ମୁକେଶ ଅମ୍ବାନୀଙ୍କ ଏହି ଅଭ୍ୟାସକୁ ପସନ୍ଦ କରନ୍ତିନି ସ୍ତ୍ରୀ ନୀତା

ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀ ୧୯୮୫ ମସିହାରେ ନୀତା ଅମ୍ବାନୀଙ୍କୁ ବିବାହ କରିଥିଲେ। ମୁକେଶଙ୍କ ପାଇଁ ନୀତାଙ୍କୁ ବାପା ଧୀରୁଭାଇ ଅମ୍ବାନୀ ପସନ୍ଦ କରିଥିଲେ। ମୁକେଶ ଏବଂ ନୀତାଙ୍କର ୩ ପିଲା ଈଶା, ଆକାଶ ଏବଂ ଆନନ୍ଦ ଅଛନ୍ତି। ଅନେକ ସମୟରେ ନୀତା ସାକ୍ଷାତକାରରେ ସ୍ବାମୀ ମୁକେଶଙ୍କର ପ୍ରଶଂସା କରିଥାନ୍ତି। ସେହିପରି ଏକ ସାକ୍ଷତକାରରେ ନୀତା କହିଥିଲେ, ମୁକେଶ ବହୁତ ସରଳ ଏବଂ ନମ୍ର ସ୍ବଭାବର। ତାଙ୍କର ଏହି ସ୍ବଭାବକୁ ସେ ସବୁଠାରୁ ବେଶି ପସନ୍ଦ କରନ୍ତି।
ମୁକେଶଙ୍କର କେଉଁ ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ଚାହାନ୍ତି ବୋଲି ନୀତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ଖାଦ୍ୟପ୍ରତି ମୁକେଶଙ୍କ ରହିଥିବା ପାଗଳାମୀକୁ। ସେ କହିଥିଲେ ଯେ, ଇଡ୍‌ଲି ଏବଂ ସମ୍ବର ମୁକେଶଙ୍କର ସବୁଠାରୁ ପ୍ରିୟ ଖାଦ୍ୟ। ମୁମ୍ବାଇର କାଫେ ମୈସୁରର ଇଡ୍‌ଲି, ସମ୍ବର ତାଙ୍କର ବେଶି ପସନ୍ଦ। ଅଧିକାଂଶ ସମୟରେ ସେ ସେଠାକୁ ଖାଇବାକୁ ଯାଇଥାନ୍ତି। ସ୍କୁଲ ସମୟରୁ ମୁକେଶ ସେଠାରେ ଖାଇଥାନ୍ତି ବୋଲି ନୀତା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜନ୍‌ ଓ୍ବିକ୍‌’ରେ ରିନା ସ୍ବୟଂମା

ଜାପାନରେ ଜନ୍ମିତ ବ୍ରିଟିଶ୍‌ ପପ୍‌ ସୁପରଷ୍ଟାର ରିନା ସ୍ବୟଂମା ଗୀତ ଗାଇବା ପରେ ଏବେ ଅଭିନୟ ଜଗତରେ ପାଦ ଥାପିଛନ୍ତି। ତାଙ୍କୁ କେଆନୁ ରିଭେସ୍‌ ଷ୍ଟାରର୍‌...

ଆହ୍ବାନକୁ ସାମ୍‌ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର

ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା...

ପଣ୍ଡିତ ମନ୍ତ୍ରପାଠ କରୁଥିବା ବେଳେ ବେଦୀ ଉପରେ ଶୋଇପଡ଼ିଲେ କନ୍ୟା, ଭିଡିଓ ଦେଖିଲେ…

ବିବାହ ହେଉଛି ପ୍ରତ୍ୟେକ ଝିଅ-ପୁଅଙ୍କ ପାଇଁ ଏକ ସ୍ବପ୍ନ। ପ୍ରତ୍ୟେକ ଯୁବତୀ ଯୁବକ ଉତ୍ସାହର ସହିତ ଜୀବନର ଏହି ବିଶେଷ ଦିନକୁ ଅପେକ୍ଷା କରି ରହିଥାନ୍ତି।...

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ,୧୪-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି...

କାର୍‌ ଥିମ୍‌ ହୋଟେଲ: ଭି ୮

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍‌ରେ ହୋଟେଲ୍‌ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ...

ଆଧାର-ସୋସିଆଲ ମିଡିଆ ସଂଯୋଗ ମାମଲା;ଫେସ୍‌ବୁକ୍‌ର ଆବେଦନ,କେନ୍ଦ୍ରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୧-୮: ସୋସିଆଲ ମିଡିଆ ପ୍ରୋଫାଇଲକୁ ଆଧାର ସହ ସଂଯୋଗ(ଲିଙ୍କ୍‌) କରିବା ଲାଗି ଦାବି ହେଉଛି। ଏ ସଂକ୍ରାନ୍ତରେ ଏକାଧିକ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏଭରେଷ୍ଟ ଶୃଙ୍ଗ ଭଳି ଗ୍ରହାଣୁପିଣ୍ଡ: ଏପ୍ରିଲ୍‌ ୨୯ରେ ହେବ ନିକଟବର୍ତ୍ତୀ

ଓ୍ବାଶିଂଟନ,୨୩।୪: ଏପ୍ରିଲ୍‌ ୨୯ରେ ପୃଥିବୀ ସହିତ ଗ୍ରହାଣୁପିଣ୍ଡ ୧୯୯୮-ଓଆର୍‌-୨(୫୨୭୬୮) ଧକ୍କା ଦେବ ବୋଲି କେତେକ ଗୁଜବ କରୁଛନ୍ତି। ତେବେ ଏହା ମିଛ ବୋଲି ନାସାର ମହାକାଶବିଜ୍ଞାନୀ...

ପୁରୀ ରଥଯାତ୍ରାରେ ଫ୍ରିଡମ୍‌ ଅଏଲ ଷ୍ଟଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୨୪।୬ (ଅଭୟ ଦାଶ): ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପୁରୀ ରଥଯାତ୍ରା ଅବସରରେ ଫ୍ରିଡମ୍‌ ଅଏଲର ଆକର୍ଷଣୀୟ ଫ୍ରିଡମ ଷ୍ଟଲ୍‌ ଗୁଣ୍ଡିଚା ମନ୍ଦିର ନିକଟରେ ଉଦ୍‌ଘାଟିତ...

Advertisement
Archives

Model This Week