Posted inଫୁରସତ

କୁନି ଶିଶୁର ପୁଶ୍‌ଅପ୍ସ, ଭିଡିଓ ଭାଇରାଲ

କିଛି ଲୋକ ଓ୍ବାର୍କ ଆଉଟ୍‌ ଏବଂ ଜିମ୍‌ ନ ଯିବା ପାଇଁ ଆଳ ଦେଖାନ୍ତି। ମାତ୍ର ଏମିତି ଏକ ଭିଡିଓ ଅଛି, ଯାହାକୁ ଦେଖିଲେ ଜିମ୍‌ ଏବଂ ବ୍ୟାୟାମ ଯିବାକୁ ପ୍ରେରଣା ଯୋଗାଇବ। ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଖୁବ୍‌ ତୀବ୍ର ଗତିରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ଛୋଟ ଶିଶୁ ପୁଶ୍‌ଅପ୍ସ କରୁଥିବା ନଜର ଆସିଛି। ଭିଡିଓଟିକୁ ଖୋଦ୍‌ ପହଲିବାନ୍‌ ବଜରଙ୍ଗ ପୁନିଆ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ୨୩ ସେକେଣ୍ଡର ଏହି ଭିଡିଓଟିରେ ଛୋଟ ଶିଶୁଟି ଜିନ୍ସକୁ ଆଣ୍ଠୁ ପର୍ଯ୍ୟନ୍ତ ଗୁଡ଼ାଉଛି ଏବଂ ଲିଭିଂ ରୁମ୍‌ର କେତେଥର ପୁଶ୍‌ଅପ୍ସ କରୁଥିବା ଦେଖିବାକୁ ମିଳିଛି। ପରିବାର ଲୋକେ ଶିଶୁଟିର ଉତ୍ସାହ ବଢ଼ାଇବା ସହ ସାବାସ କହୁଥିବା ଜଣାପଡ଼ିଛି। ଯାହାଦ୍ୱାରା ଶିଶୁଟି ଆହୁରି ଉତ୍ସାହିତ ହୋଇ ଅଧିକ ଅଧିକ ପୁଶ୍‌ଅପ୍ସ କରୁଥିବା ଦେଖିବାକୁ ମିଳିଛି।
ବଜରଙ୍ଗ ଏହି ଭିଡିଓଟିକୁ ଶେୟାର କରି କ୍ୟାପଶନ୍‌ ଲେଖିଛନ୍ତି, ଅଭ୍ୟାସ ଆରମ୍ଭ କର ଆସିବାକୁ ଥିବା ଚାମ୍ପିଅନସିପ୍‌ ପାଇଁ। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫୪୦୦୦ରୁ ଅଧିକ ଥର ଦେଖା ଯାଇସାରିଲାଣି। ପ୍ରାୟ ୭୦୦୦ ଲୋକ ଲାଇକ୍‌ ମଧ୍ୟ କରିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପିଲାଟିର ବ୍ୟାୟାମକୁ ବହୁତ ପ୍ରଶଂସା କରୁଛନ୍ତି। ଶିଶୁଟିର ଉତ୍ତୋରତ୍ତୋର କାମନା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଶିକ୍ଷକଙ୍କୁ ଧନ୍ୟବାଦ। ଛୋଟ ଚାମ୍ପିଅନର ସଂସ୍କାର ବେଶ୍‌ ପ୍ରେରଣାଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ମନ୍ଦିରରେ ବଦଳୁଛି କ୍ଷୀରର ରଙ୍ଗ

ହିନ୍ଦୁ ଧର୍ମରେ ତେତିଶ କୋଟି ଦେବଦେବୀଙ୍କ ପୂଜାର୍ଚ୍ଚନା ସାଙ୍ଗକୁ ଏହାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଛି। ସେହିପରି ଧର୍ମ ଅନୁସାରେ ନବଗ୍ରହଙ୍କ ପୂଜା ମଧ୍ୟ...

