ମହାକାଶ ସଫେଇ ଅଭିଯାନ: ୨୦୨୫ରେ ପଠାଯିବ ସ୍ବତନ୍ତ୍ର ଉପଗ୍ରହ
ବେର୍ନ,୨୮।୧୧: ମହାକାଶରେ ଧୀରେଧୀରେ ଆବଜର୍ନା ବଢ଼ିବାରେ ଲାଗିଛି। ବିଭିନ୍ନ ଦେଶର ମହାକାଶ ଯୋଜନା ଅନ୍ତର୍ଗତ ପଠାଯାଉଥିବା ଉପଗ୍ରହ ଏବଂ ଅନ୍ୟ ସର୍ଭେଲାନ୍ସ୍ ପଦାର୍ଥ ଅକାମୀ ହେବା ପରେ ଏଠାରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆ ମହାକାଶ ଗବେଷଣା କ୍ଷେତ୍ରରେ…
ସବୁଠୁ ଦାମୀ ବ୍ୟାଗ୍, ଏହା ବଦଳରେ କିଣି ହେବ ବିଳାସପୂର୍ଣ୍ଣ ଘର ସହ ୧୦ କାର୍
ଇଟାଲୀର ଏକ ବିଳାସପୂର୍ଣ୍ଣ ବ୍ରାଣ୍ଡ୍ ବିଶ୍ୱର ସବୁଠୁ ଦାମୀ ବ୍ୟାଗକୁ ଡିଜାଇନ କରିଛି। କମ୍ପାନୀ ଏହି ବ୍ୟାଗ୍ କିଛିଦିନ ତଳେ ଲଞ୍ଚ କରିଛି। ଏହି ବ୍ୟାଗର ମୂଲ୍ୟ ହଜାରେ କି ଲକ୍ଷେ ନୁହଁ, ୫୩ କୋଟି ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ…
ପାହାଡ଼ରେ ଭରି ରହିଛି ହୀରା: ଖୋଲିବା ଆରମ୍ଭ କଲେ ଲୋକେ, ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର
କୋହିମା,୨୮।୧୧: ନାଗାଲାଣ୍ଡରେ ଏବେ ହୀରା ଲୋଭରେ ଲୋକେ ଏକ ପାହାଡ଼କୁ ଖୋଳିବା ଆରମ୍ଭ କରିଛନ୍ତି। ମୋନ୍ ଜିଲାର ଓ୍ବାନଚିଙ୍ଗ୍ ଗାଁରେ ଥିବା ପାହାଡ଼ରେ ହୀରା ମିଳୁଥିବାଖବର ପ୍ରଚାର ହୋଇଥିଲା। ପ୍ରଥମେ କେତେକ ଗାଁ ଲୋକେ ପାହାଡ଼ ଖୋଲିବା ଆରମ୍ଭ କରିଥିଲେ। ଏବେ…
ମୃତବ୍ୟକ୍ତିଙ୍କୁ ବିବାହ
ନୂଆଦିଲ୍ଲୀ: ମୃତ ବ୍ୟକ୍ତିଙ୍କୁ ପୁଣି ବିବାହ କେମିତି କରିହେବ ଏକଥାକୁ ଭାବିବା ବି କଷ୍ଟକର। କିନ୍ତୁ ଏଭଳି ଅଜବ ଘଟଣା ଦେଖିବାକୁ ମିଳେ ଫ୍ରାନ୍ସରେ। ଏଠାରେ ଏଭଳି ବିବାହ ନିମନ୍ତେ ସରକାର ଆଇନ ବି କରିଛନ୍ତି। ସମଗ୍ର ୟୁରୋପରେ ଫ୍ରାନ୍ସର ସୌନ୍ଦର୍ଯ୍ୟ…
ଆମେରିକା ହ୍ବାଇଟ୍ ହାଉସ୍ କିଚେନ୍: ରାଷ୍ଟ୍ରପତି ବଦଳିଲେ ବଦଳେ ମେନୁ
ଓ୍ବାଶିଂଟନ୍: ସରିଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ହରାଇ ବାଜି ମାରିଛନ୍ତି ଡେମୋକ୍ରାଟିକ୍ ପାର୍ଟିର ନେତା ଜୋ ବାଇଡେନ୍। ନବନିଯୁକ୍ତ ରାଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ପ୍ରସ୍ତୁତ ହ୍ବାଇଟ୍ ହାଉସ୍ । ସୁରକ୍ଷା ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଆମେରିକାର ରାଷ୍ଟ୍ରପତି ଭବନକୁ…
ମାସ୍କରେ ରହିବ ପଲିପ୍ରୋପାଇଲିନ୍ ଫିଲ୍ଟର
ଓଟାଓ୍ବା, ୨୮।୧୧: କରୋନା ସଂକ୍ରମଣ ରୋକିବା ଲାଗି ଏବେ କପଡ଼ା ପ୍ରସ୍ତୁତ ଫେସ୍ ମାସ୍କରେ ପଲିପ୍ରୋପାଇଲିନ୍ କପଡ଼ାର ତୃତୀୟ ସ୍ତର ରଖିବା ଲାଗି କାନାଡାର ଜନସ୍ବାସ୍ଥ୍ୟ ସଂସ୍ଥା ସୁପାରିସ କରିଛି। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫେସ୍ ମାସ୍କରେ ଅତିରିକ୍ତ ସ୍ତର…
