Posted inଫୁରସତ

ଏହି କାରଣ ଲାଗି ଅସୁବିଧାରେ ଥିଲା ୟୁପି ପୋଲିସ; ପିନ୍ଧିବାକୁ ପଡ଼ିଲା ଗାମୁଛା

ଶାହଜହାଁପୁର, ୨୪।୯: ଗାମୁଛା ଓ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ଅବସ୍ଥାରେ ଅପରାଧୀଙ୍କୁ ଧରିବାର ଅନେକ ଦୃଷ୍ଟାନ୍ତ ରହିଛି। କିନ୍ତୁ ସଂକ୍ଷିପ୍ତ ପୋଷାକ ପିନ୍ଧିଥିବା ପୋଲିସ ଟିମ୍‌ର ଏକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ପ୍ରଦେଶ (ୟୁପି)ର ଶାହଜହଁାପୁର ଜିଲାର କଲାନ ଥାନାର ପୋଲିସ ଟିମ୍‌କୁ ଏକ କାର୍ଯ୍ୟାନୁଷ୍ଠାନ ପାଇଁ ସଂକ୍ଷିପ୍ତ ପୋଷାକ ପିନ୍ଧିବାକୁ ପଡ଼ିଥିଲା। ଘଟଣାରୁ ଜଣାପଡ଼ିଛି ଯେ, ପୋଲିସକୁ ଏଭଳି ଏକ ସ୍ଥାନରେ ଚଢ଼ଉ କରିବାର ଥିଲା, ଯେଉଁଠିକୁ ନା କୌଣସି ଗାଡ଼ି ଯାଇପାରୁ ଥିଲା ନା ସେ ଯାଗାକୁ ରାସ୍ତା ଥିଲା। ନଦୀ ପାର ହେବାକୁ ଥିଲେ ମଧ୍ୟ ପୋଲ ନ ଥିଲା। ତେଣୁ ପୋଲିସ ଟିମ୍‌କୁ ଗାମୁଛା ଆଦି ସଂକ୍ଷିପ୍ତ ପୋଷାକ ପରିଧାନ କରିବାକୁ ପଡ଼ିଥିଲା। ଏହି ପୋଲିସ ଟିମ୍‌ ବୁଧବାର ରାତିରେ ନଦୀ ପାର୍‌ ହୋଇଥିଲା। ହାତରେ ସରକାରୀ ରାଇଫଲ୍‌, ରିଭଲଭର ଓ ଓ୍ବାର୍‌ଲେସ ସହିତ ପୋଲିସ ସେହି ଗ୍ରାମରେ ଚଢ଼ଉ କରିଥିଲା। ପୋଲିସ ଏହି ଚଢ଼ଉରେ ୨ଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବନ୍ଧୁକ ନିର୍ମାଣ ଲାଗି ଉଦ୍ଦିଷ୍ଟ ବିଭିନ୍ନ ଉପକରଣ ଜବତ କରିଥିଲା। ଅପରାଧୀଙ୍କୁ ବେଆଇନ ବନ୍ଧୁକ ଯୋଗାଇବା ଅଭିଯୋଗ ଏହି ୨ଜଣ ଲୋକଙ୍କ ନାମରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ରେଳଷ୍ଟେଶନ, ଯାହାର ପରିଚାଳନା ଦାୟିତ୍ୱ ନିର୍ବାହ କରିଥାନ୍ତି ଛୋଟ ପିଲା

ଯେକୌଣସି ଦେଶରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଏଥିମଧ୍ୟରୁ ରେଳପଥ ଅନ୍ୟତମ। ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ନିହାତି ଜରୁରୀ। ବିଶେଷକରି...

ଏହି ଗାଁର ଯୁବତୀମାନେ ଦେଖିବାକୁ ଖୁବ୍‌ ସୁନ୍ଦର, ହେଲେ ମିଳେନି ବରପାତ୍ର: କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ବିବାହ ପାଇଁ ଉପଯୁକ୍ତ ଯୁବକ ବା ଯୁବତୀ ନ ମିଳିବା ଏକ ସାଧାରଣ ସମସ୍ୟା। କିନ୍ତୁ ଏହି ସମସ୍ୟାଟି ସେତେବେଳେ ଘଟିଥାଏ ଯେତେବେଳେ ଯୁବକର ଭଲ...

ଦେଢ଼ କୋଟିରେ ପ୍ରେମିକଙ୍କୁ କିଣିଲେ

ନୂଆଦିଲ୍ଲୀ, ୬ା୧: ଜଣେ ବିବାହିତ ଯୁବକଙ୍କୁ ଦେଢ଼ କୋଟି ଟଙ୍କା ବଦଳରେ ତାଙ୍କ ସ୍ତ୍ରୀଙ୍କଠାରୁ କିଣି ନେଇଛନ୍ତି ପ୍ରେମିକା। ମଧ୍ୟପ୍ରଦେଶର ଭୋପାଳରେ ଏଭଳି ଘଟଣା ସୋସିଆଲ...

ସାନିଟାଇଜର୍‌ ଏମିତିବି…

ଏବେ ଆମ ଜୀବନ ସହ ସାନିଟାଇଜର୍‌୍‌ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଇଛି। ତେଣୁ ବଜାରରେ ବିଭିନ୍ନ କମ୍ପାନୀର ସାନିଟାଇଜର୍‌ ଉପଲବ୍ଧ ହେଉଛି। ତେବେ ଆବଶ୍ୟକତାକୁ ନଜରରେ...

କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା...

କୁକୁରର ହେଲା ଡିଏନ୍‌ଏ ଟେଷ୍ଟ, ଏହି କାରଣ ପାଇଁ ପୋଲିସ ନେଲା ଏମିତି ପଦକ୍ଷେପ

ହୋଶଙ୍ଗାବାଦ,୨୨ା୧୧: ସାଧାରଣତଃ କୁକୁର ତା’ର ମାଲିକଙ୍କୁ ସହଜରେ ଚିହ୍ନି ପାରିଥାଏ। ମାତ୍ର ଯେତେବେଳେ ଏଥିରେ ବ୍ୟତିକ୍ରମ ଘଟେ ସେତେବେଳେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ।...

ଅନ୍‌ଲାଇନ୍‌ରେ ଯୁବକ ମଗାଇଥିଲେ ସେଓ, ଆସିଲା ଏମିତି ଜିନିଷ; ଦେଖି ହେଲେ ଆଶ୍ଚର୍ଯ୍ୟ

ଯୁକ୍ତରାଷ୍ଟ୍ର ଆମେରିକାର ନିକ୍‌ ଜେମ୍ସ ନାମକ ଜଣେ ଯୁବକ ଟେସ୍କୋରୁ ଘର ପାଇଁ କିଛି ସାମଗ୍ରୀ ଅର୍ଡର କରିଥିଲେ। ଏହି ଘଣକରଣା ସାମଗ୍ରୀ ସହିତ ସେ...

ବିନା ସୁରକ୍ଷାରେ ଧରନ୍ତି ମହୁମାଛି

ମହୁମାଛି ଯାହାକୁ କାମୁଡିଛି ସେ ଜାଣିଛି ତା’ର ଯନ୍ତ୍ରଣା କିଭଳି। ସେଥିପାଇଁ ତ ମହୁଫେଣା ଭାଙ୍ଗିବାବେଳେ ଲୋକେ ସ୍ବତନ୍ତ୍ର ସୁଟ୍‌ ପିନ୍ଧିବା ସହ ହାତରେ ଗ୍ଲୋଭ୍‌ସ...

Advertisement
Archives

Model This Week