ଫୁରସତ

ଉଡ଼ାଣ ପୂର୍ବରୁ ବିମାନ ଉପରେ ଚଢ଼ିଗଲେ ଏହି ବ୍ୟକ୍ତି: ଗୋଡ଼ରୁ ଚପଲ କାଢ଼ି ବସି ରହିଲେ; ଆଉ ତା’ ପରେ..

ଉଡାଣ ପୂର୍ବରୁ ବିମାନର ଡେଣା ଉପରେ ଚଢ଼ିଗଲେ ଜଣେ ବ୍ୟକ୍ତି। ଲସ୍‌ ଭେଗାସର ମେକ୍‌କେରନ୍‌ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଶେଷରେ ଉକ୍ତ ବ୍ୟକ୍ତି ଆଲେଜାନ୍ଦ୍ରୋ କାର୍ଲସନଙ୍କୁ ଗିରଫ କରାଯାଇଛି। ଓରେଗନ ଯିବା ଲାଗି ବିମାନ ପ୍ରସ୍ତୁତ…

କ୍ୟାନସରକୁ ଡରୁଥିଲେ ମହିଳା, ପୁଅକୁ ବାଥ୍‌ଟବରେ ବୁଡ଼ାଇ ମାରି ଶେଷରେ ନିଜେ କଲେ ଆତ୍ମହତ୍ୟା

ସେଣ୍ଟ ପିଟରସବର୍ଗ,୧୭ା୧୨: ଏହି ମାତ୍ର କିଛି ସମୟ ପୂର୍ବରୁ ଗୁରୁବାର ଲଣ୍ଡନରେ ଜଣେ ମହିଳା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। କାରଣ ମହିଳା ଜଣକ କ୍ୟାନସରରେ ପୀଡ଼ିତ ଥିବାରୁ ତାଙ୍କର ଅପରେଶନ ହୋଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁ ନ…

ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। ଟ୍ରମ୍ପ୍‌ଙ୍କ ଯିବା ଏବଂ ବାଇଡେନ୍‌ଙ୍କ ଆସିବା ମଧ୍ୟରେ ହ୍ବାଇଟ୍‌ ହାଉସ୍‌ ମଧ୍ୟ…

ଘର ସଫେଇ ପାଇଁ ଉଲଗ୍ନ ମହିଳା ଯୋଗାଉଛି ଏହି କମ୍ପାନୀ, ପ୍ରତି ଘଣ୍ଟାକୁ ନେଉଛି ଏତିକି ଚାର୍ଜ

ଘର ସଫା କରିବା ପାଇଁ ବିଭିନ୍ନ ଏଜେନ୍ସି ଅଛି, ଯାହା ସୁଇପର ସୁବିଧା ଯୋଗାଇଥାଏ। ମାତ୍ର ଆଜିକାଲି ଏକ କମ୍ପାନୀ ଏହାର ଅଜବ ଅଫର ଯୋଗୁ ଚର୍ଚ୍ଚାରେ ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ଘରେ ସଫାସୁତରା ପାଇଁ ଲଗ୍‌ଜରୀ,…

କୁକୁର ସହ ଫୁଟ୍‌ପାଥ୍‌ରେ ଶୋଇଥିଲେ କୁନି ବାଳକ, କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୧୭।୧୨: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାକଡରେ ଜଣେ ବେସାହାରା କୁନି ବାଳକ ଏକ କୁକୁର ସହିତ ଶୋଇଥିବା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋ ଭାଇରାଲ ହେବା ପରେ ଜିଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ…

ବିଶ୍ୱର ପ୍ରଥମ ଦାଢି ଥିବା କନ୍ୟା!

ହରମାନ କୌରଙ୍କୁ ବିଶ୍ୱର ପ୍ରଥମ ଦାଢିଥିବା କନ୍ୟା ବୋଲି କୁହାଯାଏ । ପ୍ରକୃତରେ ସେ ପଲିସିଷ୍ଟିକ ଓଭାରି ସିଣ୍ଡ୍ରୋମ୍ସରେ ପୀଡ଼ିତ କାରଣରୁ ତାଙ୍କ ଶରୀରରେ ଅଧିକ କେଶ ଉଠିଥିବା କୁହନ୍ତି ଡାକ୍ତର । ଏଥିପାଇଁ ପ୍ରଥମେ ପ୍ରଥମେ ହରମାନ ଚିନ୍ତା କରୁଥିବା…

୬୭ ଲକ୍ଷ ଟଙ୍କାର ଜିନିଷ ଚୋରି କଲେ ୬ ବର୍ଷର ବାଳକ, ମାତାପିତାଙ୍କୁ ଜେଲ

ଜଣେ ଛଅ ବର୍ଷର ଶିଶୁ ୬୭ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରି ଚର୍ଚ୍ଚାକୁ ଆସିଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଚୋରି ପାଇଁ ମାତାପିତା ତାଙ୍କୁ ତାଲିମ ଦେଇଥିଲେ। ମାତାପିତାଙ୍କ ନିର୍ଦ୍ଦିଷ୍ଟ ପଥ ଅନୁସରଣ କରି ପୁଅ…

