ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ହାତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦୁଇ ହାତୀଙ୍କ ମଧ୍ୟରେ ପ୍ରେମ ଆଦାନ ପ୍ରଦାନ ଚାଲଛି। ଏମାନେ ପରସ୍ପର ପରସ୍ପରଙ୍କୁ ଲିପ୍କିସ୍ କରୁଛନ୍ତି। ଯାହା ଆଗରେ ମଣିଷଙ୍କ କିସ୍ ସିନ୍ ମଧ୍ୟ ଫିକା ପଡ଼ିଯିବ। ଏହି ଦୃଶ୍ୟ ପଶୁଙ୍କର ଭଲପାଇବାକୁ ବ୍ୟକ୍ତ କରୁଛି। ଏହି ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି।
Friendship day💕 pic.twitter.com/TNbSvp0JzX
— Susanta Nanda IFS (@susantananda3) August 2, 2020