା ସେମାନଙ୍କର ମାନସିକ ବିକାଶରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri