ହ୍ବାଇଟ୍‌ ହାଉସ୍‌ ଛାଡ଼ିବା ପରେ କେଉଁଠି ରହିବେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୭ା୧୨: ଡିସେମ୍ବର ଶେଷ ହେବା ସହିତ ଆମେରିକା ରାଷ୍ଟ୍ରପତି ଭବନରୁ ଡୋନାଲ୍ଡ ଟ୍ରମ୍ପ୍‌ ବିଦା ହେବାର ସମୟ ମଧ୍ୟ ଆସିଯାଉଛି। ଏହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର୍‌ ଧରିଛି। ଟ୍ରମ୍ପ୍‌ଙ୍କ ଯିବା ଏବଂ ବାଇଡେନ୍‌ଙ୍କ ଆସିବା ମଧ୍ୟରେ ହ୍ବାଇଟ୍‌ ହାଉସ୍‌ ମଧ୍ୟ କିଛି ଅଂଶରେ ବଦଳିଯିବ। ପ୍ରଶ୍ନ ଉଠୁଛି ରାଷ୍ଟ୍ରପତି ଭବନ ଛାଡ଼ିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ କେଉଁଠି ରହିବେ।

ଟ୍ରମ୍ପ୍‌ଙ୍କ ପାଖରେ ଅଚଳାଚଳ ସମ୍ପତ୍ତି। ଟ୍ରମ୍ପ ନାମକ ଏକ ବିଳାସପୂର୍ଣ୍ଣ ଟାଓ୍ବାର ମଧ୍ୟ ରହିଛି। ଏଠାରେ ୫୬ ମହଲା ବିଶିଷ୍ଟ କୋଠା ଅଛି। ନ୍ୟୁୟର୍କ ସିଟିରେ ନିର୍ମାଣ ହୋଇଥିବା ଏହି ଟାଓ୍ବାର କୌଣସି ରାଜମହଲଠାରୁ କମ୍‌ ନୁହେଁ। ଏହି ଟାଓ୍ବାରରେ ଟ୍ରମ୍ପ୍‌ଙ୍କ ସବୁ ବିଭାଗ ତିଆରି ହୋଇଛି। ୨୦୧୭ରେ ଫୋବର୍ସ ଅନୁମାନ ଲଗାଇଥିଲା ଏହି ପେଣ୍ଟହାଉସ୍‌ର ଦାମ୍‌ ପ୍ରାୟ ୬୪ ମିଲିୟନ ଡଲାର ହେବ। ୨୪ କ୍ୟାରେଟ୍‌ ସୁନାରେ ଏହା ତିଆରି ହୋଇଛି।

ନ୍ୟୁ ଜର୍ସିରେ ଗଲ୍‌ଫ କ୍ଲବ ବେଡ୍‌ମିଷ୍ଟ ନାମକ ଟ୍ରମ୍ପଙ୍କର ମଧ୍ୟ ଏକ ବଙ୍ଗଳା ରହିଛି। ଏହି ବଙ୍ଗଳା ପ୍ରାୟ ୫୦୦ ସ୍କୋୟାରଫୁଟ୍‌ ପରିମିତ ଅଟେ। ଯେତେବେଳେ ଅବସର ମିଳେ ଟ୍ରମ୍ପ୍‌ ଏଠାକୁ ଏକୁଟିଆ ଆସିଥାନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଟ୍ରମ୍ପ୍‌ଙ୍କ ବିଳାସପୂର୍ଣ୍ଣ ଘର ରହିଛି। ତେବେ ଦେଖିବାକୁ ବାକି ରହିଲା କେଉଁ ସ୍ଥାନରେ ରହୁଛନ୍ତି ଟ୍ରମ୍ପ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତାରଣା କରିଥିବା କହି, ପ୍ରେମିକାଙ୍କୁ ମଝି ରାସ୍ତାରେ ନିସ୍ତୁକ ପିଟିଲେ ପ୍ରେମିକ

ପ୍ରତାରଣା କରିଥିବା ଅଭିଯୋଗରେ ପ୍ରେମିକାଙ୍କୁ ରାସ୍ତା ମଝିରେ ମାଡ଼ ମାରିଛନ୍ତି ପ୍ରେମିକ। ଏହି ଘଟଣା ସୋସିଆଲ ମିଡିଆରେ ଏବେ ଭାଇରାଲ୍‌ ହେବାରେ ଲାଗିଛି। ପ୍ରେମିକା ହେଲେ...

