Posted inଫୁରସତ

ରେଳ ଟ୍ରାକ୍‌ରେ ଚାଲିବ ଏହି ସ୍ବତନ୍ତ୍ର ସାଇକେଲ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ପ୍ରାୟ ସମୟରେ ସୋସିଆଲ ମିଡିଆ ଟୁଇଟରରେ ନିଆରା ଭିଡିଓମାନ ଶେୟାର କରିଥାନ୍ତି। ତେବେ ଚଳିତଥର ସେ ଜଣେ ଭାରତୀୟଙ୍କ ଦ୍ୱାରା ଏକ ନିଆରା ଆବିଷ୍କାରକୁ ଶେୟାର କରିଛନ୍ତି। ସେ ହେଉଛି ଏକ ସାଇକେଲ, ଯାହା ରେଳ ଟ୍ରାକ୍‌ରେ ଚାଲିବ। ଯାହାଦ୍ୱାରା ରେଳ ଧାରଣା ଯାଞ୍ଚ ପାଇଁ ଗ୍ୟାଙ୍ଗମ୍ୟାନଙ୍କୁ ଆଉ ଟ୍ରାକ୍‌ ଉପରେ ମାଇଲ ମାଇଲ ଦୂର ଚାଲିବାକୁ ପଡିବନି। କାରଣ ରେଲଓ୍ବେ ସିଭିଲ ଇଞ୍ଜିନିୟର ପଙ୍କଜ ସୋଏନଙ୍କ ଦ୍ୱାରା ଆବିଷ୍କାର କରାଯାଇଥିବା ନୂଆ ରେଳ ବାଇ-ସାଇକେଲ ଆସିଯାଇଛି। ଏହି ବାଇ-ସାଇକେଲ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ଚାଲିବ। ଏହାର ସର୍ବାଧିକ ବେଗ ଘଣ୍ଟାପ୍ରତି ୧୫ କିଲୋମିଟର ରହିବ। ଏଥିରେ ଏକା ସାଙ୍ଗରେ ୨ଜଣ ବ୍ୟକ୍ତି ବସି ଟ୍ରାକ୍‌ର ଯାଞ୍ଚ କରିପାରିବେ। ଏହି ବାଇ-ସାଇକେଲର ଓଜନ ୨୦ କିଲୋଗ୍ରାମ ରହିଛି। ଏହାକୁ ଜଣେ ବ୍ୟକ୍ତି ସହଜରେ ଉଠାଇ ଟ୍ରାକ୍‌ରେ ରଖି ତଳକୁ ମଧ୍ୟ ଖସାଇପାରିବେ। ଉକ୍ତ ବାଇ-ସାଇକେଲର ନିର୍ମାଣରେ ୫୦୦୦ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ପୁରୁଣା ସାଇକେଲର ମୂଲ୍ୟ ସାମିଲ କରାଯାଇଥିବା ବେଳେ ଏହାର ମଡେଲ ମଧ୍ୟ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି।...

ଏଠାରେ ହୁଏ ହୀରା ବର୍ଷା !

ଓ୍ବାଶିଂଟନ,୭।୧୧: ଆକାଶରୁ ହୀରା ବର୍ଷା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ଆମ ସୌରମଣ୍ଡଳର ନେପ୍‌ଚୁନ୍‌ ଗ୍ରହରେ ଏଭଳି ଘଟଣା ଘଟିଥାଏ।...

ସଚିନ ତେନ୍ଦୁଲକରଙ୍କ ପୁଅ ମହେନ୍ଦ୍ର ସିଂହ ଧୋନୀ ଶିକ୍ଷକ ଚାକିରି ପାଇଁ କଲେ ଆବେଦନ; ସାକ୍ଷାତକାର ନିଶ୍ଚିତ ହେବା ପରେ…

ରାୟପୁର: ନିଯୁକ୍ତିରେ ସ୍କାମ୍‌ର ଅନେକ ଘଟଣା ସାମ୍ନାକୁ ଆସିଥାଏ। ହେଲେ ବିଗତ କିଛି ବର୍ଷ ଧରି ନକଲି ନାମରେ ଆବେଦନ କରିବା ଦେଖିବାକୁ ମିଳୁଛି। କେହି...

୪୨ ବର୍ଷ ଧରି ଖବର କାଗଜକୁ ଲେଖୁଛନ୍ତି ଅଭିଯୋଗ ପତ୍ର

ଲଣ୍ଡନ,୩।୩: କେତେକ ଲୋକଙ୍କର ଚିଠି ଲେଖିବା ନିଶା ପାଲଟିଥାଏ। ଏଭଳି ଜଣେ ଲୋକ ଇଂଲଣ୍ଡର ଲଣ୍ଡନରେ ରହିଛନ୍ତି। ୭୦ ବର୍ଷ ବୟସ୍କ ଏହି ବ୍ୟକ୍ତି ଜଣକ...

କଣ୍ଟାର ଶେଯରେ ୯ ଭୀଷ୍ମ

ମହାଭାରତରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥିଲେ। ଏହା ଉପରେ ଥାଇ ବି ସେ ଅନେକ ଦିନ ଜୀବିତ ଥିଲେ। କାରଣ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥିଲା।...

ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଯିବା ପରେ ଏହି ସୁପରମଡେଲ ପିନ୍ଧିଲେ ବୁର୍ଖା, ୟୁଜର୍ସ କହିଲେ…

କାବୁଲ,୧୯ା୮: ଆଫଗାନିସ୍ତାନ ତାଲିବାନ କବ୍‌ଜାକୁ ଚାଲିଯିବା ପରେ ସେଠାରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଲକ୍ଷଲକ୍ଷ ଲୋକ ଏହି ଘଟଣାକୁ ନେଇ ପ୍ରତିକ୍ରିୟା...

ଓଲଟା ଯାଉଛି ଟ୍ରେନ୍‌

ଯାତାୟାତର ଏକ ବଡ଼ ମାଧ୍ୟମ ହେଉଛି ଟ୍ରେନ୍‌। ଯେକୌଣସି ଦେଶ ହେଉନା କାହିଁକି ରେଳ ଧାରଣା ଉପରେ ଚାଲୁଥିବା ଏହି ଟ୍ରେନ୍‌ ସବୁଠି ଏକ ଶସ୍ତା...

ଏମିତି ଦେଶ, ଯେଉଁଠି ଘର କାନ୍ଥରେ ସ୍ତ୍ରୀଙ୍କ ଫଟୋ ରହିବା ବାଧ୍ୟତାମୂଳକ

ବିଶ୍ୱର ପ୍ରତ୍ୟେକ ଦେଶରେ କିଛି ନା କିଛି ରହସ୍ୟ ରହିଛି। ପ୍ରତ୍ୟେକ ଦିଶ ନିଜ ଚାଲିଚଳଣି, ପରମ୍ପରାକୁ ନେଇ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥାଏ। ସେହିପରି...

Advertisement
Archives

Model This Week