Posted inଫୁରସତ

ଏହି ଦେଶରେ ରହିଛି ଏମିତି ଗର୍ତ୍ତ, ଯାହା କେବେ ପୂରଣ ହେଉନି

ବିଶ୍ୱରେ ଏମିତି କିଛି ରହସ୍ୟ ଲୁଚି ରହିଛି, ଯାହା ସମ୍ପର୍କରେ ଜାଣିବା କଷ୍ଟକର। ସେହିପରି ଏକ ରହସ୍ୟ ସ୍ଥାନ ରହିଛି ସାଉଦି ଆରବରେ। ଏଠାରେ ଏମିତି ଏକ ଗର୍ତ୍ତ ଅଛି ଯାହା କେବେ ପୂରଣ ହେଉନାହିଁ। ଆଜି ମଧ୍ୟ କେହି ତାହାର କାରଣ ଖୋଜି ପାଉନାହାନ୍ତି। ସାଉଦି ଆରବର ଉତ୍ତରରେ ଅଲ୍‌ ଜଫ୍‌ ପ୍ରାନ୍ତରେ ଏକ ମରୁଭୂମିରେ ବିରାଟ ଗର୍ତ୍ତଟିଏ ରହିଛି। ଯାହା ଆଜି ପର୍ଯ୍ୟନ୍ତ ପୂରଣ ହେଉନାହିଁ। କିଛି ବର୍ଷ ପୂର୍ବେ ଏହାର ଭିଡିଓ ଭାଇରାଲ ହୋଇଥିଲା। ଏହି ଗର୍ତ୍ତରେ କିଛି ଜିନିଷ ପକାଇଲେ ତାହା ପୁଣି ଫେରିଆସେ।

ଭିଡିଓରେ ଦେଖିବାକୁ ମିଳିଥିଲା ଲୋକେ ବୁଲ୍‌ଡୋଜର ସହାୟତାରେ ମାଟି ପକାଇ ଗର୍ତ୍ତକୁ ପୂରଣ କରିବା ପାଇଁ ଚେଷ୍ଟା କରୁଥାନ୍ତି କିନ୍ତୁ ମାଟି ବାହାରକୁ ଉଠି ଆସୁଥିଲା। ଏହି ଗର୍ତ୍ତରୁ ପ୍ରାୟ ୧୦୦ ଫୁଟ ଉଚ୍ଚକୁ ବାଲି ଉଠୁଥିବା ଦେଖିବାକୁ ମିଳିଥିଲା। କିଛି ଲୋକ କୁହନ୍ତି, ମରୁଭୂମି ଅଞ୍ଚଳରେ ସ୍ଥାନେ ସ୍ଥାନେ ବ୍ଲୁ ହୁଇଲ୍‌ସ ସୃଷ୍ଟି ହୋଇଥାଏ। ଯାହାକୁ ପୂରଣ କରିବା କଷ୍ଟସାଧ୍ୟ। ସେ ଯାହା ବି ହେଉନା କାହିଁକି ଆଜିପର୍ଯ୍ୟନ୍ତ ଏ ସମ୍ପର୍କରେ ସଠିକ୍‌ କାରଣ ଜଣାପଡ଼ିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରେ କେଉଁଠିକୁ ବୁଲି ଯାଇପାରିବେ

କରୋନା ପାଇଁ ଏବେ ଅଧିକାଂଶ ଲୋକ ଘରେ ରହୁଛନ୍ତି। ଭବିଷ୍ୟତରେ ଯେବେ ଏହି ପରିସ୍ଥିତିରେ ସୁଧାର ଆସିବ ସେତେବେଳେ ପର୍ଯ୍ୟଟକ କେଉଁ କେଉଁ ସ୍ଥାନକୁ ବୁଲିଯାଇ...

ବିବାହ କରିବାକୁ ବୁଲଡୋଜରରେ ପହଞ୍ଚିଲେ ବର

ଲକ୍ଷ୍ନୌ: ନିଜ ନିଜ ବାହାଘରକୁ ପ୍ରତ୍ୟେକ ବ୍ୟକ୍ତି ଅଲଗା ଅଲଗା ଢଙ୍ଗରେ କରିବାକୂ ଚାହାନ୍ତି। ସାଧାରଣତଃ ବର କାର୍‌ କିମ୍ବା ଘୋଡ଼ାରେ ବସି କନିଆଁ ଘରକୁ...

ଛାତିଏ ପାଣି ଭିତରେ ଡ୍ରମ୍‌ରେ ପଶି ବୃଦ୍ଧ ପାରି ହେଉଛନ୍ତି ରାସ୍ତା

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟ କରୁଥିବା ବେଳେ କେତେକ ଭାବପ୍ରବଣ...

ସୁନାର ସାଫା

ରାଜସ୍ଥାନୀ ପୋଷାକରେ ସାଫା ବା ପଗଡ଼ିର ସ୍ଥାନ ସ୍ବତନ୍ତ୍ର। ଏହା ଏକ ପାରମ୍ପରିକ ପରିଧାନ । ପ୍ରାୟ ୭୦-୮୦ ବର୍ଷ ପୂର୍ବେ ରାଜପୁତମାନେ ସୁନାର ସାଫା...

ଗୋଟିଏ ଡାଳରେ ଏକାଥରକେ ଫଳାଇଛନ୍ତି ୮୩୯ ଟମାଟୋ , ବିଶ୍ୱ ରେକର୍ଡ ସୃଷ୍ଟି କଲେ ଏହି ବ୍ୟକ୍ତି

ବ୍ରିଟେନର ଜଣେ ବ୍ୟକ୍ତି ଗୋଟିଏ ଡାଳରେ ୮୩୯ ଟମାଟର ଫଳାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଇଂଲଣ୍ଡର ଷ୍ଟେନଷ୍ଟେଡ୍‌ ଆବଟସ୍‌ରେ ରହୁଥିବା ୪୩ ବର୍ଷୀୟ ଡଗ୍‌ଲସ...

ଆଜିର ଦିନରେ ଅନ୍ୟପାଇଁ ଉଦାହରଣ ଏସବୁ ପ୍ରେମକାହାଣୀ: ଶୁଣିଲେ ଆଖି ହେବ ଓଦା, ଖୁସିରେ ଭରିବ…

ପ୍ରେମ ଶାଶ୍ୱତ, ସୁନ୍ଦର ଓ ପବିତ୍ର। ଏଥିରେ ଥାଏ ପରସ୍ପର ପ୍ରତି କେବଳ ନିଚ୍ଛକ ଭଲପାଇବା। ଆଉ ଏହି ଭଲପାଇବା ଦେଖେନାହିଁ ଜାତି, ଧର୍ମ କି...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ...

ଗ୍ରେଟର ନୋଏଡ଼ା ଆକାଶରେ ଏଲିଅନ୍‌: ଲୋକେ ଆତଙ୍କିତ !

ନୋଏଡା, ୧୮।୧୦: ଆକାଶରେ ଲାଲ୍‌ ରଙ୍ଗର ଏଲିଅନ୍‌ ନେଇ ଉତ୍ତରପ୍ରଦେଶ ଗ୍ରେଟର ନୋଏଡ଼ା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଦଙ୍କୌର ଅଞ୍ଚଳର ପାରସୌଲ...

Advertisement
Archives

Model This Week