କରୋନା ଆକ୍ରାନ୍ତ ହେଲେ ଏହି ବ୍ୟକ୍ତିଙ୍କ ମୃତ୍ୟୁର ସମ୍ଭାବନା ଅନ୍ୟ ତୁଳନାରେ ତିନିଗୁଣ ଅଧିକ, ଜାଣନ୍ତୁ..
ବିଶ୍ୱବାସୀଙ୍କ ନିଦ ହଜାଇ ସାରିଛି ମହାମାରୀ କରୋନା। ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ତେବେ ଅନ୍ୟ ରୋଗରେ ପୀଡ଼ିତ ଥିବା ବ୍ୟକ୍ତିବିଶେଷଙ୍କ କରୋନାରେ ଜୀବନହାନୀ ହେଉଥିବା ହେତୁ ସତର୍କ...
୫୨୩୦ଲୋକଙ୍କ ମୃତ୍ୟୁର ଅପରାଧୀ ହେଉଛନ୍ତି ୯୩ ବର୍ଷୀୟ ବୃଦ୍ଧ
୯୩ ବର୍ଷୀୟ ଜଣେ ନାଜି ଗାର୍ଡଙ୍କୁ ଜର୍ମାନ କୋର୍ଟ ୫୨୩୦ ଜଣଙ୍କ ହତ୍ୟା ଘଟଣାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେ ହେଲେ ବ୍ରୁନୋ ଦେ। ବ୍ରୁନୋ ୭୫ ବର୍ଷ ପୂର୍ବେ ଷ୍ଟଥ୍ଅଫ୍ କନ୍ଷନଟ୍ରେଶନ କ୍ୟାମ୍ପରେ ଗାର୍ଡ ଭାବେ କାର୍ଯ୍ୟରତ ଥିଲେ।...
ପିପିଇ କିଟ୍ ସହ ଖେଳୁଛନ୍ତି ମାଙ୍କଡ
ପିପିଇ କିଟ୍ କରୋନା ଯୋଦ୍ଧାଙ୍କ ପାଇଁ ସବୁଠାରୁ ବଡ଼ ଅସ୍ତ୍ର। ଏହା ହେଉଛି ସେହି ଯୋଷାକ ଯାହାକି କରୋନା ରୋଗୀ ଏବଂ ଯୋଦ୍ଧାଙ୍କ ମଧ୍ୟରେ କାନ୍ଥଭଳି କାମ କରିଥାଏ। ହେଲେ ତାମିଲନାଡୁର ଏକ କୋଭିଡ୍ କେୟାର ସେଣ୍ଟରରେ ବ୍ୟବହୃତ ପିପିଇ...
ଗଧ ସହ ସାକ୍ଷାତ୍କାର: କାହିଁକି ପିନ୍ଧିନ ମାସ୍କ୍ ପଚାରିଲେ ରିପୋର୍ଟର
ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର...
ଆତ୍ମନିର୍ଭରଶୀଳ ଭାରତର ଉଦାହରଣ ସୃଷ୍ଟି କଲେ ଏହି ମହିଳା: ଏଥିରୁ ତିଆରି କଲେ ଇକୋ ଫ୍ରେଣ୍ଡଲି ରାକ୍ଷୀ
ଇନ୍ଦୋର,୨୫।୭: ମହାମାରୀ କରୋନା ଭାଇରସ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ‘ଆତ୍ମନିର୍ଭର ଭାରତ’ର ମନ୍ତ୍ର ଦେଇଛନ୍ତି। ଏଥିରୁ ଅନୁପ୍ରାଣିତ ହୋଇ ଜଣେ ମହିଳା ନିଆରା ଢ଼ଙ୍ଗରେ ଇକୋ ଫ୍ରେଣ୍ଡଲି ରାକ୍ଷୀ ଓ ଗଣେଶ ମୂର୍ତ୍ତି ତିଆରି କରିଥିବା...
ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ
ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି...
ବିଦେଶରେ ମୀନାଙ୍କ ଭାରତୀୟ ରାଖୀ
ଲକ୍ଷ୍ନୌ: ଚାଇନା ସାମଗ୍ରୀକୁ ବର୍ଜନ କରିବା ନିମନ୍ତେ ଏବେ ସବୁଆଡ଼େ ଜୋର୍ଦାର ଅଭିଯାନ ଚାଲିଛି। ଏହି ଅଭିଯାନରେ ବିଶେଷ ଭୂମିକା ନେଇ ଚର୍ଚ୍ଚାକୁ ଆସିଛନ୍ତି ମୀନା ଗୁପ୍ତା। ସ୍ବଦେଶୀ କଳା ସଂସ୍କୃତିକୁ ନେଇ ବିଭିନ୍ନ ପ୍ରକାରର ରାଖୀ ତିଆରି କରି...
ହଜିଲା ପୁଅ ମିଳିଲା
ଅମୃତସର: ନଅବର୍ଷର ଅପେକ୍ଷା। ନା କିଛି କହିପାରନ୍ତି ନା କିଛି ଶୁଣି ପାରନ୍ତି। କିନ୍ତୁ ଆଖି ସବୁବେଳେ ଖୋଜୁଥାଏ ଆପଣାର ଲୋକଙ୍କୁ। ଶେଷରେ ଘର ଲୋକଙ୍କୁ ଫେରି ପାଇଛନ୍ତି ଅବଦୁଲ୍। ଅବଦୁଲ୍ଙ୍କ ଘର ଉତ୍ତରପ୍ରଦେଶର ଫାରୁଖାବାଦରେ। ୨୦୧୧ ମସିହାରେ ସେ...
ଯାଆଁଳା ଝିଅଙ୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍ କଲେ ମା’
ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରେ ରହୁଥିବା ଜଣେ ମା’ ନିଜ ଯାଆଁଳା ଝିଅଙ୍କ ସହ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ। ଭଲ ନମ୍ବର ରଖି ସେମାନେ ପାସ୍ କରିଛନ୍ତି। ଏହି ମହିଳା ଜଣଙ୍କ ହେଉଛନ୍ତି କଳ୍ପନା ଦେବଦାସ ମାଣ୍ଡଲେ...
୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…
ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ ହାଇଓ୍ବେ ନିର୍ମାଣ ବାଟରେ ଆସୁଥିଲା। ଏହାକୁ କାଟି ରାସ୍ତା ନିର୍ମାଣ ଲାଗି ଯୋଜନା...
ଘାତକ ମିଶାଇଲ ‘ହାମର’
ନୂଆଦିଲ୍ଲୀ: ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍ ଅଫ୍ କଣ୍ଟ୍ରୋଲ (ଏଲ୍ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି। ଏକା ସମୟରେ ଦୁଇ ଶତ୍ରୁ ଦେଶ କବଳରୁ ସୀମାକୁ ସୁରକ୍ଷା...
ପାଟ୍ରୋଲିଂ କରୁଛି ବାଘ !
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କଲରାପତରିଆ ବାଘ ଗାଈ ଗୋଠଙ୍କୁ ଗୋଡାଉଛି। ଫଳରେ ଗାଈ ଗୋଠ ଛତ୍ର...
Archives