ସାପ ସହ ଲଢି ନିଜ ଛୁଆକୁ ରକ୍ଷା କଲା ମା’ ମୂଷା: ଦେଖନ୍ତୁ ଭିଡିଓ
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ମା’ ମୂଷା ସାପ ସହ ଲଢି କିପରି ନିଜ ଛୁଆର ଜୀବନ ବଞ୍ଚାଇଛି ସେହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଏକ ସାପ ମୂଷା ଛୁଆକୁ…
ଏହି କାରଣ ପାଇଁ ବଦଳିଗଲା ନର୍ସଙ୍କ ସୁନ୍ଦର ଚେହେରା, ଜାଣିଲେ ହେବେ ଆଶ୍ଚର୍ଯ୍ୟ
ସମଗ୍ର ବିଶ୍ୱରେ ୧୦ ମାସରୁ ଊର୍ଦ୍ଧ୍ୱ ହେବ କରୋନା ମହାମାରୀ ଆତଙ୍କ ଖେଳାଇ ଚାଲିଛି। ଏଥିପାଇଁ ଡାକ୍ତର ଏବଂ ନର୍ସମାନେ ଦିନରାତି ଏକକରି ରୋଗୀଙ୍କୁ ସେବା ଯୋଗାଉଛନ୍ତି। ତେବେ ଡାକ୍ତର ଏବଂ ନର୍ସମାନେ ନିଜର ସୁରକ୍ଷା ପାଇଁ ଡାକ୍ତରଖାନାରେ ଘଣ୍ଟା ଘଣ୍ଟା…
ପେଣ୍ଟିଂ ମାଛ ଖାଇବା ପାଇଁ ଚେଷ୍ଟା କରି ବିଲେଇ ବିଫଳ, ରାଗିକି ଦେଲା ଏମିତି ପ୍ରତିକ୍ରିୟା; ଭାଇରାଲ ହେଉଛି ଫଟୋ
ଚାଇନାର ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ନିର୍ବୋଧ ବିଲେଇ ମାଛ ଖାଇବାକୁ ଚେଷ୍ଟା କରି ବିଫଳ ହେଉଛି। ଆଉ ତା’ ପରେ ଯେତେବେଳେ ଏହା ନକଲି ବୋଲି ଜାଣୁଛି ସେତେବେଳେ ରାଗିକି ଏମିତି କିଛି ଘଟାଇଛି ଯାହା ଦେଖିଲେ…
ଏହି କାରଣରୁ ଆଜି ବି ଲାଗିରହିଛି ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା
ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ବିଷୟରେ ଆପଣ ଶୁଣିଥିବେ ନିଶ୍ଚିତ। ମାତ୍ର ଜାଣିଛନ୍ତି କି, ଏହି ଦେଶ ପୂର୍ବରୁ ଗୋଟିଏ ଦେଶ ଥିଲା। ଯେମିତି ଭାରତ ଏବଂ ପାକିସ୍ତାନ ବିଭାଜିତ ବିଭାଜିତ ହୋଇ ଦୁଇଟି ଦେଶ ହୋଇଛନ୍ତgି। ଠିକ୍ ସେମିତି…
ନିଶାସେବନକୁ ଦୀର୍ଘ ଜୀବନର କାରଣ କହି ଚର୍ଚ୍ଚାରେ ଚାଇନାର ଏହି ୧୦୦ ବର୍ଷୀୟ ବୃଦ୍ଧ: ଦୈନିକ ଜୀବନଚର୍ଯ୍ୟା ଏଭଳି..
ନିଶାସେବନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ସିଗାରେଟଠାରୁ ଆରମ୍ଭ କରି ଅନ୍ୟ ନିଶାଜାତୀୟ ଦ୍ରବ୍ୟକୁ ନିୟମିତ ସେବନ କରିବା ଦ୍ୱାରା ଏହା ଅଭ୍ୟାସରେ ପରିଣତ ହୋଇଥାଏ। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରକାର ରୋଗର କାରଣ ମଧ୍ୟ ପାଲଟେ। ହେଲେ ଚାଇନାର ଜଣେ ବ୍ୟକ୍ତି ଅଜବ…
ଜେଜେମା’ଙ୍କ ଇଛା ପୂରଣ କଲେ ନାତି: ହେଲିକପ୍ଟରରେ ନବବଧୁଙ୍କୁ ଗାଁକୁ ଆଣିଲେ ବର
ଘରର ବଡ଼ ମାନଙ୍କର ଇଛା ପୂରଣ କରିବା ସାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ। ତେବେ ଏହା କରିବା ତାଙ୍କ ପ୍ରତି ଏକ ସମ୍ମାନ ଜଣାଇବା ସଦୃଶ। ତେବେ ଜେଜେମା’ଙ୍କ ଇଛାର ମାନ ରଖି ତାଙ୍କର ୨ଜଣ ନାତି ଏକ ନିଆରା…

