ମନରେ ଅନ୍ୟପ୍ରତି ଦୟା ଭାବନା କରେ ଦୀର୍ଘଜୀବୀ…
କାଲିଫର୍ନିଆ: ଦୀର୍ଘଜୀବୀ ହେବା ପାଇଁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆବଶ୍ୟକ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି ଯେ, ମନରେ ଅନ୍ୟପ୍ରତି ଦୟା ଭାବନା ରଖୁଥିବା…
ବୃଦ୍ଧଙ୍କୁ ଚାପୁଡା ମାରି ମାଙ୍କଡ ଛଡାଇ ନେଲା ୪ ଲକ୍ଷ
ସୀତାପୁର,୨୩।୧୨-ପଞ୍ଜିକରଣ ପାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଏକ ମାଙ୍କଡ ଚାପୁଡା ମାରି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ନେଇଯାଇଛି। ପରେ ବ୍ୟାଗରେ ଥିବା ୪ ଲକ୍ଷ ଟଙ୍କା ମଧ୍ୟରୁ ୧୦ ରୁ ୧୨ ହଜାର ଟଙ୍କା ମାଙ୍କଡ ଚିରି ନଷ୍ଟ କରି…
ବ୍ରିଫ୍କେସ୍କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଦ୍ଭୁତ। ଏହି ଲଭଷ୍ଟୋରୀଟି ହେଉଛି ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କର।…
ଲାଲୁଙ୍କ ଝିଅଙ୍କୁ ବିବାହ କରିବା ଲାଗି ଚାର୍ଟର ବିମାନ ନେଇ ପହଞ୍ଚିଥିଲେ ଅଖିଳେଶଙ୍କ ଭଣଜା: ଅତିଥି ଭାବେ ମୋଦି ବି ହୋଇଥିଲେ ସାମିଲ
ଲାଲୁ ପ୍ରସାଦ ଯାଦବଙ୍କ ୯ ସନ୍ତାନଙ୍କ ମଧ୍ୟରୁ ସବୁଠାରୁ ସାନ ରାଜଲକ୍ଷ୍ମୀ ଯାଦବ। ତାଙ୍କ ବିବାହ ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ନାତି ତେଜ ପ୍ରତାପ ଯାଦବଙ୍କ ସହ ହୋଇଛି। ଉଭୟଙ୍କ ବିବାହ ଦିଲ୍ଲୀରେ ବେଶ୍ ଆଡମ୍ବର ସହ…
ଚଳନ୍ତା ବିମାନ ଡୋର ଖୋଲି ବାହାରକୁ ଆସିଥିଲେ ଯାତ୍ରୀ, ଆଉ ତା’ ପରେ…
ଆମେରିକାରେ ଚଳନ୍ତା ବିମାନ ଡୋର ଖୋଲି ଦୁଇ ଜଣ ହଠାତ୍ ବାହାରକୁ ଆସିବା ଘଟଣା ସାମ୍ନାକୁ ଆସିଛି। ଡେଲଟା ଏୟାରଲାଇନ୍ସର ମୁଖପାତ୍ର କହିଛନ୍ତି, ବିମାନ ଉଡ଼ାଣ ପାଇଁ ରନୱେ ଆଡକୁ ଯାଉଥିବାବେଳେ ଜରୁରୀକାଳୀନ ଫାଟକ ଖୋଲି ଦୁଇଜଣ ବ୍ୟକ୍ତି ସ୍ଲାଇଡରରୁ ବାହାରି…
ଚିନ୍ତା ବଢ଼ାଇଛି ପରିବର୍ତ୍ତିତ ଜଳବାୟୁ
ଜାତୀୟ କୃଷକ ଦିବସ ବା କିଷାନ ଦିବସକୁ ପ୍ରତିବର୍ଷ ଡିସେମ୍ବର ୨୩ ତାରିଖରେ ପାଳନ କରାଯାଏ। ଏହି ଦିବସଟି ଆମ ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମ ଦିବସ, ଯିଏ ଜଣେ କୃଷକ ନେତା ରୂପେ ଭାରତୀୟ କୃଷକଙ୍କ…
ବାଟ ଦେଖାଇଛି ବାୟୋ ଫ୍ଲକ
ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ତୁଳସୀପୁର ଗ୍ରାମର ୩୩ ବର୍ଷ ବୟସ୍କ ମହେଶ୍ୱର ସାମଲ ଓରଫ ଟୁନା (ବାପା-ସ୍ବର୍ଗତ କୈଳାଶ ଚନ୍ଦ୍ର ସାମଲ, ମା-ଶାନ୍ତିଲତା ସାମଲ, ମୋ : ୮୮୪୭୮୬୬୮୨୯)। କରୋନା ମହାମାରୀ ସମୟରେ ତାଙ୍କୁ ଏକ ନୂଆ…
କେବଳ ବହୁରୂପୀ ଏଣ୍ଡୁଅ ନୁହନ୍ତି ଏମାନେ ବି ବଦଳାନ୍ତି ରଙ୍ଗ : ଜାଣନ୍ତୁ କାହିଁକି କରନ୍ତି ଏପରି
ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଥା ଅପଣ ଜାଣିଥିବେ। ଏହାକୁ ଦେଖିଥିବେ ମଧ୍ୟ। ତେବେ ଏହା କେବଳ ଏକୁଟିଆ ନିଜର ରଙ୍ଗ ପରିବର୍ତ୍ତନ କରେ ତାହା ନୁହେଁ, ବିଶ୍ୱରେ ଆହୁରି ଅନେକ ପ୍ରାଣୀ ଅଛନ୍ତି ଯିଏ ରଙ୍ଗ ବଦଳାଇବାରେ ବହୁରୂପୀ ଏଣ୍ଡୁଅକୁ…
ବରଫ ଝଡ଼ ବେଳେ କାର୍ରେ ବୁଲୁଥିଲେ ଏହି ବ୍ୟକ୍ତି, ଗାଡ଼ିକୁ ଟ୍ରକ୍ ଧକ୍କା ମାରିବା ପରେ ଘଟିଲା ଏପରି..
କଥାରେ ଅଛି ରଖେ ହରି ତ ମାରେ କିଏ। ସେଭଳି କିଛି ଘଟିଛି ଆମେରିକାର ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ। ଦୀର୍ଘ ୧୦ ଘଣ୍ଟା ଧରି ବରଫ ତଳେ କାର୍ ଭିତରେ ଫସି ରହିଥିଲେ ସେ। ହେଲେ ସୌଭାଗ୍ୟବଶତଃ ସେ ନୂଆ ଜୀବନ…
ଥଣ୍ଡାକୁ ପ୍ରଭାବିତ କରୁଛି ଜଳବାୟୁ ପରିବର୍ତ୍ତନ: ଶୀତ ଅଟକାଇଛି ଜେଟ୍ ଷ୍ଟ୍ରିମ୍
ଗ୍ରୀଷ୍ମରେ ଖରା, ମୌସୁମୀରେ ବର୍ଷା ଓ ଶୀତଦିନେ ଥଣ୍ଡା ଋତୁଚକ୍ରର ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପାଣିପାଗ ପରିବର୍ତ୍ତନ ପ୍ରକୃତିର ନିୟମ। କିନ୍ତୁ ବେଳେବେଳେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଯେପରି କି ଏବେ ଡିସେମ୍ବର ଶେଷ ହୋଇ ନୂଆବର୍ଷ ଆସିବାକୁ…
ମିଛ କହି ବିମାନରେ ଯାଉଥିଲେ କରୋନା ପଜିଟିଭ୍: ଘଟିଲା ଏମିତି…
ଆମେରିକାରେ ବିମାନ ଉଡ଼ାଣ ସମୟରେ ସେଥିରେ ଜଣେ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପତ୍ନୀ ପାରାମେଡିକ୍ସଙ୍କୁ କହିଛନ୍ତି ଯେ, ସ୍ବାମୀଙ୍କଠାରେ ଏକ ସପ୍ତାହ ଧରି କରୋନା ଲକ୍ଷଣ ଦେଖାଯାଉଥିଲା। ଯଦିଓ ମହିଳା କହିଥିଲେ ଯେ, ସ୍ବାମୀ କରୋନା ପଜିଟିଭ୍…
ଦିନ କେଇଟାରେ ବଦଳିଗଲା ଭାଗ୍ୟ: ରେଷ୍ଟୁରାଣ୍ଟ ପାଲଟିଲା ‘ବାବା କା ଢ଼ାବା’
ଆଜିର ଅତ୍ୟାଧୁନିକ ଯୁଗରେ ସବୁଠାରୁ ବଡ଼ ଅସ୍ତ୍ର ପାଲଟିଛି ସୋସିଆଲ ମିଡିଆ। ଅନେକ ଏଥିଯୋଗୁ ରାତାରାତି ଷ୍ଟାର ପାଲଟୁଥିବା ବେଳେ ଏହା ଅନେକଙ୍କ ଜୀବନ ବଦଳାଇ ଦେଉଛି। କିଛିଦିନ ତଳେ ଏହି ସୋସିଆଲ ମିଡିଆରେ ଏକ ଢ଼ାବା ବେଶ୍ ଭାଇରାଲ ହୋଇଥିଲା,ଯାହାର…
Archives


