ଅଟୋ ଡ୍ରାଇଭରଙ୍କୁ ବିବାହ କଲେ ପ୍ରେମିକା: ଏଭଳି ଉପାୟରେ ପ୍ରତିଶୋଧ ନେଉଥିଲେ ପ୍ରେମିକ…
ମୁମ୍ବାଇ, ୨୬।୮: ପ୍ରେମିକା ଧୋକା ଦେଲେ। ଏଥିରେ ମର୍ମାହତ ହୋଇ ପ୍ରେମିକ ଏକ ନିଆରା ଉପାୟରେ ପ୍ରତିଶୋଧ ନେଉଥିଲେ। ଏହାର ପର୍ଦ୍ଦାଫାଶ୍ ମୁମ୍ବାଇ ପୋଲିସ କରିଛି। ଆସିଫ୍ ଶେଖ୍ଙ୍କ ପ୍ରେମିକା ଜଣେ ଅଟୋ ଡ୍ରାଇଭରଙ୍କୁ ବିବାହ କରିଥିଲେ। ଏହି ଘଟଣା ଆସିଫ୍ଙ୍କୁ…
ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍ ଶୁଣିଲେ ଉଡିଯିବ ହୋସ୍
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ଏବଂ ଶଟ୍ଡାଉନ୍ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍ଲକ୍ ଚାଲୁ ହେଲାଣି। କିଛି କିଛି ସ୍ଥାନରେ ପାଠପଢ଼ା ମଧ୍ୟ ଆରମ୍ଭ ହୋଇଯାଇଛି। ସେହିପରି ଆମେରିକାର ସାନ ମାର୍କେଟରେ…
ମାଲିକଙ୍କ ଏଭଳି କାମ ଯୋଗୁ ହଳଦିଆ ହୋଇଗଲା ବିଲେଇ
ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଲେ ଘରୋଇ ଉପଚାରରେ ଉକ୍ତ ସ୍ଥାନରେ ହଳଦୀର ଲେପ ଦିଆଯାଇଥାଏ। ଫଳରେ ଆରାମ ଲାଗିଥିଲା। ଏହା କେବଳ ଭାରତରେ କରାଯାଏ। ମାତ୍ର ଥାଇଲାଣ୍ଡର ଏକ ବିଲେଇକୁ ସଂକ୍ରମଣ ହେବାର ତା’ର ମାଲିିକ ଘରୋଇ ଉପଚାର କରାଇଲେ।…
ଏପରି ଚିତ୍ର ଯାହାକୁ ଘରେ ଟାଙ୍ଗିଲେ ବଢ଼ିଲା ଦୁଶ୍ଚିନ୍ତା, ହଜିଲା ନିଦ
ବିଶ୍ୱର ଏପରି କିଛି ଭୟଭୀତ ଚିତ୍ର ଅଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଡ଼ରିଯିବେ । ଏହାକୁ ଦେଖିଲେ ଭୟ ଲାଗିଥାଏ ବୋଲି କୁହାଯାଏ। ଏହି ଚିତ୍ରକୁ ଯିଏ ଘରେ ଟାଙ୍ଗିଲା ତା’ଙ୍କର ଦୁଶ୍ଚିନ୍ତା ବଢ଼ିଲା, ଓ ନିଦ ହଜିଲା ।…
କୋକୋକୋଲାରେ ମିଶାଇଥିଲେ ବେକିଂ ସୋଢ଼ା: ୪ ବର୍ଷ ପରେ ଘଟିଲା ଏମିତି କିଛି
ବେକିଂ ସୋଡା କିମ୍ବା ମେଣ୍ଟୋସକୁ କୋକୋକୋଲା ସହ ମିଶ୍ରଣକରି ଏକ ମିନି ବିସ୍ଫୋରଣ କରିବା ଏକ ଲୋକପ୍ରିୟ ବୈଜ୍ଞାନିକ ପ୍ରୟୋଗ। ନିକଟରେ ରୁଷିଆର ଏକ ୟୁଟ୍ୟୁବର ମ୍ୟାକ୍ସିମ ମୋନାଖୋଭ ଏହି ପ୍ରୟୋଗକୁ ଏକ ନୂଆ ଦିଶା ଦେଇଛନ୍ତି। ଏକ ଟିମ୍ର ସହାୟତାରେ…
ବ୍ୟାଙ୍କ ଆଗରେ ଜୋତା-ଚପଲ-ଛତା ଲାଇନ୍: ଟୋକନ ହେଉଛି ବ୍ଲାକ୍
ଭଣ୍ଡରା, ୨୬।୮: ଫିଲ୍ମ ହଲ୍ରେ ଟିକେଟ୍ ବ୍ଲାକ୍ ହେବା ଦେଖାଯାଇଥାଏ। ତେବେ ବ୍ୟାଙ୍କରେ ସଞ୍ଚୟ ଟଙ୍କା ଉଠାଇବା ଲାଗି ଆସିଥିବା ଲୋକଙ୍କୁ ବ୍ଲାକ୍ରେ ଟୋକନ ବିକ୍ରି ହେଉଥିବା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ବାଭାବିକ। ତେବେ ଏହା ସତ୍ୟ। ଝାଡ଼ଖଣ୍ଡର ଭଣ୍ଡରାରେ ଥିବା…
