ଫୁରସତ

ବିଶ୍ୱାସ ଆଗରେ ହାର୍‌ ମାନିଛି ସବୁ ବାଧା: ଏମିତି ଗିଟାର ବଜାଉଛନ୍ତି ଦିବ୍ୟାଙ୍ଗ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ…

ଏଣ୍ଡୁଅକୁ ମାରି ଖାଇବାକୁ ଆସୁଥିଲା ବିଲେଇ, ପାଇଲା ପାନେ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ…

ଅନ୍ୟକୁ ଜନ୍ମଦିନରେ ଦେଇଥାନ୍ତି କୋଟି କୋଟି ଟଙ୍କାର ଉପହାର, ହେଲେ ନିଜ ଜନ୍ମଦିନ ପାଳନ୍ତି ନାହିଁ ମୁକେଶ ଅମ୍ବାନୀ; ବ୍ୟକ୍ତିଗତ ଜୀବନରେ ସେ ଏଭଳି..

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀ। ଯଦିଓ ବ୍ୟବସାୟୀ ଭାବେ ତାଙ୍କୁ ଅନେକ ଲୋକ ଜାଣନ୍ତି କିନ୍ତୁ ବ୍ୟକ୍ତିଗତ ଜୀବନରେ ସେ କେମିତି ତାହା ଅଜଣା। ଏସିଆର ସବୁଠାରୁ ଧନୀବ୍ୟକ୍ତି ହୋଇଥିବା ସତ୍ତ୍ୱେ…

ଶୋ’ ରୁମ୍‌ରୁ ନୂଆ କାର୍‌ କିଣି ବୋହୂଙ୍କୁ ଦେଲେ ଶ୍ୱଶୁର, ଶୁଭ ମହୁରତ ସମୟରେ ଘଟିଲା ଏମିତି…

କାର୍‌ କିଣିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ଏକ ସ୍ବପ୍ନ ହୋଇଥାଏ। ସେମିତି ଏକ ପରିବାରର ସ୍ବପ୍ନ ଥିଲା କାର୍‌ କିଣିବାକୁ। ଏହି ସ୍ବପ୍ନକୁ ପୂରା କରିବାକୁ ସପରିବାର ଯାଇ ପହଞ୍ଚିଥିଲେ ଶୋ’ ରୁମ୍‌ରେ। ସେଠାରେ ଯାହା ଘଟିଲା, ଜାଣିଲେ ଆଶ୍ଚର୍ଯ୍ୟ ହେବେ।…

ରାସ୍ତାପାର୍ଶ୍ୱରେ ମୃତଦେହ ପଡ଼ିଥିବା ଭାବି ଭିଡ଼ ଜମାଇଲେ ଲୋକେ, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ପ୍ରଥମେ ଭୟ କରିବେ ପରେ ହସି ହସି ଗଡ଼ିଯିବେ। ଜଣେ ବ୍ୟକ୍ତି ରାସ୍ତା ପାର୍ଶ୍ୱରେ ଏକ ଧଳା ଚାଦର ଘୋଡ଼େଇ ହୋଇ ଶୋଇଛନ୍ତି। ମୃତଦେହ ପଡ଼ିଥିବା ଭାବି…

ଏପରି ବିପଦପୂର୍ଣ୍ଣ ସ୍ଥାନରେ କାର୍‌ ପାର୍କିଂ କଲେ ଡ୍ରାଇଭର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଠିକ୍‌ ସେମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ନିଜ କାର୍‌କୁ ଏମିତି ଏକ ସ୍ଥାନରେ ପାର୍କିଂ…

ପବଜୀର ହେଲା ଅନ୍ତିମ ଯାତ୍ରା: କାନ୍ଦିଲେ, ଏମିତି କହିଲେ ଖେଳାଳି…

ଭାରତ ସରକାର ପବ୍‌ଜୀ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପବଜୀ ନିଷେଧ ହେବା ପରଠାରୁ ଭାରତୀୟ ପ୍ରଶଂସକମାନେ ଦୁଃଖୀ ହୋଇପଡିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରୁ ଏହା ସ୍ପଷ୍ଟ ବାରିହୋଇ ପଡ଼ୁଛି। ୩୫ ସେକେଣ୍ଡର ଏହି ଭିଡିଓରେ ଖେଳାଳିମାନେ…

