ଫୁରସତ

ରାତାରାତି ୨୪,୦୦୦ କରୋଡର ମାଲିକାଣୀ ହେଲେ ମହିଳା, ସେଦିନର ଘଟଣା ଜାଣି ଉଡିଯିବ ହୋସ୍‌

କୁହାଯାଏ ଭଗବାନ ଯେତେବେଳେ ଦିଅନ୍ତି, ଛପର ଫାଡିକି ଦିଅନ୍ତି। କେତେକ ଲୋକଙ୍କ ଠାରେ ଏହା ସତ୍ୟ ପ୍ରମାଣିତ ହୋଇଥାଏ। ସେମାନଙ୍କ ମଧ୍ୟରୁ ଚାଇନାର ଜଣେ ମହିଳା ଅନ୍ୟତମ। ଯାହାଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ଫଳରେ ସେ କୋଟି କୋଟି...

ଝରକାରୁ ଡେଇଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ମହିଳା, ଆଉ ତା’ପରେ

କଥାରେ ଅଛି ରଖେ ହରି ମାରେ କିଏ। ଏମିତି କିଛି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୈନ ସହରରେ। ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚାହୁଁଥିଲେ। ତେଣୁ ସେ ଘରର ପଛପଟ ଝରକାରୁ ଡେଇଁବାକୁ ଚେଷ୍ଟା କରିଥିଲେ। ଏହି ସମୟରେ...

୩୩ ବର୍ଷ ହେବ ଇଂଲିଶ ଯୋଗୁ ଦଶମ ବୋର୍ଡ ପରୀକ୍ଷାରେ ହେଉଥିଲେ ଫେଲ, ଏବେ କଲେ ପାସ୍‌, ଜାଣନ୍ତୁ କେମିତି..

ନୂଆଦିଲ୍ଲୀ, ୩୧।୭: ୩୩ ବର୍ଷ ହେବ ଯାହା ହୋଇପାରୁ ନ ଥିଲା ତାହା କରି ଦେଖାଇଛି କରୋନା। କଥାଟା ହେଲା, ହାଇଦ୍ରାବାଦର ମହମ୍ମଦ ନୁରୁଦ୍ଦିନ(୫୧) ଗତ ୩୩ ବର୍ଷ ପରେ ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଛନ୍ତି। ତାହା ପୁଣି...

୮ ମାସ ପରେ ଜେଲ୍‌ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ

ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର ସିନ୍ଧ ଜିଲାରେ ଥିବା ୨ଟି ଥାନାରେ ୫ଟି କୁକୁଡା ଥିଲେ। ପୋଲିସ କୁକୁଡାଗୁଡିକୁ...

ଆଜି ହୋଇଥିଲା ଦେଶରେ ପ୍ରଥମ ମୋବାଇଲ କଲ୍‌, ଜାଣନ୍ତୁ କିଏ କାହାକୁ କରିଥିଲେ ଫୋନ୍‌

ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ୨୫ ବର୍ଷ ପୂର୍ବେ, ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ ଚଳାଉଥିଲେ। ମୋବାଇଲ ଫୋନ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଟେଲିକମ ବଜାରରେ ପରିଣତ...

ଶୌଚାଳୟ ଖୋଲିବା ପରେ, ଉଡିଗଲା ହୋସ୍‌

ଆଗ୍ରା,୩୧।୭: ଉତ୍ତରପ୍ରଦେଶର ଆଗ୍ରା ଡିଭିଜନର ଫିରୋଜାବାଦ ଜିଲାର ମୁହବତ୍ପୁର ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏହି ଗାଁର ଜଣଙ୍କ ଘରର ଶୌଚାଳୟରେ ୫ ଫୁଟ୍‌ କୁମ୍ଭୀର ପଶିଯାଇଥିଲା। ଶୌଚାଳୟ ଖୋଲିବା ମାତ୍ରେ ହଠାତ୍‌ କୁମ୍ଭୀରକୁ ଦେଖି ଘର...

