ଫୁରସତ

ଜୁମ୍‌ ଆପ୍‌ରେ ମିଟିଂ ସମୟରେ ଘଟିଲା ଏଭଳି କିଛି: ଦେଖିଲେ ହସି ହସି ଗଡ଼ିବେ

ମହାମାରୀ କରୋନା ଯୋଗୁ କମ୍ପାନୀମାନେ କର୍ମଚାରୀଙ୍କୁ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ର ସୁବିଧା ପ୍ରଦାନ କରିଛନ୍ତି। ଫଳରେ କର୍ମଚାରୀମାନେ ଘରେ ରହି କାମ କରୁଛନ୍ତି। ଜୁମ୍‌ ଆପ୍‌ରେ ବିଭିନ୍ନ ବୈଠକ କରାଯାଇପାରୁଥିବାରୁ କର୍ମଚାରୀମାନେ ଏଥିରେ ଯୋଗ ଦେଉଛନ୍ତି। ହେଲେ ବିଗତ ଦିନରେ ମିଟିଂ…

କାର୍‌ ଦୁର୍ଘଟଣା ବଦଳାଇ ଦେଲା ଏହି ଯୁବତୀଙ୍କ ଜୀବନ: ବିନା କପାଳରେ ଦିଶୁଛନ୍ତି ଏଭଳି, ସ୍ମରଣଶକ୍ତି ବି..

ଦୁର୍ଘଟଣା ବଦଳାଇଦେଲା ଜୀବନ। ପୂର୍ବରୁ ଯେଉଁ ଚେହେରାକୁ ନେଇ ଗର୍ବ କରୁଥିଲେ ଏବେ ସେହି ମୁହଁକୁ ଦେଖିଲେ ବିଶ୍ୱାସ ହେଉ ନାହିଁ। ଏଭଳି କିଛି ଘଟିଛି ଆୟରଲ୍ୟାଣ୍ଡର ଗ୍ରେନୀଙ୍କ ଜୀବନରେ। ପ୍ରେମିକଙ୍କ ସହ କାର୍‌ରେ ଯାଉଥିବା ବେଳେ ଏକ ଦୁର୍ଘଟଣା ଘଟିଥିଲା।…

ବିହାର ନିର୍ବାଚନ ଆଗରୁ ଚର୍ଚ୍ଚାରେ ଏହି ନେତ୍ରୀ: ପ୍ରଚାର ବେଳେ ପିନ୍ଧୁଛନ୍ତି ମାସ୍କରୁ ଆରମ୍ଭ କରି ଚପଲ ପର୍ଯ୍ୟନ୍ତ ମ୍ୟାଚିଂ; ପଚାରିଲେ..

ପାଟଣା: ଆସୁଛି ବିହାର ବିଧାନସଭା ନିର୍ବାଚନ। ଏହାକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହେବାରେ ଲାଗିଲାଣି। ମହାମାରୀ କରୋନା ଏବେ ବି ଥିବାରୁ ସତର୍କତାର ସହ ପ୍ରଚାର କ୍ଷେତ୍ରକୁ ଓହ୍ଲାଇଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ଚର୍ଚ୍ଚାରେ ରହିଛନ୍ତି ପ୍ଲୁରାଲ୍ସ…

ଏ ହେଉଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିବା ଆଇଆର୍‌ଏସ୍‌ ଅଫିସର: ଅଜୟ ଦେବଗନ୍‌ଙ୍କ ଫିଲ୍ମର ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଛି। ଘଟଣାରେ ଡ୍ରଗ୍ସ ମୋଡ଼ ଆସିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଆକ୍ସନ ମୋଡ୍‌ରେ ଆସିଥିଲା। ପ୍ରଥମେ ରିୟାଙ୍କ ଘରେ ଏନ୍‌ସିବି…

ଗର୍ଭବତୀ ମହିଳାଙ୍କ ପେଟରୁ ଶିଶୁ ଚୋରି

ଅପରାଧ ଦୁନିଆରେ ଜଡିତ ଲୋକଙ୍କ ମନରେ ଭିନ୍ନ ପ୍ରକାରର ଚିନ୍ତାଧାରା ଚାଲିଥାଏ। ସେମାନଙ୍କ ଭିତରେ ଅନୁଭବ ବୋଲି କିଛି ନ ଥାଏ। ଏମିତି ଏକ ଭୟଙ୍କର ଅପରାଧ ବ୍ରାଜିଲରେ ଘଟିଛି। ଜଣେ ମହିଳା ନିଜ ସନ୍ତାନକୁ ହରାଇବା ପରେ ନିଜର ବନ୍ଧୁଙ୍କ…

