Posted inଫୁରସତ

ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ହାତୀ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ନିଛାଟିଆ ରାସ୍ତାରେ ଜଣେ ଯୁବକ ସାଇକେଲ ଯୋଗେ ଯାଉଥିବାବେଳେ ଏକ ହାତୀ ହାବୁଡରେ ପଡିଛନ୍ତି। ପରେ ହାତୀଟି ଯୁବକଙ୍କୁ ଶୁଣ୍ଢରେ ପେଲି ଦେଉଛି। ଫଳରେ ଯୁବକ ଜଣକ ରାସ୍ତାରେ ପଡିଯାଉଛନ୍ତି। କିଛି ସମୟ ପରେ କୌଶଳକ୍ରମେ ଯୁବକ ଜଣକ ସେଠାରୁ ଖସି ପଳାଇ ଆସୁଛନ୍ତି। ଏହାପରେ ଯୁବକଙ୍କ ସାଇକେଲକୁ ହାତୀଟି ଶୁଣ୍ଢରେ କିଛିବାଟ ଟେକି ନେଇ କଚାଡି ଦେଉଛି। ଏହି ଭିଡିଓକୁ ଆଇଏଫଏସ ସୁଶାନ୍ତ ନନ୍ଦ ରି-ଟୁଇଟ କରି ଶେୟାର କରିଛନ୍ତି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…

ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ...

ବର୍ଷାପାଣି ବୁନ୍ଦା ହୋଇଥାଏ ଗୋଲାକାର, ଜାଣନ୍ତୁ ଏହା ପଛର କାରଣ

ଆମ ଚତୁଃପାର୍ଶ୍ୱରେ ପ୍ରତିଦିନ ଅନେକ ଘଟଣା ଘଟିଥାଏ। ମାତ୍ର ଆମେ କିଛି ଜିନିଷ ବିଷୟରେ ଅଜ୍ଞ ଥାଉ। ଯେମିତି କି ବର୍ଷା ପାଣି କାହିଁକି ଗୋଲାକାର...

ଏହି ସବୁ କାରଣରୁ ଅଟକି ରହିଥାଏ ଆପଣଙ୍କ ସଫଳତା, ଆଉ ପିଛା ଛାଡିନଥାଏ ଦୁର୍ଭାଗ୍ୟ

ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତ୍ବେ ମଧ୍ୟ ସଫଳତା ପାଇ ନ ଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର...

ବ୍ଲାକ୍‌ ହୋଲରୁ ବିଶ୍ୱ ସୃଷ୍ଟି

ବିଶ୍ୱ ସୃଷ୍ଟି ପଛରେ କି ରହସ୍ୟ ଅଛି ତାହା ଜାଣିବା ପାଇଁ ପ୍ରୟାସ ଜାରି ରହିଛି। ଏହି ତାଲିକାରେ ନିକଟରେ ଆଉ ଏକ ରୋମାଞ୍ଚକର ତଥ୍ୟ...

ଲକ୍‌ଜ୍ୟୁରିୟସ୍‌ ଭାସମାନ ମାନସନ୍‌

ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍‌ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍‌ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ।...

ଭାଗ୍ୟ ବଦଳାଇ ଦେଲା ରତ୍ନ: ରାତାରାତି କୋଟିପତି ହେଲେ ତାଞ୍ଜାନିଆର ଏହି ବ୍ୟକ୍ତି

ନୂଆଦିଲ୍ଲୀ, ୨୫।୬- ଭାଗ୍ୟଦେବୀ କେତେବେଳେ କାହାର ସାଥ୍‌ ଦିଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ତାଞ୍ଜାନିଆରେ ଦେଖିବାକୁ ମିଳିଛି। ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆର ଜଣେ ଶ୍ରମିକ...

ଏମିତି ମାଟି ଦୀପ: ଯାହା ଜଳୁଛି ୪୦ ଘଣ୍ଟା

ରାୟପୁର,୩୧ା୧୦: ଛତିଶଗଡ଼ର କୋଣ୍ଡାଗାଁରେ ରହୁଥିବା ଅଶୋକ ଚକ୍ରଧାରୀ ଏକ ମାଟିର ଦୀପ ତିଆରି କରିଛନ୍ତି। ଯାହା ୨୪ରୁ ୪୦ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ। ଏହି ଦୀପକୁ...

ଦୁଇ ଚକରେ ଅଟୋ ଚଳାଇ କଲେ ରେକର୍ଡ

ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ନାମ ସାମିଲ କରିବା ଅନେକଙ୍କର ସ୍ବପ୍ନ ଥାଏ। ସେଥିପାଇଁ ଅନେକ ରୋମାଞ୍ଚକର ଓ ଅବିଶ୍ୱସନୀୟ କାମ କରିବାକୁ ଲୋକେ ପଛାଇ ନ...

Advertisement
Archives

Model This Week