ମାତ୍ର ୮ ବର୍ଷ ବୟସରେ ପକ୍ଷାଘାତ ଯୋଗୁ ଅଚଳ ହୋଇଯାଇଥିଲା ଶରୀରର ଅଧା ଅଙ୍ଗ: ଏପରି ଲଢ଼ି ସୁସ୍ଥ ହୋଇଥିଲେ ବାବା ରାମଦେବ
ବର୍ତ୍ତମାନ ସମୟରେ ଯୋଗଗୁରୁ ବାବା ରାମଦେବଙ୍କୁ କିଏ ବା ନଜାଣେ। ଯୋଗ ଶିକ୍ଷା ହେଉ ଅଥବା ବ୍ୟବସାୟକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ରାମଦେବଙ୍କ ବ୍ୟକ୍ତିଗତ ଜୀବନ ବେଶ୍ ପ୍ରେରଣାଦାୟୀ। ହରିୟାଣାର ମହିନ୍ଦରଗଡ଼ ଜିଲାର ଏକ ଛୋଟ...
୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…
ବର୍ଲିନ୍, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ। ଜମାର୍ନୀର ଏକ ଚିଡ଼ିଆଖାନାରେ ୧୨ ବର୍ଷ ପରେ ମା’ ହାତୀ ପୁଅ ହାତୀକୁ...
ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା କୁକୁଡ଼ା: ପରେ କଲା ଏମିତି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁମ୍ଭୀର ଶୋଇଥିବା ବେଳେ କୁକୁଡ଼ା ତା’ ଉପରେ ଚଢ଼ିଯାଇଛି...
ଶାଓ୍ବାର ଅନ୍ କରି ଏମିତି ଗାଧୋଉଛି ପକ୍ଷୀ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...
ଜିମ୍ସେଣ୍ଟରରେ ବତକ: କରୁଛି ଏପରି ବ୍ୟାୟାମ
ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ...
ଆପଣଙ୍କ ଫୋନ୍ ଅନ୍ୟ କେହି ଦେଖୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ପାସ୍ଓ୍ବାର୍ଡ ନ ପଡ଼ି ମଧ୍ୟ ଖୋଲିବନି
ଆପଣ ନ ଥିବା ସମୟରେ ଆପଣଙ୍କ ଫୋନ୍ ଅନ୍ୟ କେହି ଦେଖୁଛନ୍ତି କି? ସେ ସାଙ୍ଗସାଥୀ ହୁଅନ୍ତୁ କି ଆଉ କେହି। ଏମିତି କି ଆପଣ ମଧ୍ୟ ସେମାନଙ୍କୁ ମନା ବି କରିପାରିବେନି ଯେ, ସେ ଆପଣଙ୍କ ଫୋନ୍ ଛୁଅନ୍ତୁ...
ପତଳା ଅଣ୍ଟା ପାଇଁ ବେଶ୍ ଚର୍ଚ୍ଚାରେ ଏହି ମହିଳା
ନାରୀର ତନୁପାତଳି ଅଣ୍ଟା ସମସ୍ତଙ୍କୁ ଆକର୍ଷିତ କରେ। ସେଇଥିପାଇଁ ତ ଏମିତି ଅଣ୍ଟା ପାଇବା ଲାଗି ଅନେକେ ଜିମ୍ ଯାଆନ୍ତି, ବିଭିନ୍ନ ବ୍ୟାୟାମ କରନ୍ତି। ନିକଟରେ ଜଣେ ମହିଳା ସୋସିଆଲ ମିଡିଆରେ ନିଜର ପତଳା ଅଣ୍ଟା ପାଇଁ ବେଶ୍ ଚର୍ଚ୍ଚାରେ...
ଶରୀର ବାହାରେ ପେଟ
କ୍ୟାମ୍ବ୍ରିଜ୍ରେ ରହୁଥିବା କୁନି ଝିଅ ଲୌରେଲ୍ ଜନ୍ମରୁ ହିଁ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର କାରଣ ହେଉଛି ତାଙ୍କ ଅଜବ ଶରୀର। ଜାଣି ଆଶ୍ଚର୍ଯ୍ୟ ହେବେ ଲୌରେଲ୍ ଜନ୍ମ ହେବା ପରେ ଦେଖିବାକୁ ମିଳିଲା ଯେ, ତାଙ୍କ ପେଟ, ଯକୃତ ଓ...
ଶିକ୍ଷା ପାଇଁ ତ୍ୟାଗ
ଗୁରୁଙ୍କୁ ସବୁବେଳେ ଉଚ୍ଚ ଆସନ ଦିଆଯାଇଛି। ଈଶ୍ୱର ଗୁରୁଙ୍କୁ ସୃଷ୍ଟି କରନ୍ତି। ମାତ୍ର ଗୁରୁ ହିଁ ଈଶ୍ୱରଙ୍କୁ ଈଶ୍ୱର ବୋଲି ଚିହ୍ନେଇଥାନ୍ତି। ଆମ ମହାଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱର ନ ହେଲେ ଈଶ୍ୱରଙ୍କଠୁ ବଡ଼ ଆସନ ଦିଆଯାଇଛି। ସେଥିଲାଗି କୁହାଯାଇଛି-...
ରବିବାର ହେଲେ ଖୋଜାପଡ଼େ ‘ରୟାଲ କ୍ଲବ’
ଦୁନିଆରେ ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି। କାହାକୁ ପ୍ରତିଦିନ ମିଳୁଛି ସ୍ବାଦିଷ୍ଟ ବ୍ୟଞ୍ଜନର ସମ୍ଭାର ତ ଆଉ କାହା ପାଇଁ ଦିନକୁ ଦୁଇଓଳି ଦୁଇମୁଠା ପେଟପୁରା ଖାଦ୍ୟ ବି ସ୍ବପ୍ନ। ଆଉ ଏମିତି ବି ଅନେକ ଦିନଦୁଃଖି ଅଛନ୍ତି ଯିଏ...
ଏହି ଦେଶରେ ଟିଭି ଦେଖିବା ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି
ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍ ନାହିଁ। ଖାଲି ଏତିକି ନୁହେଁ, ଏଠାରେ ସରକାରଙ୍କ ନିର୍ଦ୍ଦେଶରେ ସବୁକିଛି କରିବାକୁ ପଡ଼ିଥାଏ।...
ଦୁଇ ଯୁବକଙ୍କୁ ଗର୍ଭ ପରୀକ୍ଷା ପାଇଁ ପରାମର୍ଶ ଦେଲେ ଡାକ୍ତର, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ
ରୋଗରେ ପଡ଼ିଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼େ। ଡାକ୍ତର ଔଷଧ ଦେଲେ ଲୋକେ ସୁସ୍ଥ ହୋଇଥା’ନ୍ତି। କିନ୍ତୁ ଯଦି ଡାକ୍ତର ଭୁଲ ପ୍ରେସ୍କ୍ରିପ୍ସନ୍ ଲେଖନ୍ତି ତେବେ ରୋଗୀର ଅବସ୍ଥା ସଂଗୀନ ହୋଇପଡ଼େ। ସେହିପରି ଏକ ଘଟଣା ଘଟିଛି ଦୁଇ ଯୁବକଙ୍କ...
Archives


