ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ
ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ ସୁନା ଖୋଜିବାରେ ଲାଗିପଡ଼ିଛନ୍ତି। ଶନିବାର କିଛି ଲୋକ ସୁନା ଖୋଜିବା ପାଇଁ ପୂର୍ବ ଗୋଦାବରୀର…
ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…
ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ। ଗ୍ରହଣ…
ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!
ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା । ଆଉ ଏବେ ସେହି ମହିଳା ୭ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକାଣି ପାଲଟି…
ଗୋବର ଯୁଦ୍ଧ
କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି। କାରଣ ଦୀପାବଳିକୁ ସେମାନେ ଏକ ଭିନ୍ନ ଧରଣରେ ପାଳନ କରି ସେହିଦିନର ଅନ୍ତ କରନ୍ତି।…
ଆମାଜନ ରହସ୍ୟ ‘ଥର୍ମାଲ ରିଭର’
ଲିମା: ପୃଥିବୀର ଏକ ଅବୁଝା ରହସ୍ୟ ଆମାଜନ ଜଙ୍ଗଲ। ହଜାର ହଜାର ଏକର ଜମିରେ ପରିବ୍ୟାପ୍ତ ଏହି ଘଞ୍ଚ ଜଙ୍ଗଲର ଅନେକ ଅଂଶ ଆଜି ବି ଅପହଞ୍ଚ ହୋଇ ରହିଛି। ୯ ଦେଶର ସୀମା ସହିତ ଜଡ଼ିତ ବିଶାଳ ଆମାଜନ ନଦୀ…
ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଭିଡ଼ିଓ ଦେଖି ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ
ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି… ରୋଜଗାର ପନ୍ଥା ଯାହାବି ହେଉ ଦୃଢ଼ମନୋବଳ ନେଇ…
ଦେବଭୂମି ଉତ୍ତରାଖଣ୍ଡ
ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ରାଜ୍ୟ, ଯାହା ଦେବଭୂମି ବା ଦେବତାଙ୍କ ଭୂମି ଭାବେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଧାର୍ମିକପୀଠ, ଶୈଳନିବାସ, ବନ୍ୟପ୍ରାଣୀ ଅଭୟାରଣ୍ୟ ଇତ୍ୟାଦି। ପର୍ଯ୍ୟଟନ ବ୍ୟତୀତ ବହୁ ଦୁଃସାହସିକ…
ପ୍ରଥମ ରୋଜଗାର: ପ୍ରଥମ ଦରମାକୁ ତିନିମାସ ଖର୍ଚ୍ଚ କରିଥିଲି
ଗଞ୍ଜାମ ଜିଲା ଧରାକୋଟରେ ମୋ ଜନ୍ମ। ସାତ ଭାଇଭଉଣୀ (୫ ଭାଇ ଓ ୨ ଭଉଣୀ) ମଧ୍ୟରେ ମୁଁ ସବା ସାନ। ତେଣୁ ବ୍ରହ୍ମପୁରରୁ ସ୍କୁଲ୍ ଶିକ୍ଷା ସାରି ରାଉରକେଲାରେ ଥିବା ବଡ଼ ଭାଇଙ୍କ ପାଖକୁ ଉଚ୍ଚଶିକ୍ଷା ପାଇଁ ଯାଇଥିଲି। ସେଠାରେ…
ବିଦେଶରେ ହିନ୍ଦୁ ସଂସ୍କୃତି, ଓଡ଼ିଆଙ୍କ ଚଳଣି ସହିତ ରହିଛି ଅନେକ ସାମଞ୍ଜସ୍ୟ
ଭାରତ ବାହାରେ ଅନ୍ୟ ଦେଶମାନଙ୍କରେ ବି ହିନ୍ଦୁ ଧର୍ମ ତଥା ସଂସ୍କୃତିର ଅନେକ ପ୍ରମାଣ ଦେଖିବାକୁ ମିଳିଥାଏ। ସେମିତି ଏକ ସ୍ଥାନ ହେଉଛି ଇଣ୍ଡୋନେସିଆର ବାଲିଦ୍ବୀପ। କହିବାକୁ ଗଲେ ଏହା ଏକ ମୁସ୍ଲିମପ୍ରଧାନ ଦେଶ, କିନ୍ତୁ ଏଠାକାର ବାଲିଦ୍ବୀପରେ ହିନ୍ଦୁଧର୍ମ ପ୍ରତି…
କଳା ସଂସ୍କୃତି ହିଁ ମୋ ଜୀବନ
ପଦ୍ମଶ୍ରୀ ଡକ୍ଟର ଉଚ୍ଛବ ଚରଣ ଦାସ। ଏକାଧାରରେ ଜଣେ କବି, ଗୀତିକାର ଓ ଲୋକନାଟ୍ୟ ନିର୍ଦ୍ଦେଶକ। ତାଙ୍କ ମନପ୍ରାଣ ସର୍ବଦା ଲୋକକଳା ପାଇଁ, ଯେଉଁଥିପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ… କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ଗାଁ ହେଉ କି…
ଓ୍ବାର୍କ ଆଟ୍ ହୋମ୍ରେ ବଢୁଛି କାମ: ଅଧିକ ସମୟ ଦେଉଛନ୍ତି କର୍ମଚାରୀ
ମେଲବୋର୍ନ,୨୯।୧୧: କରୋନା ମହାମାରୀ ସଙ୍କଟ ଯୋଗୁ ବହୁ ଦେଶରେ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ(ଓ୍ବାର୍କ ଆଟ୍ ହୋମ୍) ପରାମର୍ଶ ଦିଆଯାଇଛି। ତେବେ ଘରେ ରହି କାମ କରିବା ସହଜ ନୁହେଁ ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଓ୍ବାର୍କ…
ଛେଳି ସହ ସେଲଫି ନେଉଥିଲେ ଯୁବତୀ: ତା ପରେ ଘଟିଲା ଏମିତି…
ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବତୀ ଏକ ଛେଳି ସହ ସେଲଫି ଉଠାଉ ଥିଲାବେଳେ ଛେଳିଟି ତାଙ୍କୁ ପଛ ପଟୁ ଆକ୍ରମଣ କରୁଛି। ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଛେଳିଟିକୁ…
Archives


