Posted inଫୁରସତ

ଘର ସଫେଇ ପାଇଁ ଉଲଗ୍ନ ମହିଳା ଯୋଗାଉଛି ଏହି କମ୍ପାନୀ, ପ୍ରତି ଘଣ୍ଟାକୁ ନେଉଛି ଏତିକି ଚାର୍ଜ

ଘର ସଫା କରିବା ପାଇଁ ବିଭିନ୍ନ ଏଜେନ୍ସି ଅଛି, ଯାହା ସୁଇପର ସୁବିଧା ଯୋଗାଇଥାଏ। ମାତ୍ର ଆଜିକାଲି ଏକ କମ୍ପାନୀ ଏହାର ଅଜବ ଅଫର ଯୋଗୁ ଚର୍ଚ୍ଚାରେ ରହିଛି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି କମ୍ପାନୀ ଘରେ ସଫାସୁତରା ପାଇଁ ଲଗ୍‌ଜରୀ, ଟପ୍‌ଲେସ୍‌ ଏବଂ ସମ୍ପୂର୍ଣ୍ଣ ଉଲଗ୍ନ ହେବାର ସେବା ଯୋଗାଉଛି।


‘ଦ ନେକେଡ୍‌ କ୍ଲିନିଙ୍ଗ୍‌’ ନାମକ ଏହି କମ୍ପାନୀ ଇଂଲଣ୍ଡର ପ୍ଲାଇମାଉଥ୍‌ରେ ଅବସ୍ଥିତ। କମ୍ପାନୀର ନିର୍ଦ୍ଦେଶକ ହେଉଛନ୍ତି ନିକ୍କି ବେଲ୍ଟନ ଏବଂ ଲିଏନ୍‌ ବ୍ଲୁମ୍ୟାନ୍‌। ବିଶେଷକରି ଏହି କମ୍ପାନୀର ସୁବିଧା ବ୍ରିଟେନରେ ସକ୍ରିୟ ଅଟେ। ନିକ୍କି କୁହନ୍ତି, ଖୁବ୍‌ଶୀଘ୍ର ଏହାର ଫ୍ରାଞ୍ଚାଇଜ୍‌ ଅନ୍ୟ ଦେଶରେ ପହଞ୍ଚିବ। ଏହି ସେବା ଆମେରିକା, କାନାଡା, ନେଦରଲ୍ୟାଣ୍ଡ୍‌ ଏବଂ ଅଷ୍ଟ୍ରେଲିଆରେ ଆରମ୍ଭ ହେବ।


ଏପରି ସେବା ପାଇଁ ସାରା ବିଶ୍ୱବାସୀ ବେଶ୍‌ ଉତ୍ସୁକ ଥିବା ନିକ୍କି କହିଛନ୍ତି। ଲକ୍‌ଡାଉନ୍‌ ପରେ ଏହି ସେବା ପାଇବା ପାଇଁ ଲୋକଙ୍କର ବେଶ୍‌ ଚାହିଦା ରହିଛି। ସୋସିଆଲ ମିଡିଆରେ ଏହି ସେବା ଉବଲବ୍ଧ କରାଉଥିବା ନିକ୍କି ଏବଂ ତାଙ୍କ ସହଯୋଗୀଙ୍କୁ ଟ୍ରୋଲ ହେବାକୁ ପଡିଛି। ଟ୍ରୋଲ ହେଲେ ମଧ୍ୟ ତାଙ୍କ କମ୍ପାନୀ ପ୍ରତି ଲୋକେ ଆଗ୍ରହ ପ୍ରକାଶ କରୁଥିବା ନିକ୍କି କୁହନ୍ତି। ଏହି କମ୍ପାନୀ ଘଣ୍ଟାକୁ ୬,୭୦୦ ଟଙ୍କା ଏବଂ ଟପ୍‌ଲେସ୍‌ ସଫେଇ କର୍ମଚାରୀ ପାଇଁ ୮୫୦୦ ଟଙ୍କା ନେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷର ଶିଶୁ ଅନ୍‌ଲାଇନ୍‌ରେ ଅର୍ଡର କଲେ ଲକ୍ଷାଧିକ ଟଙ୍କାର ଜିନିଷ: ଆଉ ତା’ପରେ…

ଆଜିକାଲି ମୋବାଇଲ୍‌ ଯୁବପିଢିଙ୍କ ପାଇଁ ଏକ ନିଶା ପାଲଟିଛି। କରୋନା ସମୟରେ ଅନଲାଇନ୍‌ କ୍ଲାସ୍‌ ଯୋଗୁ ମଧ୍ୟ ମୋବାଇଲ୍‌ ପିଲାମାନଙ୍କ ପାଇଁ ଜରୁରୀ ହୋଇପଡିଛି। ପିଲାଙ୍କୁ...