ନୀରବ ଶାହା ହେଲେ ଆମେରିକା ସିଡିସି ଉପନିର୍ଦ୍ଦେଶକ

ଓ୍ବାଶିଂଟନ,୧୫।୧: ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଡି. ଶାହା ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି)ର ପ୍ରମୁଖ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି...

ଏକତା ହିଁ ଶକ୍ତି

କୁହାଯାଏ ଏକତା ହିଁ ସବୁୁଠାରୁ ବଡ଼ ଶକ୍ତି। ଏହାଦ୍ୱାରା ବିଭିନ୍ନ ସମସ୍ୟାର ସମାଧାନ ସହଜରେ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ ହେଉ ଅବା ଦେଶ ଦେଶ ମଧ୍ୟରେ...

ରହସ୍ୟମୟ ସ୍ମାରକ

ଆୟର୍ଲାଣ୍ଡର କାଉଣ୍ଟି ମଥ୍‌ରେ ଅଛି ଏକ ରହସ୍ୟମୟ ସ୍ମାରକ। ଏହା ଏକ ପ୍ରାଗ୍‌ଐତିହାସିକ ସ୍ମାରକ ଅଟେ, ଯାହାକି ବାୟରନ ନଦୀର ଉତ୍ତରରେ ଡ୍ରୋଘେଡାଠାରୁ ୮ କି.ମି....

ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ

ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬...

ଡବ୍ଲ୍ୟୁଏଚ୍‌ଓର ଚେତାବନୀ: ଡେଲ୍‌ଟାଠାରୁ ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ

ଜେନେଭା,୧୫।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) କରୋନାର ନୂଆ ଭାରିଆଣ୍ଟକୁ ନେଇ ପୁଣି ଚେତାବନୀ ଦେଇଛି। ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ ଟେଡ୍ରୋସ ଏ ଗେବ୍ରେୟେସସ କହିଛନ୍ତି ଯେ,...

୧୦୦ରୁ ଊର୍ଦ୍ଧ୍ୱ ଟୁଇଟର୍‌ କର୍ମଚାରୀ ଦେଲେ ସାମୂହିକ ଇସ୍ତଫା

ନ୍ୟୁୟର୍କ,୧୮।୧୧: ଟୁଇଟରରେ ଏଲନ ମସ୍କଙ୍କ ଏଣ୍ଟ୍ରି ପରେ କମ୍ପାନୀରେ ଅନେକ ପରିବର୍ତ୍ତନ ହୋଇଛି। ମସ୍କ ଟୁଇଟରକୁ ସମ୍ପୂର୍ଣ୍ଣ ବଦଳାଇବାରେ ନିୟୋଜିତ ଅଛନ୍ତି। ଏହା ସିଧାସଳଖ କର୍ମଚାରୀମାନଙ୍କୁ...

ଖାର୍କିଭରେ ଆପାର୍ଟମେଣ୍ଟକୁ ଟାର୍ଗେଟ କଲା ରୁଷିଆ ମିଶାଇଲ: ୫ ମୃତ ୧୩ ଆହତ

ଖାର୍କିଭ,୧୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ମାସେରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ହେଲେ ଏହା ଥମିବାର କୌଣସି ଅଭାସ ମିଳୁନାହିଁ । ରୁଷିଆ ସେନା ଲଗାତାର...

Advertisement
Archives

Model This Week