Posted inଫୁରସତ

ବିଶ୍ୱର ସବୁଠୁ ଲମ୍ବା ଗୋଡ ଥିବା ଯୁବତୀ

ଆମେରିକାର ଟେକ୍ସାସରେ ରହୁଥିବା ୧୭ ବର୍ଷୀୟ ମ୍ୟାକି କ୍ୟୁରିନ ନିଜର ଲମ୍ବା ଗୋଡ ଯୋଗୁ ଗିନିଜ ୱାଲର୍‌ଡ ରେକର୍ଡ ହାସଲ କରିଛନ୍ତି। ୬ ଫୁଟ ୧୦ ଇଞ୍ଚ ଉଚ୍ଚତାର ମ୍ୟାକି ରୁଷିଆର ଏକାତେରିନା ଲିସିନାଙ୍କ ୫୨.୨ ଇଞ୍ଚ୍‌ ରେକର୍ଡ ଭାଙ୍ଗି ଏହି ରେକର୍ଡ ସୃଷ୍ଟି କରିଥିଲେ। ମ୍ୟାକି କ୍ୟୁରିନଙ୍କ ଡାହାଣ ଗୋଡର ଲମ୍ବ ୧୩୪.୩ ସେମି ଏବଂ ବାମ ଗୋଡର ଲମ୍ବ ୧୩୫.୩ ସେମି। ମ୍ୟାକି କହିଛନ୍ତି ଯେ, ଯେଉଁମାନଙ୍କର ଅସ୍ବାଭାବିକ ଶାରୀରିକ ଗୁଣ ରହିଛି ସେମାନେ ଲଜ୍ଜିତ ହେବା ଉଚିତ୍‌ ନୁହେଁ। ତୁମେ ନିଜକୁ ଲୁଚାଇବା ମଧ୍ୟ ଠିକ୍‌ ନୁହେଁ। ଯେଉଁ ମହିଳାମାନେ ଲମ୍ବା ଅଟନ୍ତି ଏହି ରେକର୍ଡ ସେମାନଙ୍କୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ମ୍ୟାକିଙ୍କ ମା କହିଛନ୍ତି ଯେ, ମ୍ୟାକି ପିଲାବେଳୁ ଅନ୍ୟ ପିଲାମାନଙ୍କ ଅପେକ୍ଷା ଲମ୍ବା ଥିଲେ। ସେ ମାତ୍ର ୧୮ ମାସ ହେବା ବେଳକୁ ୨ ଫୁଟ ୧୧ ଇଞ୍ଚ ଥିଲେ। ଲମ୍ବା ଗୋଡ ହେତୁ ମ୍ୟାକିଙ୍କର ମଧ୍ୟ ଅନେକ ସମସ୍ୟା ରହିଛି କିନ୍ତୁ ସେ ମଧ୍ୟ ସେଗୁଡ଼ିକର ଅନେକ ଲାଭ ଉଠାନ୍ତି ବୋଲି ସେ କହିଛନ୍ତି। ମ୍ୟାକିଙ୍କ ଉଚ୍ଚତା ତାଙ୍କ ମା ଏବଂ ଭାଇଙ୍କଠାରୁ ଅଧିକ। ସୋସିଆଲ ମିଡିଆରେ ସେ ମଧ୍ୟ ବହୁତ ଲୋକପ୍ରିୟ।


Enter your email to get our daily news in your inbox.

All Right Reserved By Dharitri.Com

ମୌସୁମୀ ପାଗର ମଜା ନେଉଛି ମାଙ୍କଡ଼

ଆଧୁନୀକ ଯୁବକ ମଣିଷଙ୍କ ପରି ପଶୁପକ୍ଷୀ ମଧ୍ୟ ସ୍ମାର୍ଟ ହୋଇଯାଇଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି। ଏକ ମାଙ୍କଡ଼ ମୌସୁମୀ ପାଗର...