ଏୟାରପୋର୍ଟରେ ସୁରକ୍ଷା କର୍ମୀଙ୍କୁ ଦେଖି ସାଲ୍ୟୁଟ୍‌ କଲେ କୁନି ଶିଶୁ, ଭାଇରାଲ ହେଉଛି ଭିଡିଓ

ବେଙ୍ଗାଲୁରୁ,୨୫ା୧୦: ସୋସିଆଲ ମିଡିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୁଏ, ଯାହାକୁ ଦେଖିଲେ ମନ ଖୁସିରେ ଭରିଉଠେ। ଏବେ ସେମିତି ଏକ ଭିଡିଓ ବେଙ୍ଗାଲୁରୁ...

ଚର୍ଚ୍ଚାରେ ମହିଳା ଆଇଏଏସ୍‌ ଅଫିସରଙ୍କ ଦେଶୀ ଲୁକ୍‌

ଜୟପୁର, ୩୧।୭: ଅନେକ ଲୋକ ବଡ଼ ପଦବୀରେ ଅବସ୍ଥାପିତ ହେବାପରେ ଆଧୁନିକତାର ଆଲୋକରେ ହଜିଯାଇ ସର୍ବପ୍ରଥମେ ନିଜ ପରମ୍ପରାକୁ ଭୁଲିଯାଆନ୍ତି। କିନ୍ତୁ ରାଜସ୍ଥାନର ମହିଳା ଆଇଏଏସ୍‌...

ଫାଟିଗଲା ରେଡ୍‌ ଓ୍ବାଇନ ଟ୍ୟାଙ୍କର, ଆଉ ତା’ ପରେ…

ମାଡ୍ରିଡ୍‌,୨୭ା୯: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ରେଡ୍‌ ଓ୍ବାଇନ୍‌ ଟ୍ୟାଙ୍କର ଫାଟି...

ଭାରତୀୟ ସେନା ଦିବସ: ଶାନ୍ତି, ସୁରକ୍ଷା ଓ ଏକତା ସୁନିଶ୍ଚିତ କରେ ସେନା

ପରମବୀର ଚକ୍ର କ୍ୟାପଟେନ ବିକ୍ରମ ବାତ୍ରା ଥରେ କହିଥିଲେ, ‘ମୁଁ ତ୍ରିରଙ୍ଗା ଉଡ଼ାଇ ଫେରିପାରେ କିମ୍ବା ସେଥିରେ ଆଚ୍ଛାଦିତ ହୋଇ ଫେରିପାରେ, କିନ୍ତୁ ମୁଁ ନିଶ୍ଚିତ...

କରୋନାଠାରୁ ଅଧିକ ବେଗରେ ବ୍ୟାପୁଛି ‘ବିନୋଦ’: ପେଟିଏମ୍‌କୁ ଛାଡ଼ିଲା ନାହିଁ; ଘଟିଲା ଏପରି..

ସୋନମ ଗୁପ୍ତା ଏବଂ ଆଞ୍ଜେଲ ପ୍ରିୟାଙ୍କ ପରେ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବିନୋଦ। ସେ କିଏ? ତାହା ସ୍ପଷ୍ଟ ହୋଇ ନ...

୭୦ରୁ୯୦ ପ୍ରତିଶତ ଭାରତୀୟଙ୍କର ଭିଟାମିନ ଡି’ ଅଭାବ

ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ୭୦ ରୁ ୯୦ ପ୍ରତିଶତ ଭାରତୀୟଙ୍କଠାରେ ଭିଟାମିନ୍‌ ଡି’ଅଭାବ ରହିଛି। ଏହି କାରଣରୁ ସେମାନେ ଟାଇପ୍‌-୨ ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପର...

ପୁସ୍ତକାଳୟର ଗାଁ

ମହାରାଷ୍ଟ୍ରର ଭିଲାରଠାରେ ରହିଛି ଏକ ଛୋଟ ଗାଁ, ଯାହା ଗତ କିଛି ବର୍ଷ ହେବ ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି । କାରଣ...

Advertisement
Archives

Model This Week