ସ୍କୁଲ ଖୋଲିଲା: ପ୍ଲାଷ୍ଟିକ୍ ଘରେ ପାଠ ପଢ଼ିଲେ ପିଲା
ବ୍ୟାଙ୍କକ୍, ୨୬।୮: କରୋନା ମହାମାରୀ ସଂକ୍ରମଣ ଯୋଗୁ ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍ଡାଉନ୍ ଜାରି ରହିଛି। ତେବେ ଇତିମଧ୍ୟରେ ଥାଇଲାଣ୍ଡରେ ସ୍କୁଲ ଖୋଲିଛି। ପିଲାମାନେ ସ୍କୁଲରେ ପ୍ଲାଷ୍ଟିକ୍ ଘରେ ବସି ପାଠ ପଢ଼ିବା ଆରମ୍ଭ କରିଛନ୍ତି। ସରକାରୀ ମାର୍ଗଦର୍ଶିକା ଅନୁସାରେ…
ମୁସଲମାନ୍ ଯୁବକ କଲେ ହିନ୍ଦୁ ବୃଦ୍ଧଙ୍କ ଅନ୍ତିମ ସଂସ୍କାର: ମୃତଦେହ ଛୁଇଁଲେନି ପରିବାର ଲୋକେ
ହାଇଦ୍ରାବାଦ୍, ୨୬।୮: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ କେତେକ ଅଞ୍ଚଳରେ ଅଭାବନୀୟ ଘଟଣାମାନ ଘଟୁଛି। ସମ୍ପ୍ରତି ତେଲଙ୍ଗାନାରେ ଏଭଳି ଏକ ଘଟଣା ଘଟିଛି। ସ୍ଥାନୀୟ ଜାଗତିୟାଲ ଅଞ୍ଚଳରେ ଜଣେ ୬୫ ବର୍ଷ ବୟସ୍କ ବୃଦ୍ଧଙ୍କ…
୧୦୦ ବର୍ଷ ପରେ ଫେରିଲେ ଆମେରିକୀୟ ନେଉଳ
ନୂଆଦିଲ୍ଲୀ: ପ୍ରାୟ ୧୦୦ ବର୍ଷ ପରେ ପୁଣି ଫେରିଛନ୍ତି ଓ୍ବଲ୍ଭରିନ୍ସ୍(ଆମେରିକୀୟ ନେଉଳ)। ଆମେରିକାର ଓ୍ବାଶିଂଟନସ୍ଥିତ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କରେ ଏମାନଙ୍କ ସନ୍ଧାନ ମିଳିଛି। ଏ ନେଇ ନିକଟରେ ମାଉଣ୍ଟ ରେନିଅର ନ୍ୟାଶନାଲ ପାର୍କ ସର୍ଭିସେସ୍ ପକ୍ଷରୁ ଏକ ଭିଡିଓ ଟୁଇଟରରେ…
କଫିନ୍ ଭିତରେ ଶାନ୍ତି
ନୂଆଦିଲ୍ଲୀ: କଫିନ୍ ଭିତରେ ଶୋଇଲେ ଶାନ୍ତି ମିଳିବ। ମନ ହାଲକା ଲାଗିବ। ଏକଥା ଶୁଣିବା ମାତ୍ରେ ସମସ୍ତଙ୍କର ଭ୍ରୂକୁଞ୍ଚନ ସୃଷ୍ଟି ହେବ ନିଶ୍ଚୟ। ଏଭଳି ଏକ କଥାକୁ ଅନେକ ଅବିଶ୍ୱାସ ବି ଭାବିପାରନ୍ତି। କିନ୍ତୁ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି…
ସୂକ୍ଷ୍ମ କଳାର ନିଦର୍ଶନ
ଅହମଦାବାଦ: କଳାକାରମାନେ ବେଳେ ବେଳେ ଏଭଳି ସୂକ୍ଷ୍ମ କାରିଗରି କରିଥାନ୍ତି ଯେ, ଦେଖିବା ଲୋକେ ବି ଆଶ୍ଚର୍ଯ୍ୟଚକିତ ହୋଇଯାନ୍ତି। ଏମିତି ଏକ କଳା ପାଇଁ ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟ ଭଦୋଦରାର ଜଣେ ଆର୍ଟ ଅଧ୍ୟାପକ ପ୍ରଜେଶ ଶାହ। ଏକ ଛୋଟ…
ସମାନତା ବଢ଼ାଇବ ସମ୍ମାନ
ନଦୀ ପରି ପ୍ରବାହମାନ ଧାରାଟିଏ ନାରୀ। ତା’ର ଅନେକ ରୂପ। କେବେ ସେ ମା’ ହୋଇ ଅଜାଡ଼ିଦିଏ ଅନାବିଳ ବାତ୍ସଲ୍ୟ ମମତା। ଆଉ କେବେ ଝିଅ ହୋଇ ଦୁଇକୁଳ ଭିତରେ ପାଲଟେ ସଂଯୋଗର ସେତୁ। କେବେ ଭଉଣୀ ହୋଇ ପରିବାରକୁ ସ୍ନେହରେ…