ସ୍ମାର୍ଟଫୋନ୍‌ ନ ଥିବା ପିଲାଙ୍କୁ ପଢ଼ାଇବାକୁ ଆସୁଛନ୍ତି ‘ସ୍ପିକର ଟିଚର’

ମୁମ୍ବାଇ, ୮।୯: କରୋନା ସଂକ୍ରମଣ ଯୋଗୁ ସ୍କୁଲ କଲେଜ ବନ୍ଦ ରହିଛି। ଏପରିସ୍ଥଳେ କେତେକ ସ୍କୁଲ ପକ୍ଷରୁ ଅନ୍‌ ଲାଇନ୍‌ ପାଠପଢ଼ା ଜାରି ରହିଛି। ତେବେ ଯେଉଁ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍‌ ନାହିଁ ସେମାନେ କିଭଳି ପାଠ ପଢ଼ିବେ। ଏହି ସମସ୍ୟାର…

ଏଠି ହଜି ଯାଇଛି ତିକ୍ତତା: ମାଙ୍କଡ଼କୁ ସାହା କୁକୁର

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ମାଙ୍କଡ଼କୁ ଗ୍ଲାସରେ ପାଣି ପିଆଉଛନ୍ତି ବାବା, ଆଉ ତା ପରେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…

ଏହି ଦେଶଗୁଡିକରେ ଭାରତର ଛାତ୍ରୀଛାତ୍ରଙ୍କୁ ମିଳିଥାଏ ମାଗଣା ଶିକ୍ଷା!

ସାରା ବିଶ୍ୱରୁ ନିରକ୍ଷରତା ଦୂର କରିବା ଉଦ୍ଦେଶ୍ୟରେ ସେପ୍ଟେମ୍ବର ୮ ତାରିଖକୁ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ଭାବେ ପାଳନ କରାଯାଏ। ବିଶ୍ୱର ଆବଶ୍ୟକତା ମଧ୍ୟରୁ ସାକ୍ଷରତା ଅନ୍ୟତମ। କାରଣ ଏହାଦ୍ୱାରା ସାମାଜିକ ଏବଂ ଅର୍ଥନୈତିକ ବିକାଶ ହୋଇପାରିବ। ଯେଉଁ ଦେଶର ଲୋକମାନେ…

ଚୋର ହେବ ତ ଏମିତି, ୪୫ ହଜାର ଟଙ୍କିଆ ଫୋନ୍‌ ବ୍ୟବହାର କରିପାରିଲେନି ବୋଲି…

କୋଲକାତା,୮।୯: ପଶ୍ଚିମବଙ୍ଗରୁ ଏକ ରୋଚକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଚୋର ୪୫ ହଜାର ଟଙ୍କା ମୂଲ୍ୟର ମୋବାଇଲ ଚୋରି କରିଥିଲେ। ଏହି ଫୋନକୁ ସେ ଚଲାଇ ନ ପାରିବାରୁ ଶେଷରେ ମାଲିକଙ୍କୁ ଫେରାଇ ଦେଇଛନ୍ତି। ପଶ୍ଚିମବଙ୍ଗର ବଦ୍ଧମାନ ଜିଲାରେ…

ମାଛି ମାରୁ ମାରୁ ଘର ଜାଳିଦେଲେ ବୃଦ୍ଧ

ନୂଆଦିଲ୍ଲୀ, ୭।୯: ଜଣେ ୮୦ ବର୍ଷୀୟ ବୃଦ୍ଧ ରାତ୍ରୀ ଭୋଜନ ପାଇଁ ବସିଥିଲେ। ଏହି ସମୟରେ ଗୋଟିଏ ମାଛି ତାଙ୍କ ଖାଇବା ଚାରିପାଖେ ଘୂରି ବୁଲିବା ସହ ଗୁଞ୍ଜରଣ ସୃଷ୍ଟି କରିଥିଲା। ଫଳରେ ଏଥିରେ ବିରକ୍ତି ପ୍ରକାଶ କରି ବୃଦ୍ଧ ଜଣଙ୍କ…

ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାଇଥିବା ଦମ୍ପତ୍ତିଙ୍କୁ ମିଳିଲା ବିମାନ ଟିକେଟ୍‌

ଇନ୍ଦୋର, ୭।୯: ନିକଟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାତ୍ରା କରି ସାରା ଦେଶରେ ଖବରର ଶିରୋନାମାରେ ରହିଥିଲେ। ଏହି ବ୍ୟକ୍ତିଜଣଙ୍କ ହେଲେ ଝାଡ଼ଖଣ୍ଡ ଗୋଡା ଜିଲାର ବାସିନ୍ଦା ଧନଞ୍ଜୟ। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?