ରାସ୍ତାରେ ଅଣ୍ଡା ବିକ୍ରି କରୁଥିବା ସମୟରେ ନାବାଳକଙ୍କ ସହ ଘଟିଲା କିଛି ଏଭଳି
ଇନ୍ଦୋର,୨୪।୭କରୋନା ସଙ୍କଟ ଯୋଗୁ ସାରା ବିଶ୍ୱରେ ବେରୋଜଗାର ସମସ୍ୟା ଆହୁରି ବୃଦ୍ଧି ପାଇଛି। ଏହା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇଛି। ଯେଉଁମାନେ ପ୍ରତିଦିନ ଠେଲା ଲଗାଇ ପରିବାର ପ୍ରତିପୋଷଣ କରୁଛନ୍ତି ସେମାନଙ୍କ ଉପରେ ଏହାର ବିଶେଷ...
ଘରେ ବସି ଆଧାର ସଂଶୋଧନ କରିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଉପାୟ
କରୋନା ସମୟରେ ଅନେକ ଲୋକଙ୍କୁ ନିଜ ସହର ପରିବର୍ତ୍ତନ କରିବାକୁ ପଡିଛି। ଏଭଳି ପରିସ୍ଥିତିରେ କୋଟି କୋଟି ଲୋକ ସରକାରୀ କାମ ପାଇଁ ଠିକଣାକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାକୁ ଦୂର କରିବା ପାଇଁ, UIDAI...
କରୋନାରେ ସଂକ୍ରମିତ ହେବାକୁ ଆୟୋଜିତ ହେଉଛି ପାର୍ଟି
କରୋନା ସଂକ୍ରମଣ ଯୋଗୁ ଏବେ ସମଗ୍ର ବିଶ୍ୱ ଚିନ୍ତାରେ। ତେବେ କରୋନା ଦ୍ୱାରା ଆମେରିକା ସବୁଠାରୁ ଅଧିକ କ୍ଷତି ସହିଛି। ଏଠାରେ କରୋନା ସଂକ୍ରମିତଙ୍କ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସବୁଠାରୁ ଅଧିକ। ତେବେ ଯୁବକମାନେ ସବୁବେଳେ ବିପଦକୁ ସାମ୍ନା...
କରୋନାରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ପିପିଇ କିଟ୍ ପିନ୍ଧି ମୁଖାଗ୍ନି ଦେଲେ ପତ୍ନୀ
ଜବଲପୁର,୨୪।୭: ଦେଶରେ ମହାମାରୀ କରୋନା ଯୋଗୁ ବିଭିନ୍ନ କ୍ଷେତ୍ରରେ ପ୍ରଭାବ ପଡ଼ିଛି। ଏପରିକି ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଥିବା ଘଟଣା ସାମ୍ନାକୁ ଆସୁଛି। କିନ୍ତୁ ମଧ୍ୟପ୍ରଦେଶରୁ ସମ୍ପର୍କର ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି। କରୋନାରେ ସ୍ବାମୀଙ୍କ ମୃତ୍ୟୁ...
ସିଆରପିଏଫ୍ରେ ଯୋଗ ଦେବାକୁ ଚାହୁଁଥିଲେ, ମାଟ୍ରିକ୍ରୁ ଗ୍ରାଜୁଏଶନ୍ ପର୍ଯ୍ୟନ୍ତ ମିଳୁଛି ନିଯୁକ୍ତି,ମାସିକ ଦରମା ୧.୪୨ ଲକ୍ଷ
ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍) ସ୍ନାତକୋତ୍ତର ଏବଂ ଡିପ୍ଲୋମା ଧାରକମାନଙ୍କ ପାଇଁ ସାଧାରଣ ଦଶମ ଏବଂ ଦ୍ୱାଦଶ ପାସଠାରୁ ଆରମ୍ଭ କରି ବିଭିନ୍ନ ଗ୍ରାଜୁଏଟ୍ ଏବଂ ଡିପ୍ଲୋମା ପାସ୍ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି। ସିଆରପିଏଫ୍ରେ ପ୍ରାୟ...
ଅସ୍ତ୍ରଶସ୍ତ୍ର ସରିଯିବା ପରେ ବି କାର୍ଗିଲ୍ ଯୁଦ୍ଧରେ ଶତ୍ରୁଙ୍କ ସହ ଲଢ଼ିଥିଲେ ଏହି ଯବାନ
ପୂର୍ବ ଦିଲ୍ଲୀର ମୟୂର ବିହାରର ହନିଫ୍ଉଦ୍ଦିନ୍ ପିଲାଦିନରୁ ପ୍ରତିଜ୍ଞାକାରୀ ଥିଲେ। ୭ ବର୍ଷ ବୟସରେ ସେ ପିତାଙ୍କୁ ହରାଇଥିଲେ। ମାତ୍ର ତାଙ୍କ ମା’ ହେମା ଅଜିଜ୍ କେବେ ବି ପିତା ନ ଥିବା ତାଙ୍କୁ ଅନୁଭବ କରିବାକୁ ଦେଇ ନ...
