ହେଡ୍‌ଫୋନରେ ଲୁଚିଥିଲା ବୁଢ଼ିଆଣୀ, ଗୀତ ଶୁଣିବା ପାଇଁ କାନରେ ଲଗାଇଲେ ମହିଳା, ଆଉ ତାପରେ…

କାନବେରା, ୧୬।୧୦: ଅଷ୍ଟ୍ରଲିଆର ଓଲି ଥର୍ଷ୍ଟ ନାମକ ଜନୈକା ମହିଳା ପ୍ଲମ୍ବର ଗୀତ ଶୁଣିବା ପାଇଁ ନିଜର ହେଡଫୋନକୁ କାନରେ ଲଗାଇଥିଲେ। ଏହାର କିଛି ସମୟ ପରେ କାନ ସଲିବା ସେ ଅନୁଭବ କଲେ। ଯେତେବେଳେ ସେ ହେଡଫୋନକୁ କାନରୁ କାଢ଼ି ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ। ହେଡଫୋନରେ ଲାଗିଥିବା ନରମ ରବର ଭିତରେ ଏକ ବୁଢ଼ିଆଣୀ ପଶି ରହିଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏ ନେଇ ଓଲି କୁହନ୍ତି, ହୋଡ୍‌ଫୋନ୍‌ ଲଗାଇବା ପରେ କାନ ସଲିବା ମୁଁ ଅନୁଭବ କଲି। ଏହା ପରେ କାଢ଼ି ଯେତେବେଳେ ଦେଖିଲି, ଏକ ବୁଢ଼ିଆଣି ହେଡଫୋନରୁ ବାହାରକୁ ଆସିବାକୁ ଚେଷ୍ଟା କରୁଥିଲା। ଏହି ଭିଡିଓ ଭାଇରାଲ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ବୁଢ଼ିଆଣୀ ମଣିଷ ପାଇଁ ବିପଦଜନକ ନୁହେଁ ବୋଲି ଅଧିକାଂଶ ଲୋକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ କିଣିବ ହୁମୁରୀ ତାମ୍ପରା

କୃତିକ ସୌନ୍ଦର୍ଯ୍ୟରେ ଭରପୂର ତଥା ସୁବିସ୍ତୀର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁୁରୀ ତାମ୍ପରା ହ୍ରଦ ଗଞ୍ଜାମ ଜିଲା ଛତ୍ରପୁରଠାରୁ ୨ କି.ମି. ଦୂରରେ ଅବସ୍ଥିତ ା ହ୍ରଦର...

ଡବ୍ଲ୍ୟୁଏଚ୍‌ଓ ମୁଣ୍ଡରେ ଦୋଷ ଲଦିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୦।୪: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)କୁ ଦୋଷ ଦେଇଛନ୍ତି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ...

ଖବରକାଗଜ ଖଣ୍ଡରୁ ଟ୍ରେନ୍‌ ପ୍ରସ୍ତୁତ କଲେ ବାଳକ, ପ୍ରଶଂସା କଲା ରେଳ ମନ୍ତ୍ରାଳୟ

ଦେଶରେ କରୋନା ସଂକ୍ରମଣକୁ ନେଇ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିଲା। ଫଳରେ ଲୋକମାନେ ନିଜ ନିଜ ଘରେ ରହିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ କିଛି...

କରୋନାର ଦୋହରା ମାଡ଼: ପୁଣି ଲକ୍‌ଡାଉନ୍‌ !

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୯।୯: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁନି। ଏବେ କେତେକ ଦେଶରେ କରୋନାର ଦୋହରା ମାଡ଼ ଆରମ୍ଭ ହୋଇଛି। ଫଳରେ ପୁଣି...

ଏମତିି ଟୋପି ଗରମ ହେଲେ ଚାଲିବ ଫ୍ୟାନ ରାତିରେ ଜଳିବ ଲାଇଟ୍‌

ଶିମଲା,୨୫।୬: ସାରା ଦେଶରେ ଗୀଷ୍ମର ଲହରୀ ଜାରି ରହିଛି। ଏଥିଯୋଗୁ ପ୍ରବଳ ଗରମ ମଧ୍ୟ ଅନୁଭୂତ ହେଉଛି। ବାହାରକୁ ଗଲେ ଟାଣ ଖରା ଓ ଗୁଳଗୁଳିରେ...

ଯୁଦ୍ଧରେ ଶାନ୍ତିର ନାୟିକା

ଆଫଗାନିସ୍ତାନକୁ ସ୍ତବ୍ଧ କରିଦେଇଛି ୩ ମହିଳା ଗଣମାଧ୍ୟମ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା। ତେଣୁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି...

୯ ମାସ ପରେ ଖୋଲିଲା ଇଫେଲ୍‌ ଟାଓ୍ବାର

ପ୍ୟାରିସ୍‌, ୧୬।୭: କରୋନା ମହାମାରୀ ଯୋଗୁ ୯ ମାସ ହେଲା ବନ୍ଦ ରହିଥିବା ଇଫେଲ୍‌ ଟାଓ୍ବାର ଶୁକ୍ରବାର ଖୋଲିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଟାଓ୍ବାର...

ମହିଳାଙ୍କ ଶେଷ ଇଚ୍ଛା ପୂରଣ ପାଇଁ ଜୀବନ ଦେଲା ପୋଷା କୁକୁର

ଓ୍ବାଶିଂଟନ,୩୧।୫: ଆମେରିକାର ଭର୍ଜିନିୟାରୁ ଏମିତି ଏକ ଖବର ଆସିଛି ଯେଉଁଠି ଜୀବନ, ମୃତ୍ୟୁ, ଜିଦ୍‌ ଆଉ ଇଚ୍ଛାର ଏକ ମିଶ୍ରଣ ଦେଖିବାକୁ ମିଳିଛି। ଜଣେ ମହିଳା...

Advertisement


Archives

Model This Week

Why Dharitri