Posted inଫୁରସତ

ଜୀବନକୁ ବାଜି ଲଗାଇ ପାଣି ଟାଙ୍କିରୁ ଛୁଆକୁ ଉଦ୍ଧାର କଲା ମା’ ମାଙ୍କଡ: ଦେଖନ୍ତୁ ଭିଡିଓ…

ମାଟିରୁ ଆକାଶ ଯାଏ ଯିଏ ପରିବ୍ୟାପ୍ତ ସେ ହେଉଛି ମା’। ମା’ର ପଣତ ତଳେ ଛୁଆ ଥାଏ ସବୁଠୁ ବେଶି ସୁରକ୍ଷିତ। ଆଉ ଯେତେବେଳେ ନିଜର ସନ୍ତାନ ପ୍ରତି ବିପଦ ଆସେ ନିଜ ଜୀବନକୁ ବାଜି ଲଗାଇ ଦିଏ ମା’। ଏହାର ଏକ ଜ୍ୱଳନ୍ତ ଉଦାହରଣ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ପାଣି ଟାଙ୍କି ଭିତରେ ପଡିଯାଇଥିବା ଏକ ମାଙ୍କଡ ଛୁଆକୁ ତାର ମା’ ଉଦ୍ଧାର କରିଛି।
ଭିଡିଓରେ ଦେଖାଯାଇଛି, ମା’ ଓ ଛୁଆ ପାଣି ଟାଙ୍କି ଉପରେ ବସିଥିବା ସମୟରେ ହଠାତ ଛୁଆଟି ଟାଙ୍କି ଭିତରକୁ ପଡିଯାଇଥିଲା। ପରେ ଛୁଆ ମାଙ୍କଡଟି ଚିତ୍କାର କରୁଥିଲା। ଏହାପରେ ମା’ ମାଙ୍କଡଟି ଗୋଟିଏ ହାତରେ ଟାଙ୍କିର ବାଡରେ ଝୁଲି ରହି ଅନ୍ୟ ହାତରେ ଛୁଆକୁ ଉଦ୍ଧାର କରିଥିଲା। ଏହି ଭିଡିଓଟିକୁ ଆଇଏଫଏସ୍‌ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ମିଳୁଛି ବିବାହ ପାଇଁ ସ୍ବତନ୍ତ୍ର ମାସ୍କ: ଦାମ୍‌ ୧.୫ ଲକ୍ଷରୁ ଆରମ୍ଭ

ମହାମାରୀ କରୋନା ସମୟରେ ମାସ୍କ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି ଏହା ଏବେ ରୋଜଗାର ଏକ ମାଧ୍ୟମ ପାଲଟିଲାଣି। ଏହି କ୍ରମରେ ଗୁଜୁରାଟ ସୁରଟର...

ଗର୍ଭସ୍ଥ ଶିଶୁ-ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ…

ଓ୍ବାଶିଂଟନ,୨୫।୧ : ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଏବଂ ଗର୍ଭାଶୟ ପାଇଁ କରୋନା ସଂକ୍ରମଣ ସାଂଘାତିକ ହୋଇପାରେ। ଏନେଇ ‘ଦ ଲାନସେଟ ରିଜିଓନାଲ ହେଲଥ୍‌ ୟୁରୋପ’...

ମନ୍ଦିର ବାହାରେ ଭିକ୍ଷା ମାଗୁଥିଲେ କୋଟିପତିଙ୍କ ପୁଅ : ଘରେ ପହଞ୍ଚାଇଲା ସ୍ବେଚ୍ଛାସେବୀ ସଂଗଠନ

ଅମ୍ବାଲା,୧୧।୧: ଫିଲ୍ମ କାହାଣୀ ପରି ହରିୟାଣାରେ ଏକ ନିଆରା ଘଟଣା ଘଟିଛି। ଏଠାରେ ଅମ୍ବାଲାର ଏକ ମନ୍ଦିର ବାହାରେ ବସି ଭିକ୍ଷା କରୁଥିବା ଜଣେ ବ୍ୟକ୍ତି...

ଏହି ମନ୍ଦିର ପଛ ଦ୍ୱାରରେ ରହିଛି ନର୍କକୁ ରାସ୍ତା

ବିଶ୍ୱରେ ସମସ୍ତ ଧର୍ମରେ ସ୍ବର୍ଗ-ନର୍କର କଥା ବର୍ଣ୍ଣନା କରାଯାଇଛି। ସ୍ବର୍ଗ ଏମିତି ଏକ ସ୍ଥାନ, ଯେଉଁଠି ମୃତ୍ୟୁ ପରେ ପୁଣ୍ୟାତ୍ମାଙ୍କୁ ସ୍ଥାନ ମିଳିଥାଏ। ଆଉ ନର୍କକୁ...

ପାଣିରେ କୁମ୍ଭୀରକୁ ଦେଖି ଡେଇଁଲା ବାଘ, ଆଉ ତା’ ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓ ଏବଂ ଫଟୋ ହସର ଖୋରାକ...

ପିଲାଙ୍କୁ ଦିଅନ୍ତୁ ଅନୁଶାସନ ଶିକ୍ଷା

ନୂଆଦିଲ୍ଲୀ: ସବୁ ପରିବାରର କିଛି ନା କିଛି ନିୟମ ରହିଥାଏ, ଯାହାକୁ ଘରର ସମସ୍ତ ସଦସ୍ୟଙ୍କୁ ମାନିବାକୁ ପଡ଼େ। ଏହି ନିୟମ ହିଁ ପିଲାମାନଙ୍କୁ ଅନୁଶାସନରେ...

ମହାକାଶରେ ଖୋଲିଲେ ମହୁ ଡବା; ତା’ପରେ ଯାହା ହେଲା …

ନୂଆଦିଲ୍ଲୀ: ସମସ୍ତ କଠିନ ଏବଂ ତରଳ ପଦାର୍ଥ ମହାକାଶରେ ସମାନ ଆଚରଣ କରେ ନାହିଁ। ଥରେ ଭାବନ୍ତୁ ତ ଯଦି ମହାକାଶରେ ମହୁ ବୋତଲ ଖୋଲିବେ...

ଚା’ କିଲୋ ୯୯,୯୯୯ ଟଙ୍କା

ଗୁଆହାଟୀ,୧୪।୧୨:: ଆସାମର ଦିବ୍ରୁଗଡ ଜିଲାର ଏକ ସ୍ବତନ୍ତ୍ର ଚା’ ମଙ୍ଗଳବାର ୯୯.୯୯୯ ଟଙ୍କାରେ ନିଲାମ ହୋଇଛି। ଦେଶର କୌଣସି ଚା’ ନିଲାମରେ ଏହା ସର୍ବାଧିକ ମୂଲ୍ୟ...

Advertisement
Archives

Model This Week