ଫୁରସତ

ଗୋଟିଏ ଥରରୁ ଅଧିକ ଟଏଲେଟ୍‌ ଗଲେ ଦେବାକୁ ପଡ଼ିବ ଜରିମାନା, ଜାଣନ୍ତୁ କ’ଣ ରହିଛି କାରଣ

ଥରେ ଭାବିଲେ ସବୁ କିଛି ଅଟକାଇ ହେବ ଟଏଲେଟ୍‌ ଯିବା କ’ଣ କେହି କେବେ ଅଟକାଇ ପାରିବ? ଅଫିସରେ କାମ କରୁଛନ୍ତି, ଆପଣଙ୍କୁ ଟଏଲେଟ୍‌ ଯିବାକୁ ତ ପଡ଼ିବ କିନ୍ତୁ ଯଦି କେହି ଯିବା ବନ୍ଦ କରିଦିଏ ତେବେ ଅବସ୍ଥା କ’ଣ…

ଓଡ଼ିଶାର ଲୋକକଳା କଥା

କାହିଁ କେଉଁ କାଳରୁ ଲୋକକଳାର ସୃଷ୍ଟି। ବହୁ ଆଗରୁ ଅବସରବିନୋଦନର ମୁଖ୍ୟମାଧ୍ୟମଥିଲାଏହି ଲୋକକଳା। ଏହା ଗୋଷ୍ଠୀଗତ ଜୀବନରେ ଖୁବ୍‌ ପ୍ରଭାବ ପକାଇଥାଏ। ଲୋକଙ୍କ ଜୀବନର ନିଚ୍ଛକ ପ୍ରତିଛବିର ପ୍ରତିବିମ୍ବ ସୃଷ୍ଟିକରେ ଲୋକକଳା। ସାରା ବିଶ୍ୱରେ ଲୋକଗୀତ ଓ ଲୋକ ସଙ୍ଗୀତର ରହିଛି…

ଏକରେ ଅନେକ: ସମସ୍ତଙ୍କର ପ୍ରିୟ ରମାକାନ୍ତ ମିଶ୍ର

କାବି୍ୟକ ଛଟାରେ ମନର ଭାବକୁ ବ୍ୟକ୍ତ କଲାବେଳେ ହେଉ କି ଚିତ୍ରକରର ରଙ୍ଗକୁ ସର୍ବାଙ୍ଗରେ ବୋଳି ମଞ୍ଚରେ ଅଭିନୟ କଲାବେଳେ, ବିଷଣ୍ଣତାର ଆବରଣ ଫିଙ୍ଗି ହସର କଲ୍ଲରୋଳ ଖେଳାଇଲାବେଳେ ହେଉ କି ହେଉ ଅଧ୍ୟାପନା ଓ ଉପସ୍ଥାପନା ସେ ସାମ୍ନାକୁ ଆସନ୍ତି…

ବିଶ୍ୱର ଅଜବ ବ୍ରିଜ୍‌: ଯାହା ଅନ୍ୟଠାରୁ ଭିନ୍ନ …

ବ୍ରିଜ୍‌ ବା ସେତୁ ହେଉଛି ନଦୀର ଗୋଟିଏ ପଟରୁ ଅନ୍ୟପଟକୁ ଯିବାକୁ ଏକ ମାଧ୍ୟମ। କିନ୍ତୁ ଏଠାରେ ଯେଉଁ ବ୍ରିଜ୍‌ କଥା କୁହାଯାଉଛି ସେଗୁଡିକର ନିର୍ମାଣ ଢଙ୍ଗ ବହୁତ ଭିନ୍ନ ଓ ଦେଖିବାକୁ ବହୁତ ଆଶ୍ଚର୍ଯ୍ୟଜନକ। ବିଶ୍ୱର ବିଭିନ୍ନ ସ୍ଥାନରେ ଏପରି…

ଗୁଡ଼ି ସଂଗ୍ରହାଳୟ: ପ୍ରବେଶ ପାଇଁ ଫିସ୍‌ ନାହିଁ, କିନ୍ତୁ ଫଟୋ ଉଠାଇବା ମନା

ସଂଗ୍ରହାଳୟ ତ ଅନେକେ ଦେଖିଥିବେ ଆଉ ଜାଣିଥିବେ, ହେଲେ ଗୁଡ଼ି ସଂଗ୍ରହାଳୟ ସମ୍ପର୍କରେ ହୁଏତ ଖୁବ୍‌ କମ୍‌ ଲୋକ ଅବଗତ ଥିବେ। ଗୁଜରାଟର ଅହମ୍ମଦାବାଦରେ ଅଛି ସେମିତି ଏକ ଗୁଡ଼ି ସଂଗ୍ରହାଳୟ, ଯେଉଁଠାରେ ପର୍ଯ୍ୟଟକ ବିଭିନ୍ନ ଆକୃତିର, ବିଭିନ୍ନ ଡିଜାଇନ୍‌ର ଅନେକ…

ନିଆରା ପ୍ରଜାପତି

ପ୍ରଜାପତି କାହାକୁ ବା ସୁନ୍ଦର ନ ଲାଗେ! ସେମାନଙ୍କ ଶରୀରର ଆକର୍ଷଣୀୟ ରଙ୍ଗ ହେଉ କିମ୍ବା ଗଠନଶୈଳୀ, ସବୁକିଛି କାହିଁକି କେଜାଣି ଭାରି ମନୋମୁଗ୍ଧକର ଲାଗେ। ଏଠାରେ ସେମିତି କେତୋଟି ଭିନ୍ନଭିନ୍ନ ପ୍ରକାରର ପ୍ରଜାପତି ସମ୍ପର୍କରେ ଉଲ୍ଲେଖ କରାଗଲା, ଯେଉଁମାନଙ୍କର ଆକର୍ଷଣୀୟ…

