Posted inଫୁରସତ

ଗଣ୍ଡାକୁ ଆଲିଙ୍ଗନ କଲା ହାତୀ: ଦେଖନ୍ତୁ କେମିତି

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଖୁବ୍‌ ଆକର୍ଷଣୀୟ ହୋଇଛି।
ଭିଡିଓରେ ଦେଖାଯାଇଛି, ଏକ ଗଣ୍ଡା ନଦୀ କୂଳରେ ବୁଲୁଛି। ସେହି ସମୟରେ ଏକ ହାତୀ ଉକ୍ତ ଗଣ୍ଡା ନିକଟକୁ ଆସୁଛି। ପରେ ତାର ଶୁଣ୍ଢକୁ ଗଣ୍ଡା ପିଠିରେ ରଖୁଛି। ଏହି ଭିଡିଓଟି ବେଶ ସୁନ୍ଦର ହୋଇଛି। ଆଇଏଫଏସ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ସରଳ ଆଲିଙ୍ଗନରେ କିଛି ଅଛି… ଏହା ସର୍ବଦା ହୃଦୟକୁ ଗରମ କରେ। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ନିଜର ଭିନ୍ନ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁଠୁ ରଙ୍ଗିନ କାଫେ

ଯଦି ଆପଣ ଥାଇଲାଣ୍ଡ, ବ୍ୟାଙ୍କକ୍‌ ଯିବାକୁ ଯୋଜନା କରିଛନ୍ତି। ଆଉ ଆପଣ ୟୁନିକର୍ନ, ପୋନି ଏବଂ ରଙ୍ଗକୁ ଭଲ ପାଆନ୍ତି। ତେବେ ସେଠାକାର ସିଲୋମରେ ଥିବା...

ବିଶ୍ୱର ସବୁଠାରୁ ହାଲୁକା ମିଠା, ଯାହାର ୯୬% ପବନ

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ! ଛୁଆଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମିଠା ଖାଇବାକୁ ପସନ୍ଦ କରନ୍ତି। ବିଶ୍ୱରେ ଅନେକ ପ୍ରକାରର ମିଠା...

ହାଇଓ୍ବେରେ ପହଞ୍ଚିଲେ ନାଗ-ନାଗୁଣୀ; ଏକ ଘଣ୍ଟା ଧରି ରାସ୍ତା ଜାମ୍‌

ଅମରୋହା, ୧୬।୯: ଉତ୍ତର ପ୍ରଦେଶର ଅମରୋହା ଜିଲା ଜାତୀୟ ରାଜପଥର ଚୌପଲା ଓଭରବ୍ରିଜ ଉପରକୁ ଅଚାନକ ଏକ ନାଗ-ନାଗୁଣୀ ଚାଲି ଆସିଥିଲେ। ଫଳରେ ରାସ୍ତାର ଉଭୟ...

ହୋଟେଲରେ ଚମକୁଛି ଏଭରେଷ୍ଟ ବର୍ଜ୍ୟ

କାଠମାଣ୍ଡୁ: କାଠମାଣ୍ଡୁର ଏକ ପଞ୍ଚତାରକା ହୋଟେଲରେ ସମୟ ଅତିବାହିତ କରୁଥିବା କେତେଜଣ ପର୍ଯ୍ୟଟକଙ୍କୁ ଚମକୁଥିବା ରଙ୍ଗିନ ପାତ୍ର, ଗ୍ଲାସ୍‌ରେ ପରଷାଗଲା ଖାଦ୍ୟପେୟ। ଯେତେବେଳେ ପର୍ଯ୍ୟଟକଙ୍କୁ କୁହାଗଲା...

ଜୟପୁର ଯନ୍ତର ମନ୍ତର: କିଛି ଅଜଣା କଥା

ଯନ୍ତର ମନ୍ତର ହେଉଛି ଏମିତି ଏକ ପର୍ଯ୍ୟବେକ୍ଷଣାଗାର, ଯେଉଁଠାରେ ପୂର୍ବେ ବିଭିନ୍ନ ଯନ୍ତ୍ର ତଥା ବସ୍ତୁ ସାହାଯ୍ୟରେ ସମୟ ନିର୍ଦ୍ଧାରଣ କରାଯିବା ସହିତ ସୂର୍ଯ୍ୟ, ଚନ୍ଦ୍ର...

ପାଠପଢ଼ା ନିଶା: ୯୩ ବର୍ଷରେ ମାଷ୍ଟର ଡିଗ୍ରୀ

ନୂଆଦିଲ୍ଲୀ, ୧୯।୨: ପାଠ ପାଇଁ ଯେ କୌଣସି ନିର୍ଦ୍ଦିଷ୍ଟ ବୟସ ନାହିଁ ତାହା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ଇନ୍ଦିରା...

ପୋଷା କୁକୁରକୁ ବାହାରେ ନ ବୁଲାଇଲେ ଏଠାରେ ଦେବାକୁ ପଡ଼େ ଜରିମାନା

ଆଜିକାଲି ସମୟରେ ଅଧିକାଂଶ ଲୋକ ଘରେ କୁକୁର ପାଳିବାକୁ ପସନ୍ଦ କରୁଛନ୍ତି। କୁକୁର ପାଳିଲେ ସେମାନଙ୍କର ମଣିଷ ପରି ଯତ୍ନ ନେବା ମଧ୍ୟ ଦରକାର। ସକାଳୁ...

ପ୍ରେମୀଯୁଗଳଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରଖେ ଏହି ଓ୍ବାଟର ଫଲ୍‌…

ଭାରତରେ ରହିଛି ଅନେକ ଅଲୌକିକ ଗାଥା ବହନ କରୁଥିବା ଦର୍ଶନୀୟ ସ୍ଥାନ। ସେଥିମଧ୍ୟରୁ ମଧ୍ୟପ୍ରଦେଶର ଶିବପୁରାରେ ରହିଛି ଭଦୈୟା କୁଣ୍ଡ ଓ୍ବାଟର ଫଲ୍‌। ବିଶ୍ୱାସ ରହିଛି...

Coronavirus Update


Archives

Model This Week

Why Dharitri