Posted inଫୁରସତ

୭୦ ଚଢ଼େଇ ବଜାଉଛନ୍ତି ଗୀଟାର, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଚଢ଼େଇଙ୍କ କିଚିରିମିଚିରି ଶବ୍ଦ ନିଶ୍ଚିତ ଶୁଣିଥିବେ। ଚଢ଼େଇମାନଙ୍କ ଏହି ଶବ୍ଦ ବେଶ୍‌ ମନମୁଗ୍ଧକର। ମାତ୍ର ଚଢ଼େଇ କେବେ ଗୀଟାର ବଜାଇବା ଶୁଣିଛନ୍ତି କି? ଯଦି ନା ତେବେ ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଗୋଟିଏ କି ଦୁଇଟି ନୁହଁ, ଏକାସାଙ୍ଗରେ ୭୦ ଚଢ଼େଇ ଗୀଟାର ବଜାଇ ଗୀତ ଗାଉଛନ୍ତି।
ଏହି ଭିଡିଓକୁ ଟୁଇଟର ୟୁଜର @thegallowboob ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ‘୭୦ ଚଢ଼େଇ ଖୁବ୍‌ ସୁନ୍ଦର ଭାବରେ ରାଣ୍ଡମ୍‌ ସିଙ୍କ୍ରୋନାଇଜେଶନରେ ଗୀଟାର ବଜାଉଛନ୍ତି। ଯାହା ମୋର ଖୁବ୍‌ ପସନ୍ଦ।

ଭିଡିଓରେ ଦେଖିବାକୁ ମିଳିଛି ଏକ ବଡ଼ ହଲ୍‌ରେ ଗୀଟାରଟିଏ ରଖାଯାଇଛି। ପାଚେରିରେ ଚଢ଼େଇଙ୍କ ପାଇଁ ଗୋଟିଏ ଗୋଟିଏ କଣା କରାଯାଇଛି। ଯେଉଁଥିରେ ଚଢ଼େଇମାନେ ଆସି ଗୀଟାର ଉପରେ ବସିଯାଉଛନ୍ତି। ଏହା ପରେ ମୁଭ୍‌ମେଣ୍ଟରେ ସାଉଣ୍ଡ୍‌ କରୁଛନ୍ତି। ଏହି ଦୃଶ୍ୟ ଦେଖିଲେ ଯାଇ ବିଶ୍ୱାସ କରିହେବ।
୧୬ ଅକ୍ଟୋବରରେ ଶେୟାର ହୋଇଥିବା ଏହି ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୧୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ୮୩ ହଜାରରୁ ଊର୍ଦ୍ଧ୍ୱ ଲାଇକ୍‌ ମିଳିଛି। ୨୦.୮ ଲକ୍ଷରୁ ଅଧିକ ଲୋକ ରିଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଚେନ୍‌ ଗିଳିଦେଲେ ଚୋର, ପେଟରୁ ଚେନ୍‌ ବାହାର କରିବା ପାଇଁ ଏମିତି ଉପାୟ ଖୋଜିଲା ପୋଲିସ

ବିକାନେର,୨୫।୮: ପୋଲିସକୁ ଚକ୍‌ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ। କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ...

ଏହି ଗାଁର ୮୦ ପ୍ରତିଶତ କୃଷକ କୋଟିପତି

ମହାରାଷ୍ଟ୍ର ଯଦିଓ ଶୁଖିଲା ପ୍ରଭାବିତ ରାଜ୍ୟ ଭାବେ ପରିଚିତ, ତଥାପି ଏଠାରେ ଏଭଳି ଏକ ଗାଁ ରହିଛି। ଯେଉଁଠାରେ କୃଷକମାନେ ନିଜ ଭାଗ୍ୟ ନିଜେ ପରିବର୍ତ୍ତନ...

ଏହି ମନ୍ଦିରକୁ କାହିଁକି ଯାଆନ୍ତିନି ରାଜ ପରିବାରର ସଦସ୍ୟ: ଜାଣନ୍ତୁ ଏହା ପଛରେ କ’ଣ ରହିଛି ରହସ୍ୟ

କାଠମାଣ୍ଡୁ,୩୦।୬: ଭାରତ ଓ ନେପାଳ ମଧ୍ୟରେ ଗତ କିଛି ଦିନରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିନ୍ତୁ ଏହି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ପ୍ରଥମ ଦେଖାରେ ସୋନିଆଙ୍କ ପ୍ରେମରେ ପଡ଼ିଥିଲେ ରାଜୀବ ଗାନ୍ଧୀ, ଜାଣନ୍ତୁ କେମିତି ଆରମ୍ଭ ହୋଇଥିଲା ପ୍ରେମ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ। ସେ ୨୦ ଅଗଷ୍ଟ ୧୯୪୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୧୯୯୧ ନିର୍ବାଚନ...

କରୋନାରୁ ବର୍ତ୍ତିବା ପାଇଁ ଏଭଳି ମାସ୍କ ପିନ୍ଧିଲେ ବ୍ୟକ୍ତି

ପୁଣେ,୪।୭: ଦେଶରେ କରୋନା ଭାଇରସ୍‌ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏହାକୁ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମୂଳକ କାର୍ଯ୍ୟ ଗ୍ରହଣ...

ଚାହୁଁ ଚାହୁଁ ମାଟିରେ ମିଶିଗଲା କୂଅ: ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତା...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ମନେ ପକାଇଲା ଡୁଡ୍‌ଲ

ଗୁଗଲ ମଙ୍ଗଳବାର ଦିନ ପ୍ରସିଦ୍ଧ ଭାରତୀୟ ଅଭିନେତ୍ରୀ ଜୋହରା ସେହଗାଲଙ୍କୁ ସ୍ମରଣ କରି ଏକ ଡୁଡ୍‌ଲ କରିଛି। ସେହଗାଲ ଦେଶର ପ୍ରଥମ କଳାକାରମାନଙ୍କ ମଧ୍ୟରୁ ଜଣେ...

ଯେଉଁ ସମୁଦ୍ରରେ ମଣିଷ ବୁଡେ ନାହିଁ

ଦୁନିଆରେ ଏମିତି ଅନେକ କିଛି ଘଟଣା ରହିଛି, ଯାହା ବିଷୟରେ ଅଧିକାଂଶ ଲୋକ ଅଜ୍ଞ। ଏମିତି ଘଟଣା ରହିଛି ଏକ ସମୁଦ୍ରକୁ ନେଇ, ଯେଉଁଠାରେ ବିନା...

Coronavirus Update

Archives

Model This Week

Why Dharitri