୩୦ ଛେଳି ଛୁଆକୁ ମାରିଦେଲେ ମାଙ୍କଡ଼ ପଲ
ହାଇଦ୍ରାବାଦ, ୨୩।୭: ହାଇଦ୍ରାବାଦ ସୂର୍ଯ୍ୟପେଟ ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗ୍ରାମରେ ମାଙ୍କଡ଼ ପଲ ଆକ୍ରମଣ କରି ୩୦ ଛେଳି ଛୁଆକୁ ମାରି ଦେଇଛନ୍ତି। ଏହି ଘଟଣାଟି ଚିନ୍ଥାଲାପାଲେମ ମଣ୍ଡଳ ଅନ୍ତର୍ଗତ ବନଦ୍ରିଗୁଡେମ ଗ୍ରାମରେ ଘଟିଛି।...
ଝିଅର ପ୍ରେମ ବିବାହକୁ ବନ୍ଦ କରିବା ପାଇଁ କରୋନାକୁ ଅସ୍ତ୍ର କଲେ ମା-ବାପା
ଭୋପାଳ, ୨୩।୭: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଭୋପାଳରୁ ଏକ ନିଆରା ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଝିଅର ପ୍ରେମ ବିବାହକୁ ବିରୋଧ କରିବାକୁ ଯାଇ ମା ଓ ବାପା କରୋନାର ସହାୟତା ନେଇଥିଲେ। ଫଳରେ କୋର୍ଟରେ ଅଧାରେ ଅଟକି...
କରୋନା ହୋଇଛି କି ନାହିଁ ଶୁଘିଂକି ଜାଣିପାରୁଛି କୁକୁର
ମହାମାରୀ କରୋନା ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏହା ଦ୍ୱାରା ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ଏଥିପାଇଁ ଦୈନିକ ହଜାର ହଜାର ସଂଖ୍ୟାରେ ସ୍ବାବ୍ ପରୀକ୍ଷା ହେଉଛି। ସାଧାରଣତଃ...
କରୋନାକୁ ହରାଇବା ପରେ ଗରିବଙ୍କ ପାଇଁ ଅଫିସକୁ ହସ୍ପିଟାଲ କଲେ ବ୍ୟବସାୟୀ
କରୋନାକୁ ନେଇ ଲୋକେ ଏବେ ଚିନ୍ତାରେ। ତେବେ ତା’ଠାରୁ ଅଧିକ ଚିନ୍ତା ଚିକିତ୍ସାକୁ ନେଇ। କାରଣ କରୋନାରେ ଆକ୍ରାନ୍ତ ହେଲେ ସରକାରୀ ହସ୍ପିଟାଲରେ ବେଡ୍ ମିଳୁ ନାହିଁ। ପ୍ରାଇଭେଟ୍ ହସ୍ପିଟାଲରେ ଅର୍ଥ ବାଧକ ସାଜୁଛି। ତେଣୁ ସାଧାରଣ ଲୋକ ଡରିଯାଉଛନ୍ତି।...
ଦେବଦୂତ ସାଜିଲେ ଡେଲିଭରୀ ବୟ
ବେଜିଂ,୨୩।୭-ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ ମହିଳାଙ୍କ ପାଇଁ ଦେବଦୂତ ସାଜିଛନ୍ତି କିଛି ଡେଲିଭରୀ ବୟ। ଫଳରେ ମହିଳାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଏପରି ଘଟଣା ପୂର୍ବ ଚୀନର ହ୍ୟାଙ୍ଗଝୋଉ ଅଞ୍ଚଳରେ ଦେଖିବାକୁ ମିଳିଛି। ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି...
୨୦୨୦ ଏହି ଗାଁ ପାଇଁ ଶୁଭ: ଜାଣନ୍ତୁ କାହିଁକି…
ସମଗ୍ର ବିଶ୍ୱରେ ଜନସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ରହିଛି ଚାଇନା। ଜନସଂଖ୍ୟା ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ ଚିନ୍ତାରେ ପଡ଼ିଛନ୍ତି। ତେଣୁ ଜନସଂଖ୍ୟା କମ୍ କରିବା ପାଇଁ ସେମାନେ ସବୁବେଳେ ପରାମର୍ଶ ହେଉଛନ୍ତି। ତେବେ ଇଟାଲିରେ...
Archives