ଜେଜେବାପାଙ୍କ ୫ ପଇସା ଥିଲା ମୋ ପ୍ରକୃତ ରୋଜଗାର: ମମତା

ପୁରୀ ଜିଲା ନିମାପଡ଼ାର ଅଣ୍ଢିଆଶାସନ ଗାଁରେ ମୋ ଜନ୍ମ। ନନା(ବାପା) ଯେହେତୁ ରାଉରକେଲାରେ ଚାକିରି କରୁଥିଲେ ତେଣୁ ମୋ ପାଠପଢ଼ା ସେଠାରେ ହୋଇଥିଲା। ଆର୍‌.ଇ.ସି. କ୍ୟାମ୍ପସ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ଓ ଏସ୍‌.କେ ଡି.ଏ.ଭି. ସରକାରୀ ମହିଳା ମହାବିଦ୍ୟାଳୟରୁ ଆଇ.ଏସ୍‌ସି. ସାରିବା ପରେ…

୨୧୦୦ ପୃଷ୍ଠାର ରାମାୟଣ ଲେଖିଲେ ଏହି କୁନି ଭଉଣୀ ଭାଇ

କରୋନା ମହାମାରୀ ସମୟରେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ସେହି ସମୟରେ ସବୁ ଲୋକ ଘରେ ବନ୍ଦୀ ହୋଇ ରହୁଥିଲେ। ଏହି ସମୟରେ ଲୋକଙ୍କ ପାଇଁ ଟିଭିରେ ପୁଣି ରାମାୟଣ ପ୍ରସାରଣ ହୋଇଥିଲା। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲକଡାଉନ…

ପାଣି ଛୁଇଁଦେଲେ ପଥର

ଡୋଡୋମା: ପୃଥିବୀର ଆଶ୍ଚର୍ଯ୍ୟଜନକ ହ୍ରଦ ସୂଚୀରେ ସର୍ବାଗ୍ରେ ରହିଛି ତାଞ୍ଜାନିଆର ‘ନାଟ୍ରୋନ୍‌’। ଏହି ଜଳାଶୟର ପାଣିକୁ ଛୁଇଁଲେ ପଥର ହୋଇଯିବ ବୋଲି ବିଶ୍ୱାସ ରହିଛି। ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖିଲେ ମଧ୍ୟ ଏହାକୁ ଯେ କେହି ବିଶ୍ୱାସ ନ କରି ରହିପାରିବନି। କାରଣ…

ପିଠି ଉପରେ ଛଡାଯାଏ ଅଜଗର ଭଳି ୨୮ ସାପ : ଆଉ ତା’ ପରେ

ମସାଜ ଶରୀରକୁ ଆରାମ ଦେଇଥାଏ, ମାତ୍ର ଆପଣ କେବେ ନିଜ ଶରୀରରେ ସ୍ନେକ ମସାଜ ଅର୍ଥାତ ସାପ ଦ୍ୱାରା ମସାଜ କରିଛନ୍ତି କି? ଆପଣ ଭାବୁଥିବେ ସାପ ସହିତ ମସାଜ, କିଏ ଏତେ ବଡ଼ ସାହସ କରିପାରିବ? ମାତ୍ର ଏହା ସମ୍ପୂର୍ଣ୍ଣ…

ପର୍ଯ୍ୟଟନସ୍ଥଳୀ: ବ୍ରାହ୍ମଣ କୁଣ୍ଡ

ମୟୂରଭଞ୍ଜ ଜିଲା ଶିମିଳିପାଳର ମନଲୋଭା ପ୍ରାକୃତିକ ପରିବେଶ ସାଙ୍ଗକୁ ସୁଉଚ୍ଚ ବୃକ୍ଷର ଘଞ୍ଚ ଜଙ୍ଗଲ ପରିପୂର୍ଣ୍ଣ ସବୁଜିମା ଆକର୍ଷିତ କରେ ପର୍ଯ୍ୟଟକଙ୍କୁ। ଏହାରି ମଧ୍ୟରେ ଅପୂର୍ବ ଶୋଭା ଓ ସୁଷମାର ଗନ୍ତାଘର ପାଲଟିଛି ‘ବ୍ରାହ୍ମଣକୁଣ୍ଡ’। ବାଙ୍ଗିରିପୋଷି ବ୍ଲକ ଚାକିଡ଼ି ପଞ୍ଚାୟତର ବଣ-ଜଙ୍ଗଲ…

ପ୍ରେମ ବିବାହ ସମ୍ପର୍କରେ ସୂଚନା ଦିଏ ଏସବୁ…

ବିବାହ ଆରେଞ୍ଜ୍‌ ନା ଲଭ୍‌ ହେବ ସେ ନେଇ ଯୁବବର୍ଗଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଥାଏ । ତେବେ ପାଦର ଆଙ୍ଗୁଠି ହାତର ଆଙ୍ଗୁଠିରୁ ପ୍ରେମ ବିବାହ ସମ୍ପର୍କରେ ସୂଚନା ମିଳିଥାଏ। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ପାଦର ବୁଢ଼ା ଆଙ୍ଗୁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?