ହାତୀ ଶୁଣ୍ଢରେ ବସି ଦେଉଥିଲେ ଫଟୋ ପୋଜ୍, ତା’ପରେ ଘଟିଲା ଏମିତି
ଯେବେଠୁ ସେଲ୍ଫି ଯୁଗ ଆସିଲାଣି ସେବେଠୁ କିଛିନା କିଛି ଅଘଟଣା ଦେଖିବାକୁ ମିଳୁଛି। ସେଲ୍ଫି ନେଇ ଜୀବନ ଯାଉଥିବା ଘଟଣା ମଧ୍ୟ ଏବେ ପୁରୁଣା ଲାଗୁଛି। ଯୁବପିଢି ସେଲଫି ନେଇ ସୋସିଆଲ ମିଡିଆରେ ଛାଡିବା ଏକ ଟ୍ରେଣ୍ଡ୍ ହୋିଗଲାଣି। ସୋସିଆଲ...
ଏହି ଡିଏନ୍ଏ ଯୋଗୁ ବଦଳିଯିବ ମାନବ ଶରୀରର ଗଠନ, ଚିନ୍ତାରେ ବୈଜ୍ଞାନିକ
ସାଧାରଣତଃ ମାନବ ଶରୀର ଡିଏନ୍ରେ ତିଆରି। ତାହା ହେଉଛି ଡିଓକ୍ସାଇରିବୋନ୍ୟୁକ୍ଲିକ ଏସିଡ୍ (ଡିଏନ୍ଏ)। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣିଛେ, ଡିଏନ୍ଏର ସଂରଚନା ହେଉଛି ଡବଲ ହେଲିକ୍ସ। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ ଏକ ସୁସ୍ଥ ମାନବ ଶରୀରର କୋଷରେ ୪ଟି...
ସ୍ମାର୍ଟଫୋନ୍ ହେଉଛି କି ହ୍ୟାଙ୍ଗ୍, ତେବେ କରନ୍ତୁ ଏପରି…
ନୂଆଦିଲ୍ଲୀ, ୨୨।୭: ବେଳେବେଳେ ସ୍ମାର୍ଟଫୋନ୍ ହ୍ୟାଙ୍ଗ୍ ହୋଇଯାଇଥାଏ। ତେବେ ଏଥିପାଇଁ ବ୍ୟସ୍ତ ନ ହୋଇ କେତେକ ଉପାୟ ଅବଲମ୍ବନ କରନ୍ତୁ। ମାତ୍ର ୨ ମିନିଟ୍ ମଧ୍ୟରେ ସ୍ମାର୍ଟଫୋନ୍ ହ୍ୟାଙ୍ଗ୍ ହେବା ବନ୍ଦ ହୋଇଯିବ। ଏହା ପୂର୍ବଭଳି ସ୍ବାଭାବିକ ଭାବେ କାମ...
୩୦୦ କିମି ପ୍ରତି ଘଣ୍ଟା ବେଗରେ ଚଲାଉଥିଲେ ବାଇକ୍, ପରେ ଏମିତି କିଛି ଘଟିଲା
ବେଙ୍ଗାଲୁରୁର ଜଣେ ଯୁବକ ୩୦୦ କିମି ପ୍ରତି ଘଣ୍ଟା ବେଗରେ ଗାଡି ଚଲାଇ ଚର୍ଚ୍ଚାକୁ ଆସିଛନ୍ତି। ଏତେ ବେଗରେ ବାଇକ ଚଲାଇବା ନିୟମ ବିରୋଧୀ ହୋଇଥିଲେ ମଧ୍ୟ ଯୁବକ ଜଣାକ ଚଲାଇ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡିଥିଲେ।...
ଖାଲି ପେଟରେ ମଦ ପିଇଦେଲେ ଏହି ଯୁବତୀ..ଆଉ ତା’ପରେ
ମଦ୍ୟପାନ ଶରୀର ପାଇଁ ହାନିକାରକ ହୋଇଥାଏ। ଏହି ମଦ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏଲିସ୍ ବରଟନ୍ ବ୍ରାଡଫୋର୍ଡ ନାମକ ଜଣେ ଯୁବତୀ ଖାଲି ପେଟରେ ମଦ ପିଇଦେବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବ୍ରିଗ୍ଟନରେ ରହୁଥିବା ଏହି...