ସୁପର ସ୍ପ୍ରେଡ଼ର ମୋଟର ସାଇକେଲ ରାଲି: ୨ ଲକ୍ଷ ୬୦ ହଜାରରେ ହେଲେ କରୋନା ଆକ୍ରାନ୍ତ

ଓ୍ବାଶିଂଟନ, ୯।୯: ଆମେରିକାରେ ହୋଇଥିବା ଏକ ମୋଟର ସାଇକେଲ ରାଲି କରୋନା ସଂକ୍ରମଣର ସୁପର ସ୍ପ୍ରେଡ଼ର ପାଲଟି ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସାଉଥ୍‌ ଡକୋଟା ରାଜ୍ୟରେ ହୋଇଥିବା ଏହି ରାଲି ପରେ ୨ଲକ୍ଷ ୬୦ ହଜାରରୁ ଅଧିକ…

ମାତ୍ର ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଚାକିରି ପାଇଲେ ଏହି ୨ ଛାତ୍ର

ଚଣ୍ଡିଗଡ,୯।୯: କରୋନା ସମୟରେ ଲୋକେ ଚାକିରି ହରାଉଥିବାବେଳେ ଚଣ୍ଡିଗଡର ଦୁଇ ଛାତ୍ର କମାଲ କରି ଦେଖାଇଛନ୍ତି। ପଞ୍ଜାବ ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ର ମୟଙ୍କ ସଗ୍ଗର ଏବଂ ପ୍ରଦ୍ୟୁମ୍ନ ଗୋଏଲଙ୍କୁ ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଚାକିରି…

ଖୋଲିଲା ସ୍କୁଲ: ପ୍ଲାଷ୍ଟିକ ଟେଣ୍ଟରେ ପାଠ ପଢ଼ିଲେ ଛାତ୍ରୀଛାତ୍ର

କରୋନା ମହାମାରୀ କବଳରେ ସମଗ୍ର ବିଶ୍ୱ। କରୋନା ପାଇଁ ଏବେ ସବୁକିଛି ବଦଳିଯାଇଛି। ସ୍କୁଲ, କଲେଜ, ମଲ, ପବ୍ଲିକ ଟ୍ରାନ୍ସପୋର୍ଟ, ପବ୍‌ ଆଦି। ଲୋକମାନେ ଧୀରେ ଧୀରେ କରୋନା ସହ ବଞ୍ଚିବା ଶିଖିଗଲେଣି। ଏହିପରି ଇରାନରେ ଗତ କିଛି ଦିନ ହେବ…

ଜେଜେ ମା’ଙ୍କ ଦେହ ଖରାପ ହେବାରୁ ଏମିତି କରି ଦେଖାଇଲେ ୧୧ ବର୍ଷର ନାତି

ଜେଜେ ମା’ଙ୍କ ଦେହ ଖରାପ ହୋଇଯିବାରୁ ୧୧ ବର୍ଷର ନାବାଳକ ନାତି ଏକ ମର୍ସିଡିଜ୍‌ କାର ଚଲାଇ ତାଙ୍କୁ ସୁରକ୍ଷିତ ଘରେ ନେଇ ପହଞ୍ଚାଇଛନ୍ତି। ଏହି ଘଟଣାଟି ଆମେରିକାର ଇଣ୍ଡିଆନାପଲିସର। ୧୧ ବର୍ଷର ପି ଜେ ବ୍ରଓ୍ବେର ଘରଠାରୁ ସାମାନ୍ୟ ଦୂରରେ…

ବ୍ୟକ୍ତିଙ୍କ ପେଟ ଭିତରେ ଥିଲା ଏମିତି ଜିନିଷ, ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ଚାଇନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ପେଟରୁ ଡାକ୍ତରମାନେ ବିୟର ବୋତଲ ବାହାର କରିଛନ୍ତି। ବ୍ୟକ୍ତିଙ୍କ ପେଟରୁ ଗ୍ଲାସ ବାହାର କାରିବାକୁ ଡାକ୍ତରମାନଙ୍କୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ଜିଗିଆଙ୍ଗ ସ୍ଥିତ ଦକ୍ଷିଣ-ପଶ୍ଚିମ ମେଡିକାଲ କଲେଜରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?