ଓଲଟା ଗଛ

ସବୁ ଗଛ ଆକାଶ ଆଡ଼କୁ ବଢ଼ିଥାଏ। ଅର୍ଥାତ୍‌ ଚେର ଭୂମିକୁ ଜାବୁଡି ଧରିଥାଏ ଓ ତାହା ଉପର ଆଡ଼କୁ ବଢେ। କିନ୍ତୁ ରୋମରେ ଅଛି ଏଭଳି...

୨୨ ବର୍ଷ ପରେ ଘର ବାହୁଡ଼ିବେ ଭଗବାନ ମହାଦେବ…

ଜୟପୁର, ୩୦।୭: ରାଜସ୍ଥାନରେ ୨୨ ବର୍ଷ ପରେ ଭଗବାନ ମହାଦେବ ଘରକୁ ବାହୁଡ଼ିବେ। ୧୯୯୮ରେ ରାଜ୍ୟର ଚିତୋରଗଡ଼ସ୍ଥିତ ବରୋଲିର ଘାଟଶ୍ୱର ମନ୍ଦିରରୁ ମହାଦେବଙ୍କ ନବମ ଶତାବ୍ଦୀର...

କୁନି ଝିଅର ଆଖି ଲାଖିଯିବା ପରି ସାଇକେଲ ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ…

ଛୋଟ ପିଲାମାନେ କଣ୍ଢେଇ କିମ୍ବା ଖେଳନା ସହିତ ଖେଳିବାକୁ ବେଶି ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନେ ଖେଳନା କିଣିବା ପାଇଁ ବେଳେବେଳେ ମା-ବାପାଙ୍କୁ ବିରକ୍ତ ବି...

ଏମିତି ଦେଶ : ଯେଉଁଠି ନାହିଁ ଏଟିଏମ୍‌, ସିମ୍‌କାର୍ଡ ପାଇଁ ବି ନେବାକୁ ପଡ଼େ ସରକାରଙ୍କ ଅନୁମତି

ଆଜିକାଲି ଗ୍ରାମାଞ୍ଚଳରେ ସମସ୍ତ ସୁବିଧା ଉପଲବ୍ଧ ହେଉଥିବାବେଳେ ଆଫ୍ରିକାର ଇରିଟ୍ରିଆ କିନ୍ତୁ ଆଧୁନିକତାଠାରୁ ବହୁ ଦୂରରେ। ହାତପାହାନ୍ତାରେ ଲୋକେ ସବୁ ସୁବିଧା ପାଉଥିବାବେଳେ ଇରିଟିଆରେ ଏଟିଏମ୍‌...

୬୨ ତମ ଜନ୍ମଦିନରେ ୬୨.୪ କିଲୋମିଟର ଦୌଡିଲେ ବରିଷ୍ଠ ନାଗରିକ: ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୭: ଅନେକେ କହିଥାଆନ୍ତି ବୟସ ହେଉଛି ଏକ ସଂଖ୍ୟା। ଏମିତି ଚିନ୍ତାଧାରା ରଖିଥିବା ଲୋକେ ଯୁବାବସ୍ଥାରେ ଯାହା ନ କରିପାରି ଥାଆନ୍ତି ତାହା ୬୦ ବର୍ଷ...

୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…

ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...

କୁକୁରର ଜୀବନ ବଞ୍ଚାଇଲେ ଡାକ୍ତର, ଧନ୍ୟବାଦ ଦେବାକୁ ମାଲିକ ଖର୍ଚ୍ଚ କଲେ ୪୨ କୋଟି

ଓ୍ବାଶିଂଟନ୍‌: ପୋଷା ଜୀବଜନ୍ତୁ ଅନେକ ସମୟରେ ମାଲିକଙ୍କ ଜୀବନ ରକ୍ଷା କରିଥିବା ଉଦାହରଣ ରହିଛି। ସେହିପରି ମାଲିକମାନେ ମଧ୍ୟ ପାଳିତ ପଶୁପକ୍ଷୀଙ୍କୁ ବହୁତ ସ୍ନେହ ଆଦର...

Advertisement
Archives

Model This Week