ଲକ୍ଡାଉନ୍ରେ ଏମିତି ବଦଳିଲା ଶ୍ରମିକଙ୍କ ଭାଗ୍ୟ
ଲକ୍ଡାଉନ୍ ପାଇଁ ରୋଜଗାର ଠାରୁ ଅର୍ଥ ବ୍ୟବସ୍ଥା ସବୁକିଛି ଏବେ ସଙ୍କଟରେ। ମାତ୍ର ଏହି ସମୟରେ ମଧ୍ୟପ୍ରଦେଶର ପନ୍ନାରେ ଜଣେ ଶ୍ରମିକଙ୍କ ଭାଗ୍ୟ ଖୋଲିଯାଇଛି। ଆନନ୍ଦୀ ଲାଲ କୁଶଓ୍ବାହା ନାମକ ଶ୍ରମିକ ଲକ୍ଡାଉନ୍ରେ ହୀରା ଖାଦନରେ କାମ କରୁଥିଲେ। ମଙ୍ଗଳବାର...
କୁକୁରକୁ ରାସ୍ତା ପାର କରାଇବା ପାଇଁ ଟ୍ରାଫିକକୁ ଅଟକାଇଲେ ପୋଲିସ
ଗାଡ଼ି ଧକ୍କାରେ ଅନେକ ସମୟରେ ନିରୀହ ପଶୁପକ୍ଷୀଙ୍କ ଜୀବନ ଯାଉଥିବା ଆମେ ଦେଖିଛୁ। ତେବେ ଏହି କରୋନା ସମୟରେ ଏମିତି ଏକ ଭିଡିଓ ସମ୍ମୁଖକୁ ଆସିଛି ଯାହାକୁ ଦେଖିଲେ ଖୁସି ଲାଗିବ। ଜଣେ ଟ୍ରାଫିକ ପୋଲିସ ଗୋଟିଏ କୁକୁରକୁ ରାସ୍ତା...
କାଳ ସାଜିଲା କରୋନା: ଗୋଟିଏ ଭୁଲ୍ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ
କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମା’ଙ୍କ ସହ ୫ପୁଅଙ୍କ ମୃତ୍ୟୁ ଘଟିଛି। ଏପରିକି ତାଙ୍କ ୬ଷ୍ଠ...
ପ୍ଲେ ସ୍କୁଲରେ ଶିଶୁଙ୍କ ଉପରେ ଅତ୍ୟାଚାର: ଦେଖିଲେ ଆଖିରେ ଆସିଯିବ ଲୁହ
ମା’ବାପା ବିଶ୍ୱାସର ସହ ନିଜ କୋମଳମତି ଶିଶୁମାନଙ୍କୁ ପ୍ଲେ ସ୍କୁଲରେ ଛାଡୁଛନ୍ତି। ସେଠାରେ ନିଜ ଶିଶୁମାନେ ଭଲରେ ରହିବା ସହ ଭଲ କଥା ଶିଖିବେ ବୋଲି ସବୁ ମା’ବାପା ଚାହାନ୍ତି। ମାତ୍ର ଏମିତି ଏକ ଭିଡିଓ ଏବେ ସମ୍ମୁଖକୁ ଆସିଛି...
କରୋନା କାଳରେ ଲୋକଙ୍କୁ ଏଭଳି ସହାୟତା କରୁଛି ରୋବର୍ଟ
ଚାଇନାରୁ ଆରମ୍ଭ ହୋଇଛି ବ୍ୟବହାର କରୋନା ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍ଡାଉନ୍ ଯୋଗୁ ସମଗ୍ର ବିଶ୍ୱରେ ଲୋକଙ୍କ ଜୀବନଶୈଳୀ ସହ ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ହୋଇଛି। ଏହି ସମୟରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଛି ରୋବର୍ଟକୁ। ୟୁରୋପର ଅନେକ...
ଶ୍ରାଦ୍ଧ ଭୋଜିକୁ ବାହାଘର ପରି କଲେ ପାଳନ: ଷ୍ଟେଜ୍ରେ ନାଚିଲେ ଡ୍ୟାନ୍ସର
ନୂଆଦିଲ୍ଲୀ, ୨୧।୭: ଏବେ ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଶ୍ରାଦ୍ଧ ଭୋଜିକୁ ଅତି ଆଡ଼ମ୍ବର ସହକାରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଷ୍ଟେଜ୍ରେ ଜଣେ ଡ୍ୟାନ୍ସର ମଧ୍ୟ ନାଚୁଛନ୍ତି। ଏହି ଶ୍ରାଦ୍ଧ...
ଲାଲଜୀଙ୍କୁ ରୂପାର ରାକ୍ଷୀ ବାନ୍ଧୁଥିଲେ ମାୟାବତୀ
ଲେକ୍ଷ୍ନୌ,୨୧।୭: ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ମଙ୍ଗଳବାର ୮୫ବର୍ଷ ବୟସରେ ଲକ୍ଷ୍ନୌରେ ଦେହାନ୍ତ ହୋଇଛି। ଗତ କିଛି ଦିନରୁ ଲାଲଜୀ ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ନିଧନ ପରେ ସମସ୍ତ...
Archives


