ମହିଳା ଅନ୍‌ଲାଇନ୍‌ରେ ଅର୍ଡର କରିଥିଲେ ଚିକେନ ନଗେଟ୍‌ : ପ୍ୟାକେଟରେ ଥିଲା ଏମିତି କିଛି…

ଯଦି ଅନ୍‌ଲାଇନ୍ରେ‌ କିଛି ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଲିଡ୍‌ସ୍‌, ଇଂଲଣ୍ଡର ଲିଲି ଡେଣ୍ଟନ ନାମକ ମହିଳା ଅନ୍‌ଲାଇରେ ଏକ ସାଇଡ୍‌ରୁ ଚିକେନ ନଗେଟ୍‌ସ ଅର୍ଡର କରିଥିଲେ। ଏହା ଘରେ ପହଞ୍ଚିବା ପରେ ଲିଲି ନିଜେ ଖାଇବା ସହ ତାଙ୍କର ୩ ବର୍ଷର ଝିଅକୁ ମଧ୍ୟ ଦେଇଥିଲେ। ଏହାକୁ ଅଧା ଖାଇବା ପରେ ଲିଲି ତା ଭିତରୁ ଲାଲ ଏବଂ ବାଦାମୀ ରଙ୍ଗର କିଛି ଥିବା ଦେଖିବାକୁ ପାଇଲେ। କିଛି ସମୟ ପରେ ସେ ଅସୁସ୍ଥ ହୋଇ ପଡ଼ିଲେ। ତାଙ୍କର ପେଟ କାଟିବା ସହ ବାନ୍ତି ହୋଇଥିଲା। ତାଙ୍କ ୩ ବର୍ଷର ଝିଅର ମଧ୍ୟ ବାନ୍ତି ହୋଇଥିଲା। ତୁରନ୍ତ ଲିଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଡାକ୍ତରଙ୍କ କହିବାନୁସାରେ, ସେ ଡାଇରିଆରେ ପୀଡିତ ହୋଇଛନ୍ତି। ଚିକେନ ନଗେଟ୍‌ସ ଖାଇବା ପରେ ତାଙ୍କ ଶରୀରରୁ କ୍ୟାମ୍ପିଲୋବ୍ୟାକ୍ଟର ମିଳିଥିଲା, ଯାହାକି ଖାଦ୍ୟ ବିଷାକ୍ତ ପାଇଁ ଦାୟୀ। ଏହା ଜାଣିବା ପରେ ଉକ୍ତ ଅନ୍‌ଲାଇନ୍‌ ସାଇଡ୍‌ର ମ୍ୟାନେଜର ଲିଲିଙ୍କୁ କ୍ଷମା ମାଗିଥିଲେ। ମାତ୍ର ଲିଲି ଆଉ କେବେ ଅନ୍‌ଲାଇନ୍‌ରୁ କିଛି ଖାଦ୍ୟ ଅର୍ଡର କରିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେନା ପ୍ରତ୍ୟାହାର କରୁ ରୁଷିଆ

କ୍ୱିଭ୍‌, ୧।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ସୋମବାର ୫ମ ଦିନରେ ପହଞ୍ଚିଛି। ଯୁଦ୍ଧ ଭିତରେ ଉଭୟ ଦେଶ ବେଲାରୁଷ ସୀମାସ୍ଥିତ ଗୋମେଲରେ ଆୟୋଜିତ ଉଚ୍ଚସ୍ତରୀୟ...

ଯୁଦ୍ଧ ପାଇଁ ପ୍ରସ୍ତୁତି: ବ୍ରିଟେନ୍‌ ତିଆରି କରିବ ୮୦ ନୂଆ ପରମାଣୁ ବୋମା

ଲଣ୍ଡନ,୧୭।୩: ଚାଇନା ସହିତ ବ୍ରିଟେନର ବିବାଦ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ ୮୦ ନୂଆ ପରମାଣୁ ବୋମା ତିଆରି କରିବାକୁ ଯୋଜନା...

ପଦ ଛାଡ଼ିଲେ ଏନ୍‌ଏସ୍‌ଓ ସିଇଓ

ଜେରୁଜେଲମ, ୨୨ା୮: ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକାରୀ କମ୍ପାନୀ ଏନ୍‌ଏସ୍‌ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଶାଲେଭ ହୁଲିଓ ପଦ ଛାଡ଼ିଛନ୍ତି। ଏନ୍‌ଏସ୍‌ଓରେ ହୋଇଥିବା ଅଦଳବଦଳ...

କ୍ୱାରାଣ୍ଟାଇନ୍‌କୁ ନମାନି ଜରିମାନା ଦେଲେ ୫୦ ହଜାରରୁ ଅଧିକ ଲୋକ

ରୋମ୍‌,୨୨।୩: ଇଟାଲିରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଫଳରେ ସରକାରୀ ଆଇନକୁ ମାନି ସାଢ଼େ ୬ କୋଟି ଲୋକ ବାଧ୍ୟ ହୋଇ ଘରେ ରହିଛନ୍ତି।...

ଗୋଟିଏ ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି ୫ ଭାଇ

ସିରମୋର,୧୩।୫: ଦମ୍ପତିଙ୍କ ପାଇଁ ବିବାହ ବାର୍ଷିକୀର ସ୍ବତନ୍ତ୍ର ମହତ୍ତ୍ୱ ରହିଥାଏ। ଏହାକୁ ପାଳନ କରିବାଲାଗି ସଭିଏଁ ପ୍ରୟାସ ମଧ୍ୟ କରିଥାନ୍ତି। ତେବେ ୫ ଭାଇଙ୍କ ବିବାହ...

‘ମୋତେ ଭାରତ ପଠାଇଦିଅ’

ଇସ୍‌ଲାମାବାଦ୍‌, ୧ା୬: ‘ଭଲ ଭାବେ ବଞ୍ଚିବା ପ୍ରତିଶ୍ରୁତି ପାଇ ଦେଶ ବିଭାଜନବେଳେ ଭାରତରୁ ପାକିସ୍ତାନ ଆସିଥିଲି। କିନ୍ତୁ ନିଜ ଘର ମାଫିଆଙ୍କ କବଳରୁ ମୁକୁଳାଇବା ପାଇଁ...

ତାଇଓ୍ବାନ ଆକାଶ ମାର୍ଗ ସୀମା ଉଲ୍ଲଂଘନ କଲେ ୧୯ ଚାଇନା ଯୁଦ୍ଧ ବିମାନ…

ତାଇପେ,୧।୩ : ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଦାବି କରିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଏହାର ବାୟୁ ପ୍ରତିରକ୍ଷା ଜୋନ୍‌ ରେ ୧୯...

ଡାକ୍ତରଙ୍କ ବିବାହ ଫଟୋ ଶେୟାର କରିଦେଲେ ସ୍ତ୍ରୀ: ପରେ ୨ ଗର୍ଲଫ୍ରେଣ୍ଡ…

ରାଞ୍ଚି,୧୦।୬: ଝାଡଖଣ୍ଡର ରାଞ୍ଚିସ୍ଥିତ ରିମ୍ସ ହସ୍ପିଟାଲର ଜଣେ ଡାକ୍ତର ପ୍ରେମ ବ୍ୟାପାରକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଡାକ୍ତରଙ୍କ ମୋବାଇଲ୍‌ ଚ୍ୟାଟ୍‌ ଦେଖି ତାଙ୍କ ସ୍ତ୍ରୀ ବିବାହ...

Advertisement
Archives

Model This Week