କରୋନାରୁ ରକ୍ଷା ପାଇଁ ଘରୋଇ ଉପାୟରେ ଫେସ୍‌ ଶିଲ୍ଡ ତିଆରି କଲେ ଏହି ବ୍ୟକ୍ତି, ଭିଡିଓ ଶେୟାର କଲେ ଆଇଏଏସ୍‌ ଅଫିସର

କରୋନା ଭାଇରସ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ଲୋକେ ଘରେ ରହି କରୋନା ଠାରୁ ଦୂରେଇ ରହୁଛନ୍ତି। ଜରୁରି କାମ ଥିଲେ ସାମାଜିକ ଦୂରତ୍ୱ ରକ୍ଷାକରି ଲୋକେ ଘରୁ ବାହାରକୁ ବାହାରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତି ବିନା ଖର୍ଚ୍ଚରେ ଘରୋଇ ଉପାୟରେ ଫେସ୍‌ ସିଲ୍ଡ ତିଆରି କରିଛନ୍ତି। ଆଇଏଏସ୍‌ ଅଫିସର ଅବନୀଶ ଶରଣ ବ୍ୟକ୍ତିଙ୍କର ଏହି ଶୈଳିକୁ ବହୁତ ପସନ୍ଦ କରିବା ସହ ଏହାର ଭିଡିଓକୁ ସେ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ବ୍ୟକ୍ତିଜଣଙ୍କ ଏକ ବଡ଼ ପାଣି ବୋତଲର ଉପର ଏବଂ ତଳ ଭାଗକୁ କାଟିଦେଉଛନ୍ତି। ପରେ ବୋତଲର ମଝି ଭାଗକୁ କାଟି ମୁହଁରେ ଲଗାଉଛନ୍ତି। ଏହିପରି ଭାବେ ଘରୋଇ ଉପାୟରେ ବ୍ୟକ୍ତିଜଣଙ୍କ ମାଗଣାରେ ଫେସ୍‌ ଶିଲ୍ଡ ତିଆରି କରୁଛନ୍ତି। ଲୋକେ ଏହି ଭିଡିଓକୁ ପସନ୍ଦ କରିବା ସହ ନିଜର ଭିନ୍ନ ପ୍ରକାରର ମତ ମଧ୍ୟ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ନେଇ ଭବିଷ୍ୟବାଣୀ କରିଥିଲେ ମାଇକେଲ ଜ୍ୟାକସନ!

ଲସ୍‌ ଆଞ୍ଜେଲସ୍‌,୨୯।୩: କରୋନା ଭାଇରସ ଏବେ ସାରା ବିଶ୍ୱର ମୁଣ୍ଡ ବିଗାଡିଥିବା ବେଳେ ଏହାକୁ ନେଇ ବିଭିନ୍ନ କଥା ଶୁଣିବାକୁ ପଡିଛି। ତେବେ ପପ୍‌ ଗାୟକ...

ଟେଷ୍ଟରେ ଫେଲ ମାରିଲା ଫାଇଜରର କୋଭିଡ-୧୯ରେ ବ୍ୟବହାର ହେବାକୁ ଥିବା ଔଷଧ

ନୂଆଦିଲ୍ଲୀ,୩୦ ।୪: କରୋନା ସହ ଲଢିବାକୁ ଫାଇଜରର ଚେଷ୍ଟାକୁ ଝଟକା ଲାଗିଛି । କରୋନା ସହ ଲଢିବାକୁ ଫାଇଜର ପ୍ରସ୍ତୁତ କରିଥିବା ମେଡିସିନ ପାକ୍ସଲୋଭିଡ ଟେଷ୍ଟରେ...

ଖାଲି ମାଙ୍କଡ଼ ନୁହେଁ: ଗଛରୁ ଗଛକୁ ଡେଉଁଛି ବାଘ; ଭିଡିଓ ଭାଇରାଲ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ତଳ ମୁହାଁ କରୋନା ଗ୍ରାଫ୍‌: କମିଲା ନୂଆ ଆକ୍ରାନ୍ତ-ମୃତକଙ୍କ ସଂଖ୍ୟା…

ନୂଆଦିଲ୍ଲୀ,୩୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ଭେଣ୍ଟିଲେଟରରେ ଅଧିକ କରୋନା ସଂକ୍ରମିତଙ୍କ ଘଟୁଛି ମୃତ୍ୟୁ !

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଗୁରୁତର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟରର ସହାୟତା ନିଆଯାଉଛି। ତେବେ ଏକ ରିପୋର୍ଟରୁ...

ନୂଆପଡ଼ାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ: ରହିଛି ୧୬୫ ଶଯ୍ୟା, ୫ ଆଇସିୟୁ

ଭୁବନେଶ୍ୱର, ୮।୫(ବ୍ୟୁରୋ): ନୂଆପଡ଼ା ଜିଲାରେ ଥିବା କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ବୁଲି ଦେଖିବା ସହ...

ଗୀତ ମାଧ୍ୟମରେ କରୋନା ସଚେତନତା

କଟକ ଅଫିସ,୨୭ା୪: କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଭୟଭୀତ। ଏପର୍ଯ୍ୟନ୍ତ ଏହାର ନିରାକରଣ ପାଇଁ ଟିକା କିମ୍ବା ଔଷଧ ବାହାରି ନ ଥିବାରୁ ସ୍ବଚ୍ଛତା,...

ପାଣିକୁ ଦେଖି କୁକୁରର କି ଖୁସି, ଧରିବା ପାଇଁ କରୁଛି ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week