ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ ସମୟରେ ନୀତା ସାକ୍ଷାତକାରରେ ସ୍ବାମୀ ମୁକେଶଙ୍କର ପ୍ରଶଂସା କରିଥାନ୍ତି। ସେହିପରି ଏକ ସାକ୍ଷତକାରରେ ନୀତା କହିଥିଲେ, ମୁକେଶ ବହୁତ ସରଳ ଏବଂ ନମ୍ର ସ୍ବଭାବର। ତାଙ୍କର ଏହି ସ୍ବଭାବକୁ ସେ ସବୁଠାରୁ ବେଶି ପସନ୍ଦ କରନ୍ତି।
ମୁକେଶଙ୍କର କେଉଁ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ବୋଲି ନୀତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଖାଦ୍ୟପ୍ରତି ମୁକେଶଙ୍କ ରହିଥିବା ପାଗଳାମୀକୁ। ସେ କହିଥିଲେ ଯେ, ଇଡ୍‌ଲି ଏବଂ ସମ୍ବର ମୁକେଶଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ମୁମ୍ବାଇର କାଫେ ମୈସୁରର ଇଡ୍‌ଲି, ସମ୍ବର ତାଙ୍କର ବେଶି ପସନ୍ଦ। ଅଧିକାଂଶ ସମୟରେ ସେ ସେଠାକୁ ଖାଇବାକୁ ଯାଇଥାନ୍ତି। ସ୍କୁଲ ସମୟରୁ ମୁକେଶ ସେଠାରେ ଖାଇଥାନ୍ତି ବୋଲି ନୀତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏବେ ସମୟ ଡିଜିଟାଲ ଡିଟକ୍ସର

ବଢୁଥିବା କରୋନା ସଂକ୍ରମଣ ଲାଗି ବର୍ତ୍ତମାନ ଅତ୍ୟାବଶ୍ୟକ ନ ଥିଲେ କେହି ବାହାରକୁ ଯାଉ ନାହାନ୍ତି। ଏମିତିରେ ଘରେ ବୋର୍‌ ନ ହେବା ଲାଗି ଅଧିକାଂଶ...

ଆର୍‌ଓସି ଆବେଦନ ଖାରଜ କଲେ ଏନ୍‌ସିଏଲ୍‌ଏଟି

ମୁମ୍ବାଇ,୭-୧: ଟାଟାସନ୍ସ-ମିସ୍ତ୍ରି କର୍ପୋରେଟ ମାମଲାରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ରାୟ ଶୁଣାଇଥିଲେ।...

ନେତାଜୀଙ୍କ ସ୍ମୃତିରେ…

ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଏହି ନାଁ ହିଁ ଯଥେଷ୍ଟ ମନରେ ଦେଶପ୍ରୀତି, ଦେଶଭକ୍ତି ଜାଗ୍ରତ କରିବା ପାଇଁ। ଓଡ଼ିଶା ମାଟିରେ ଜନ୍ମିତ ଏହି ମହାନ୍‌...

ଦୁଇ ଷଣ୍ଢ ଲଢ଼େଇ : ଭାଇରାଲ ଭିଡିଓ ଦେଖିଲେ…

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ...

ଏ ହେଉଛି ଦୁନିଆର ସବୁଠାରୁ ଥଣ୍ଡା ସ୍କୁଲ: ମାଇନସ୍‌ ୫୧ ଡିଗ୍ରୀରେ ବି କ୍ଲାସ କରିବାକୁ ଆସନ୍ତି ପିଲା

ସାଇବେରିଆ ଦୁନିଆର ସବୁଠାରୁ ଶୀତଳ ସ୍ଥାନ ଭାବରେ ପରିଗଣିତ ହୁଏ। ଏଠାରେ ବିଶ୍ୱର ସବୁଠାରୁ ଶୀତଳ ବିଦ୍ୟାଳୟ ଅଛି। ଏଠାରେ ତାପମାତ୍ରା ପ୍ରାୟତଃ ମାଇନସ୍‌ ୫୦...

ସେନ୍‌ସେକ୍ସ ୬୧୨ ପଏଣ୍ଟ ବୃଦ୍ଧି

ମୁମ୍ବାଇ,୨୩।୧୨: କୋଭିଡ୍‌ ସଂକ୍ରମଣର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ଭୟର ବାତାବରଣ ମଧ୍ୟରେ କ୍ରମାଗତ ୨ୟ ଦିନ ପାଇଁ ଶେୟାର ବଜାରରେ ଉସତ୍ାହ ଦେଖାଦେଇଛି। ବିଗତ ଦିନର ବିଭିନ୍ନ...

ଆଲେନ୍‌ ପକ୍ଷରୁ ଓରିଏଣ୍ଟେସନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୬-୪: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଆଲେନ୍‌ କ୍ୟାରିୟର ଇନ୍‌ଷ୍ଟିଚ୍ୟୁଟ ପକ୍ଷରୁ ନୂତନ ଶିକ୍ଷା ଅଧିବେଶନ ପାଇଁ ସ୍ଥାନୀୟ ରେଳ ଅଡିଟୋରିୟମଠାରେ ଏକ ଓରିଏଣ୍ଟେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ...

ରଣବୀର ସିଂ ମାନ୍ୟବରର ନୂଆ ବ୍ରାଣ୍ଡ ଆମ୍ବାସାଡର

ଭୁବନେଶ୍ୱର,୧୭-୧୦: ମାନ୍ୟବର ପକ୍ଷରୁ ବଲିଉଡ ଅଭିନେତା ରଣବୀର ସିଂଙ୍କୁ ଏହାର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଚୁକ୍ତି ମୁତାବକ ରଣବୀର କମ୍ପାନୀର...

Advertisement
Archives

Model This Week