Posted inଫୁରସତ

ସେନାରେ ଭର୍ତ୍ତି ହେବାକୁ ଚାହୁଁଥିଲେ, ବିନା ପରୀକ୍ଷାରେ ମିଳୁଛି ନିଯୁକ୍ତି; ମାସିକ ଦରମା ୯୭,୦୦୦

ଭାରତୀୟ ସେନାରେ ଚାକିରି କରିବାକୁ ଅପେକ୍ଷା କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଭାରତୀୟ ସେନାର ୩୦୦ ପଦବୀରେ ନିଯୁକ୍ତି ପାଇଁ ଏସ୍‌ଏସ୍‌ସି ଯୋଗ୍ୟ ପ୍ରାର୍ଥୀ ଆବଶ୍ୟକ କରୁଛି। ଉଭୟ ମହିଳା ଏବଂ ପୁରୁଷ ପ୍ରାର୍ଥୀ ଏଥିରେ ଆବେଦନ କରିପାରିବେ। ମାସିକ ଦରମା ୯୭,୦୦୦ ଟଙ୍କା ରହିଛି। SSC Recruitment 2020 ଅନୁଯାୟୀ ସଶସ୍ତ୍ର ସେନା ଚିକିତ୍ସା ସେବାରେ ଯୋଗ ଦେବାକୁ ଚାହୁଁଥିବା ଯୋଗ୍ୟ ଏବଂ ଆଗ୍ରହୀ ମହିଳା/ପୁରୁଷ ଏଥିପାଇଁ ଅନ୍‌ଲାଇନରେ ଆବେଦନ କରିପାରିବେ। ୪୫ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଡିସେମ୍ବର ୩୧, ୨୦୨୦ ସୁଦ୍ଧା ବୟସ ଗଣାଯିବ।

ଭାରତୀୟ ସେନା ନିଯୁକ୍ତି ୨୦୨୦: ପଦବୀଗୁଡିକର ସମ୍ପୂର୍ଣ୍ଣ ବିବରଣୀ

– ପୁରୁଷ ପ୍ରାର୍ଥୀ: ୨୭୦
– ମହିଳା ପ୍ରାର୍ଥୀ: ୩୦
-ମୋଟ ପଦବୀ ସଂଖ୍ୟା: ୩୦୦

ଭାରତୀୟ ସେନା ନିଯୁକ୍ତି ୨୦୨୦: ଗୁରୁତ୍ୱପୂର୍ଣ୍ଣ ତାରିଖ
– ଅନଲାଇନ ଆବେଦନ ପାଇଁ ଶେଷ ତାରିଖ: ଅଗଷ୍ଟ ୧୬, ୨୦୨୦
-ସମ୍ଭାବ୍ୟ ସାକ୍ଷାତକାର ତାରିଖ: ଅଗଷ୍ଟ ୩୧, ୨୦୨୦

ଯୋଗ୍ୟତା
ପ୍ରାର୍ଥୀଙ୍କ ପାଖରେ ଏମବିବିଏସ୍‌ ଡିଗ୍ରୀ ଥିବା ଆବଶ୍ୟକ। ଏହା ବ୍ୟତୀତ ରାଜ୍ୟ ମେଡିକାଲ କାଉନସିଲ/ଏମ୍‌ସିଆଇ/ଏନ୍‌ବିଇରୁ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ କିମ୍ବା ଡିପ୍ଲୋମା କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
ସାକ୍ଷାତକାର ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଏଥିପାଇଁ କୌଣସି ଲିଖିତ ପରୀକ୍ଷା କରାଯିବ ନାହିଁ। ସମସ୍ତ ପ୍ରାର୍ଥୀଙ୍କୁ ଆବେଦନ ଫି ଭାବରେ ୨୦୦ ଟଙ୍କା ଦେବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି...

ଏହି ଯୁବତୀଙ୍କୁ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୪।୫: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ ଆସନ୍ତାବର୍ଷ ତୃତୀୟଥର ବିବାହ କରିବାକୁ ଯାଉଛନ୍ତି। ସେ ନିଜର ପ୍ରେମିକା କ୍ୟାରୀ ସାଇମଣ୍ଡ୍‌ସଙ୍କୁ ବିବାହ କରିବେ। ୨୦୨୨ ଜୁଲାଇ...

ହାତୀ ଖାଉଛି ହେଲମେଟ୍‌ : ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଭାଲୁ ଛୁଆ ମୁହଁରେ ପଶିଗଲା ପ୍ଲାଷ୍ଟିକ ବୋତଲ: ଛଟପଟ ହେଉଥିବା ଦେଖି ଏମିତି କଲେ ଲୋକେ

ଏକ ଛୁଆ ଭାଲୁ ମୁହଁରେ ପ୍ଲାଷ୍ଟିକ ବୋତଲ ପସିଯାଇଥିଲା। ଭାଲୁଟି ବୋତଲକୁ ବାହାର କରିବାକୁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରେ ସେ ସଫଳ ହୋଇ...

ଫେସ୍‌ବୁକ୍‌ ଖୋଲିଲେ ଚାପୁଡ଼ା

ସୋସିଆଲ ମିଡିଆ ମଧ୍ୟରୁ ଫେସ୍‌ବୁକ ହେଉଛି ଅନ୍ୟତମ। ଏହା ୟୁଜରମାନଙ୍କର ସବୁଠୁ ପସନ୍ଦ। ମାତ୍ର ଜଣେ ବ୍ୟକ୍ତି ଏଥିରୁ ମୁକ୍ତି ପାଇବା ପାଇଁ ଜଣେ ମହିଳାଙ୍କୁ...

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ

ଜୁନ୍‌ ୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ: ଜାଣନ୍ତୁ କେଉଁ ରାଶି ଉପରେ କ’ଣ ପଡିବ ପ୍ରଭାବ ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ ଜୁନ ୧୦ରେ ହେବ। ଏଥର...

ମା’ ଛିଡ଼ା ହୋଇଥିବା ବେଳେ ଛୁଆ ହାତୀ କଲା ଏମିତି, ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

କରୋନା କାଳରେ କିପରି ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି

ବର୍ତ୍ତମାନ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି; ଯାହାକୁ ନେଇ ଲୋକଙ୍କ ଭିତରେ ଭୟର ବାତାବରଣ ମଧ୍ୟ ସୃଷ୍ଟି ହୋଇଛି। ଏଭଳି...

Advertisement
Archives

Model This Week