୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫସିରହିଲେ ମା’ଝିଅ: ବଞ୍ଚିବା ପାଇଁ କରିଥିଲେ ଏମିତି…
ଚାଇନାର ଏକ ମା’ଝିଅ ୪ ଦିନ ପର୍ଯ୍ୟନ୍ତ ଲିପ୍ଟରେ ଫଶି ରହିଥିଲେ। ସେମାନେ ବଞ୍ଚିବା ପାଇଁ ଏକ ଭିନ୍ନ ପଦ୍ଧତି ଆପଣାଇଥିଲେ। ୯୬ ଘଣ୍ଟା ପରେ ଲିପ୍ଟରୁ ବାହାରିବା ପରେ ସେମାନଙ୍କ ବଞ୍ଚିବାର ପଦ୍ଧତିର ଖୁଲାସା କରିଥିଲେ। ଏହାକୁ ଶୁଣିବା...
ପିପିଇ କିଟ୍ ପିନ୍ଧି ବୁଢ଼ୀମାଙ୍କୁ ମୁଖାଗ୍ନି ଦେଲେ ନାତି
କୋଦାଡ଼, ୨୧।୭: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। କେତେକ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ନେବାକୁ ଲୋକେ ଆସୁ ନ ଥିବା ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଜଣେ...
ପୁଅ ହେବ ତ ଏମିତି: କରୋନା ସଂକ୍ରମିତ ମା’ଙ୍କୁ ଦେଖିବା ପାଇଁ…
କରୋନା ସମୟରେ ସାମାଜିକ ଦୂରତା ବଜାୟ ରଖିତ୍ବା ନିହାତି ଆବଶ୍ୟକ। କରୋନା ଆକ୍ରାନ୍ତଙ୍କଠାରୁ ଦୂରେଇ ରହିବା ତାଙ୍କ ପରିବାର ପାଇଁ ବେଶ୍ କଷ୍ଟର ସାବ୍ୟସ୍ତ ହୋଇଥାଏ। ଯାହାର ଏକ ନିଚ୍ଛକ ଉଦାହରଣ ପାଲେଷ୍ଟାଇନରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା...
ଲୋକମାନେ ରାସ୍ତାରେ ଯାଉଥିଲେ, ହଠାତ୍ ହେଲା ଭୂସ୍ଖଳନ: ଆଉ ତା’ପରେ
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। କିଛି ଭିଡିଓ ଆପଣଙ୍କୁ ହସାଇଥାଏ, କିଛି ଭିଡିଓ ଆପଣଙ୍କୁ ଭୟଭୀତ କରେ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ। ଭିଡିଓରେ...
ରୁଦ୍ରାକ୍ଷ ମାଳ ଧରି ପୋଲିସ ମୁଖ୍ୟାଳୟ ସାମ୍ନାରେ ବସିଲେ କନ୍ଷ୍ଟେବଳ, କାହିଁକି…
ଭୋପାଳ, ୨୦।୭- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଅନସନର ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି। ଭୋପାଳରେ ଥିବା ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ବାହାରେ ସୋମବାର ଜଣେ କନ୍ଷ୍ଟେବଳ ଭିନ୍ନ ତରିକାରେ ଅନଶନରେ ବସିଥିଲେ। ଝାବୁଆ ଜିଲାରେ କାର୍ଯ୍ୟରତ ଥିବା...
ଯୁବତୀ ସେଲଫି ନେବାବେଳେ ପଛରୁ ଆସିଲା ଭାଲୁ; ଆଉ ତା ପରେ…
ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ, ୨ ଜଣ ଯୁବତୀ ପାର୍କରେ ବୁଲୁଛନ୍ତି। ସେତିକିବେଳେ ଗୋଟିଏ ଭାଲୁ...
ଏହା କେବଳ ଭାରତରେ ସମ୍ଭବ; ଦେଖନ୍ତୁ ଭିଡିଓ
କେଦାରନାଥ,୨୦।୭-ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେଉଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିକି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓରେ ଦେଖାଯାଇଛି, ପାହାଡରେ ନିର୍ମାଣ ହୋଇଥିବା ସିଡିରେ ଏକ ଟ୍ରାକ୍ଟର ଚଢୁଛି...
କରୋନା ଯୁଦ୍ଧରେ ଜିତି ଘରକୁ ଫେରିଥିବା ବଡ଼ ଭଉଣୀକୁ କିଛି ଏଭଳି ଢ଼ଙ୍ଗରେ ସ୍ବାଗତ ଜଣାଇଲେ ସାନ ଭଉଣୀ
ମୁମ୍ବାଇ,୨୦।୭: କରୋନା ଭାଇରସ୍ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦିନକୁ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ କେତେକଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଏଭଳି ସ୍ଥିତିରେ କରୋନା ଯୁଦ୍ଧରେ ଜିତିକରି ଫେରୁଥିବା ବ୍ୟକ୍ତିଙ୍କୁ ଘରର...
ବିନା ମାସ୍କରେ ଦୋକାନରେ ପଶୁଥିଲେ ମହିଳା: ରୋକିବାରୁ ଘଟାଇଲେ ଏମିତି କାଣ୍ଡ…
ବଢୁଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ଲାଗି ମାସ୍କ ପିନ୍ଧିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଅଧିକାଂଶ ଲୋକ ସେମାନଙ୍କ ଦୈନଦିନ ଜୀବନରେ ମାସ୍କ ବ୍ୟବହାରକୁ ସାମିଲ କରିସାରିଲେଣି। ହେଲେ ଏବେବି ଅନେକେ ଅଛନ୍ତି ଯେଉଁମାନେ ଏଦିଗରେ ଆଦୌ ସଚେତନ ନୁହନ୍ତି।...
ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ମା’, ଫଳାଫଳ ଆସିଲା ଏମିତି
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେ ପାସ୍ କରିଛନ୍ତି। ଏହି ମହିଳା ଜଣଙ୍କ ହେଉଛନ୍ତି କଳ୍ପନା ଦେବଦାସ ମାଣ୍ଡଲେ (୪୦)।...
ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ, ବିନା ପରୀକ୍ଷାରେ ମିଳୁଛି ନିଯୁକ୍ତି; ମାସିକ ଦରମା ୯୭,୦୦୦
ଭାରତୀୟ ସେନାରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ସେନାର ୩୦୦ ପଦବୀରେ ନିଯୁକ୍ତି ପାଇଁ ଏସ୍ଏସ୍ସି ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ କରୁଛି। ଉଭୟ ମହିଳା ଏବଂ ପୁରୁଷ ପ୍ରାର୍ଥୀ ଏଥିରେ...
ଚାପ ମୁକ୍ତ ପାଇଁ କୋଭିଡ କେୟାର ସେଣ୍ଟରରେ ଡ୍ୟାନ୍ସ କଲେ କରୋନା ରୋଗୀ: ଭିଡିଓ ଭାଇରାଲ
ବେଙ୍ଗାଲୁରୁ,୨୦।୭: ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କିନ୍ତୁ ଏଭଳି କିଛି ଲୋକ ଅଛନ୍ତି, ଯେଉଁମାନେ କରୋନାକୁ ହରାଇ ସମସ୍ତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। କିଛି ଏଭଳି କରିଦେଖାଇଛନ୍ତି କର୍ନାଟକର କୋଭିଡ ହସ୍ପିଟାଲର...
Archives