ପାଣି ପରିବର୍ତ୍ତେ ନଦୀରେ ବୋହିଲା କ୍ଷୀର: ଭାଇରାଲ ହେଉଛି ଭିଡିଓ

କ୍ଷୀର ନଦୀ ବହିବା କାହାଣୀ ଆମେ ଶୁଣିଛୁ। କିନ୍ତୁ ଏହାକୁ କେବେ ଆଖିରେ ଦେଖି ନାହୁଁ। କିନ୍ତୁ ଏବେ ସେମିତି କିଛି ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର...

ଆଇସ୍କ୍ରିମ ଷ୍ଟିକ୍‌ରେ ଇଡ୍‌ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…

ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ...

ଖାଲି ପାଦର ଫଟୋ ବିକି ଦିନକୁ ରୋଜଗାର କରୁଛନ୍ତି ୬୦ ହଜାର

ନୂଆଦିଲ୍ଲୀ: ଡିଜିଟାଲ ମାର୍କେଟିଂର ସମୟରେ ଲୋକମାନେ ଟଙ୍କା ରୋଜଗାର କରିବାର ନୂଆ ନୂଆ ଉପାୟ ଆପଣାଉଛନ୍ତି। ଏହି କ୍ରମରେ ଜଣେ ଯୁବତୀ ନିଜ ପାଦର ଫଟୋ...

ବିଶ୍ୱର ଅଜବ ବ୍ରିଜ୍‌: ଯାହା ଅନ୍ୟଠାରୁ ଭିନ୍ନ …

ବ୍ରିଜ୍‌ ବା ସେତୁ ହେଉଛି ନଦୀର ଗୋଟିଏ ପଟରୁ ଅନ୍ୟପଟକୁ ଯିବାକୁ ଏକ ମାଧ୍ୟମ। କିନ୍ତୁ ଏଠାରେ ଯେଉଁ ବ୍ରିଜ୍‌ କଥା କୁହାଯାଉଛି ସେଗୁଡିକର ନିର୍ମାଣ...

ଅଧିକ ଉଚ୍ଚତା ବିଶିଷ୍ଟ ମହିଳା: ଯେଉଁ ଗୋଡ଼କୁ ଦିନେ ଲୁଚାଉ ଥିଲେ, ଏବେ ତାହାକୁ ନେଇ ଚର୍ଚ୍ଚାରେ

ବିଶ୍ୱ ଅନେକ ଆଶ୍ଚର୍ଯ୍ୟଜନକ ଏବଂ ରୋମାଞ୍ଚକର ଜିନିଷରେ ପରିପୂର୍ଣ୍ଣ । ପୃଥିବୀରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କର ଅଦ୍ଭୁତ କାର୍ଯ୍ୟ ପାଇଁ ଜଣାଶୁଣା।...

ଦାମ୍ପତ୍ୟ ଜୀବନରେ ପ୍ରେମ ଚାହାନ୍ତି ୯୨ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ,୧୫।୨: ପ୍ରେମ ଏକ ଅଭୁଲା ଅନୁଭୁତି। ଦାମ୍ପତ୍ୟ ଜୀବନର ସ୍ଥାୟୀତ୍ୱ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବା ଉପରେ ହିଁ ନିର୍ଭର କରିଥାଏ। ବିବାହ ପରବର୍ତ୍ତୀ...

ମୋଦିଙ୍କ ‘ପାକିସ୍ତାନୀ ଭଉଣୀ’; ଦୀର୍ଘ ୨୮ ବର୍ଷ ହେଲାଣି ବାନ୍ଧୁଛନ୍ତି…

ସାଧାରଣତଃ ଭାରତ ଏବଂ ପାକିସ୍ତାନକୁ ପରସ୍ପରର ଶତ୍ରୁ ବୋଲି ବିବେଚନା କରାଯାଏ। ହେଲେ ଏହି ଦୁଇ ଦେଶର ଲୋକଙ୍କ ମଧ୍ୟରେ କିଛି ଏଭଳି ସମ୍ପର୍କ ରହିଛି,...

Advertisement
Archives

Model This Week