ଗଣ୍ଡାକୁ ଆଲିଙ୍ଗନ କଲା ହାତୀ: ଦେଖନ୍ତୁ କେମିତି

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଖୁବ୍‌ ଆକର୍ଷଣୀୟ ହୋଇଛି। ଭିଡିଓରେ ଦେଖାଯାଇଛି, ଏକ ଗଣ୍ଡା ନଦୀ କୂଳରେ ବୁଲୁଛି। ସେହି ସମୟରେ ଏକ ହାତୀ...

୧୩ ବର୍ଷର ଏହି ପିଲାକୁ ଦେଖିଲେ କାହିଁକି ମାରିବାକୁ ଗୋଡ଼ାଉଛନ୍ତି ଲୋକେ, ଜାଣନ୍ତୁ…

ଅନେକ ପ୍ରକାରର ରୋଗ ବିଷୟରେ ଆମେ ଶୁଣିଛୁ। ମାତ୍ର ମଧ୍ୟପ୍ରଦେଶରେ ରହୁଥିବା ୧୩ ବର୍ଷର ବାଳକ ଲଳିତ ପାଟିଦାରଙ୍କୁ ଏକ ଅଜବ ପ୍ରକାର ରୋଗ ହୋଇଛି। ଯାହା ଫଳରେ ତାଙ୍କ ମୁହଁର ଲୋମ ୫ ସେଣ୍ଟିମିଟର ଲମ୍ବା ହୋଇଯାଇଛି। ଏହି...

କୁମ୍ଭୀର ପାଟିରୁ ଖାଦ୍ୟ ଛଡାଇନେଲା ବାଘ: ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏକ କୁମ୍ଭୀର ପାଟିରେ ଥିବା ଖାଦ୍ୟକୁ ବାଘ ନେଇଯାଉଛି। ଭିଡିଓରେ, କୁମ୍ଭୀରଟି ଖାଦ୍ୟକୁ...

ଭଉଣୀ ପଠାଇଥିବା ରାକ୍ଷୀକୁ କ’ଣ କଲେ କରୋନା ଆକ୍ରାନ୍ତ ଭାଇ: ଜାଣନ୍ତୁ…

ନୂଆ ଦିଲ୍ଲୀ, ୩୦।୭: କରୋନା (କୋଭିଡ୍‌-୧୯)କୁ ନେଇ ସମସ୍ତେ ଆତଙ୍କିତ ଅବସ୍ଥାରେ। କରୋନା ଭୟ ଯୋଗୁ ଏବେ ଆଉ କୌଣସି ପର୍ବପର୍ବାଣୀର ମଜା ରହୁନାହିଁ। ତେବେ ରାକ୍ଷୀକୁ ଆଉ ମାତ୍ର ଅଳ୍ପ କେଇଟା ଦିନ ବାକି ରହିଲା। ଏହି ଦିନ...

କରୋନାରୁ ରକ୍ଷା ପାଇଁ ଘରୋଇ ଉପାୟରେ ଫେସ୍‌ ଶିଲ୍ଡ ତିଆରି କଲେ ଏହି ବ୍ୟକ୍ତି, ଭିଡିଓ ଶେୟାର କଲେ ଆଇଏଏସ୍‌ ଅଫିସର

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ଲୋକେ ଘରେ ରହି କରୋନା ଠାରୁ ଦୂରେଇ ରହୁଛନ୍ତି। ଜରୁରି କାମ ଥିଲେ ସାମାଜିକ ଦୂରତ୍ୱ ରକ୍ଷାକରି ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ଏହି ସମୟରେ ସୋସିଆଲ...

ଟୁଇଟରରେ ଆଇପିଏସ୍‌ ଅରୁଣ ବୋଥ୍ରାଙ୍କୁ ଜୋକ୍‌ ଶୁଣାଇବାକୁ କହିଲେ ୟୁଜର, ଆଉ ତା’ପରେ

ଆଇପିଏସ୍‌ ଅଫିସର ଅରୁଣ ବୋଥ୍ରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ। ସେ ଅନେକ ସମୟରେ ମଜାଳିଆ ଜୋକ୍‌ସ ଏବଂ ଭିଡିଓ ଶେୟାର କରନ୍ତି, ଯାହାକୁ ଲୋକେ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି। ବୋଥ୍ରା ତାଙ୍କ ଫଲୋଅର୍ସମାନଙ୍କ ସହ କଥା ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri