ଖପୁରୀ ଭଳି ଦେଖାଯିବାର ନିଶାରେ କାନ କାଟିବାକୁ ପଛାଇଲେନି ଏହି ଯୁବକ, ଏବେ ଚାକିରିରେ ରଖୁନାହାନ୍ତି କେହି
ଜର୍ମାନୀ ଫିନ୍ଷ୍ଟରବୋଲ୍ଡେରେ ରହୁଥିବା ସେଣ୍ଡ୍ରୋ ନିଜର ବିଚିତ୍ର ଶରୀରକୁ ନେଇ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ସେଣ୍ଡ୍ରୋ ଗତ ୧୩ ବର୍ଷ ମଧ୍ୟରେ ୧୭ ଥର ନିଜର ଶରୀରର ମୋଡିଫିକେଶନ୍…
ଘରକୁ ଘର ଯାଇ ଗରିବ ପିଲାଙ୍କୁ ପଢ଼ାଉଛନ୍ତି ଏହି ଦିବ୍ୟାଙ୍ଗ ଶିକ୍ଷକ, ବିଭିନ୍ନ ମହଲରୁ ଛୁଟୁଛି ପ୍ରଶଂସାର ସୁଅ
କରୋନା ମହାମାରୀ ସମୟରେ ବିଶେଷକରି ପିଲାମାନଙ୍କ ପାଠପଢ଼ା ବ୍ୟାହତ ହୋଇଛି। ଏହି ଦୁଃସ୍ଥିତି ସମୟରେ ଏମିତି କେତେକ ଶିକ୍ଷକ ଅଛନ୍ତି, ଯେଉଁମାନେ ପିଲାମାନଙ୍କୁ ଉଚିତ୍ ଶିକ୍ଷା ଦେବାରେ ଆଦୌ ଅବହେଳା କରୁନାହାନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ମନ୍ଦଶୌରରେ ଜଣେ…
ଗୋଟିଏ ଛେଳିକୁ ୨ ମାଲିକ ନିଜର ବୋଲି କହି କଲେ ଦାବି, ଶେଷରେ ଛେଳି ଦେଲା ଏମିତି ନ୍ୟାୟ
ରାଜସ୍ଥାନର ଉଦୟପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯାହା ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଯେଉଁ ସମସ୍ୟାର ସମାଧାନ ଗାଁ ସରପଞ୍ଚ ଏବଂ ପୋଲିସ କରି ପାରିଲେନି ସେତେବେଳେ ନିରୀହ ପଶୁଟି ନିଜକୁ ନ୍ୟାୟ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ…
ମୋଦିଙ୍କ ମିମିକ୍ରି ଭିଡିଓ ଭାଇରାଲ, ଶୁଣିଲେ ହସିହସି ଗଡ଼ିଯିବେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିମିକ୍ରି କରିବାରେ ଶ୍ୟାମ୍ ରଙ୍ଗିଲାଙ୍କ ଭିଡିଓ ବେଶ୍ ଚର୍ଚ୍ଚା ପାଲଟିଛି। ଶ୍ୟାମ୍ ଏବେ ଆଉ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଏହି ଭିଡିଓରେ ଶ୍ୟାମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଅନ୍ତିମ ସଂସ୍କାରବେଳେ ଜୀବନ୍ତ ହୋଇଗଲେ ଯୁବତୀ; ତାପରେ…
ମିରଟ, ୨୭।୮: ଉତ୍ତର ପ୍ରଦେଶର ମିରଟ ସହରରୁ ଚକିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ମଓ୍ବାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଶୋକସନ୍ତପ ପରିବାର ଲୋକ ଯେତେବେଳେ ଯୁବତୀଙ୍କ ଅନ୍ତିମ ସଂସ୍କାର ପାଇଁ…
ପୋଷା କୁକୁର କାମୁଡ଼ିବାରୁ ମାଲିକାଣୀ ଗିରଫ
ମୋହାଲି, ୨୭।୮: ପଞ୍ଜାବର ମୋହାଲିରେ ପୋଲିସ ଜଣେ କୁକୁର ମାଲିକାଣୀଙ୍କୁ ଗିରଫ କରିଛି। ଗତ ଅଗଷ୍ଟ ୧୫ରେ ଭିଆଇପି ରୋଡ୍ରେ ଯୋଗୀନ୍ଦର ସିଂ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ପୁଅ ଏକ ଦୋକାନକୁ ଯାଇଥିଲେ। ଏହି ସମୟରେ ଦୋକାନ ବାହାରେ…
ଘୋଡା ଉପରେ ଚଢୁଥିଲେ ଯୁବକ: ଘଟିଲା ଏମିତି…
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରାଲ ହେଉଛି। ଏକ ଘୋଡା ଉପରେ ଜଣେ ଯୁବକ ଚଢୁଥିବାବେଳେ ଘୋଡାଟି ପଛରୁ ତାଙ୍କୁ ଲାତ ମାରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ଘୋଡା ପଡିଆରେ ଠିଆ…
୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….
ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ନିଜର ରାଜକୀୟ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସାମାଜିକ କଲ୍ୟାଣ…
ସୁଇମିଂପୁଲରୁ ଝିଣ୍ଟିକାକୁ ଉଦ୍ଧାର କଲା କୁକୁର
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ଏକ କୁକୁର ପାଣିରେ ଫଶି ଯାଇଥିବା ଝିଣ୍ଟିକାକୁ ଉଦ୍ଧାର କରୁଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ସୁଇମିଂ ପୁଲରେ ଏକ ଝିଣ୍ଟିକା ବୁଡି ଯାଉଛି। ପରେ…
ମା’ଙ୍କ ସ୍ମୃତିରେ ହାତରେ ଏଭଳି ଟାଟୁ କଲେ ଯୁବକ: ଲେଖାଯାଇଥିବା ବାର୍ତ୍ତା କରୁଛି ଭାବବିହ୍ବଳ
ସନ୍ତାନ ପାଇଁ ମା’ବାପାଙ୍କ ସ୍ଥାନ କେହି ବି ନେଇ ପାରିବେ ନାହିଁ। ତାଙ୍କୁ ହରାଇବା ଜୀବନରେ ଏକ ଅପୂରଣୀୟ କ୍ଷତ ଛାଡ଼ିଥାଏ। ହେଲେ ସେମାନଙ୍କର ସ୍ମୃତିକୁ ସବୁଦିନ ପାଇଁ ସାଇତି ରଖିବା ପାଇଁ ଆଜିକାଲିର ପିଲା ବହୁତ କିଛି କରୁଛନ୍ତି। ସେଥିରୁ…
ଆତ୍ମବିଶ୍ୱାାସ ବୃଦ୍ଧି ପାଇଁ ଏପରି କରନ୍ତି ଏହି ବ୍ୟକ୍ତି: ଶୁଣିଲେ ଉଡିଯିବ ହୋସ୍
ଦୁନିଆରେ ଅନେକ ପ୍ରକାରର ଲୋକ ଅଛନ୍ତି। ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ ସର୍ଜରୀ ଦ୍ୱାରା ନିଜ ଶରୀରକୁ ପରିବର୍ତ୍ତନ କରିବାକୁ କିଛି ଲୋକ ପସନ୍ଦ କରନ୍ତି। ମାତ୍ର ସମସ୍ତେ ସୀମା ମଧ୍ୟରେ ରହି ଏପରି କରିଥାନ୍ତି। ହେଲେ ଜର୍ମାନର ସୈଣ୍ଡ୍ରୋ ନାମକ…
୮୦୦ ଟଙ୍କାରେ ଶିକ୍ଷକତା କରୁଥିଲେ ନୀତା ଅମ୍ବାନୀ: ମାଗଣା ମ୍ୟାଚ୍ ଟିକେଟ ଦେଇ ଜଣେ ବ୍ୟକ୍ତି କହିଥିଲେ ଏଭଳି; ଆଉ ତା’ ପରେ
ରିଲାଏନ୍ସ ଫାଉଣ୍ଡେଶନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ନୀତା ଅମ୍ବାନୀ ନିଜର ଫ୍ୟାଶନ୍ ଏବଂ ସଉକକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ତାଙ୍କ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। ସେ ବିବାହ ପୂର୍ବରୁ ଜଣେ ଶିକ୍ଷୟିତ୍ରୀ ଥିଲେ। ବିବାହ ପରେ ମଧ୍ୟ…