ଚା’ର ଏଭଳି ମେନୁ: ‘ପ୍ରେମରେ ଧୋକା’କୁ ବି ପିଇପାରିବେ

ରାତିପାହିଲେ ସହରର ଗଳିକନ୍ଦିରେ ଥିବା ଚା’ ଦୋକାନରେ ଭିଡ ଜମେ। ସକାଳ ବୁଲାରେ ବାହାରିଥିବା ବାବୁମାନେ ହୁଅନ୍ତୁ ନଚେତ ନୂଆ ନୂଆ ପ୍ରେମରେ ପଡ଼ିଥିବା ଯୁବକଯୁବତୀମାନେ ସେଇଠି ଭେଟ ହୋଇଥାନ୍ତି। ଗ୍ରାହକଙ୍କ ମନ ମୁତାବକ ଚା’ ମଧ୍ୟ ଦୋକାନୀ ପରଷି ଦିଅନ୍ତି।…

ବରେଲୀର ଆଇପିଏସ୍‌-ଭୁବନେଶ୍ୱରର ଏସ୍‌ଆଇଙ୍କ ନିଆରା ଲଭ୍‌ଷ୍ଟୋରୀ: ଭିନ୍ନ ଜାତି ଯୋଗୁ ଉପୁଜିଥିଲା ବାଧା, ସମାଜର ପ୍ରତ୍ୟାଖ୍ୟାନ ସତ୍ତ୍ୱେ…

ଅନ୍ୟ ଜାତିରେ ବିବାହ ସହରରେ ସାଧାରଣ କଥା ଲାଗୁଥାଇପାରେ। ହେଲେ ଆଜି ବି ବହୁ ଗାଁରେ ଏହାକୁ ସହଜରେ ଗ୍ରହଣ କରାଯାଏନାହିଁ। ହେଲେ ରାଜସ୍ଥାନର ଜଣେ ଆଇପିଏସ୍‌ ଛୋଟ ସହରର ଏହି ଛୋଟ ଭାବନା ସହ ଲଢ଼ି ଏକ ଭିନ୍ନ ଉଦାହରଣ…

ଭଣଜାଙ୍କୁ ବଞ୍ଚାଇବାକୁ ଯାଇ ଛାତରୁ ଗଳି ପଡ଼ିଲେ କନ୍ୟା: ଶଯ୍ୟାଶାୟୀ ଆରତୀଙ୍କ ସିନ୍ଥି ଭରିଲେ ବର

ସୁରଜ ବଡ଼ଯାତ୍ୟାଙ୍କ ଫିଲ୍ମ ବିବାହ(୨୦୦୬) ପ୍ରାୟ ସମସ୍ତଙ୍କ ମନେ ଥିବ। ଏହି ଫିଲ୍ମରେ ଅଭିନେତ୍ରୀ ଅମୃତା ରାଓ ତାଙ୍କର ସାନ ଭଉଣୀଙ୍କୁ ବଞ୍ଚାଇ ବାକୁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ତଥାପି ହିରୋ ଶାହିଦ୍‌ କପୁର ତାଙ୍କୁ ହିଁ ନିଜର…

୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନେବ ୮ ସପ୍ତାହର ଶିଶୁ: ରୋଗ ବିଷୟରେ ଜାଣିଲେ ଲାଗିବ ଭୟ

ବ୍ରିଟେନରେ, ମାତ୍ର ଆଠ ସପ୍ତାହର ଏକ ପିଲାକୁ ଦୁନିଆର ସବୁଠାରୁ ମହଙ୍ଗା ଇଞ୍ଜେକ୍ସନ ଦିଆଯିବ। ବର୍ତ୍ତମାନ ଆପଣ ଭାବୁଥିବେ ଏମିତି କେଉଁ ରୋଗ ଶିଶୁଟିକୁ ହେଇଛି, ଯେଉଁଥିପାଇଁ ତାଙ୍କୁ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ଦିଆଯିବ। ତେବେ ଏହି ରୋଗର ନାମ…

ନୂଆ ସଂସଦ ପରି ଦେଖିବାକୁ ଏହି ମନ୍ଦିର

ମଧ୍ୟପ୍ରଦେଶର ବିଦିଶାର ବିଜୟ ମନ୍ଦିର ଏବଂ ଭାରତର ନୂଆ ସଂସଦ ଗୃହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଦେଖିବା ପରେ ଅନେକ ୟୁଜର ନୂଆ ସଂସଦ ଭବନକୁ ଆମେରିକାର ପେଣ୍ଟାଗନର ନକଲ ବୋଲି କହୁଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri