Posted inଫୁରସତ

ମନରେ ଅନ୍ୟପ୍ରତି ଦୟା ଭାବନା କରେ ଦୀର୍ଘଜୀବୀ…

କାଲିଫର୍ନିଆ: ଦୀର୍ଘଜୀବୀ ହେବା ପାଇଁ ଖାଦ୍ୟପେୟ ଏବଂ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆବଶ୍ୟକ ବୋଲି ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ତେବେ ନିକଟରେ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି ଯେ, ମନରେ ଅନ୍ୟପ୍ରତି ଦୟା ଭାବନା ରଖୁଥିବା ଲୋକେ ଦୀର୍ଘଜୀବୀ ହୋଇଥାନ୍ତି। ଏଭଳି ଲୋକେ ସବୁବେଳେ ଖୁସି ରହୁଥିବାରୁ ସେମାନଙ୍କ ଶରୀର ସୁସ୍ଥ ରହିଥାଏ ବୋଲି ଏହି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ମୁଖ୍ୟତଃ ଅନ୍ୟପ୍ରତି ଦୟାଭାବ ପରିପ୍ରକାଶ ଦ୍ୱାରା ଶରୀରରେ ହାପିନେସ୍‌ ହରମୋନ୍‌ ଡୋପାମାଇନ୍‌, ଅକ୍ସିଟୋସିନ୍‌, ସେରୋଟୋନିନ୍‌ ଏବଂ ଏଣ୍ଡ୍ରୋଫାଇନ୍‌ର କ୍ଷରଣ ସ୍ବାଭାବିକ ଭାବେ ହୋଇଥାଏ। ଫଳରେ ଶରୀରର ବହୁ ସମସ୍ୟା ଆପେଆପେ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୋତେ ପରିଚୟ ଦେଇଛି ଓଡ଼ିଶା କଳାସଂସ୍କୃତି: ବିଶ୍ୱରଞ୍ଜନ

ନିର୍ଜୀବ ପଥର ତାଙ୍କ ନିହଣ ସ୍ପର୍ଶରେ ହୋଇଉଠେ ଜୀବନ୍ତ। ଚିଲିକା କୂଳରେ ପ୍ରାକୃତିକ ଶୋଭାର ଭଣ୍ଡାରକୁ ଦେଖି ସେ ବିଭୋର ହୋଇପଡ଼ନ୍ତି। ଏଇଠି ବସି ସେ...

ନିଆରା ପ୍ରେମ: ଗୋଟିଏ ମୁହୂର୍ତ୍ତ ବି ପ୍ରେମିକାଙ୍କୁ ଦୂରେଇବାକୁ ଚାହୁଁ ନ ଥିଲେ ପ୍ରେମିକ, ଏବେ ଘଟିଲା ଏମିତି…

ୟୁକ୍ରେନର ପ୍ରେମୀଯୁଗଳଙ୍କ ପ୍ରେମକାହାଣୀ ଏବେ ଚର୍ଚ୍ଚାରେ ରହିଛି। ପ୍ରେମିକ ଜଣକ ପ୍ରେମିକାଙ୍କୁ ନିଜଠାରୁ ଗୋଟିଏ ମୁହୂର୍ତ୍ତ ବି ଦୂରେଇବାକୁ ଚାହୁଁ ନ ଥିଲେ। ଏଥିପାଇଁ ସେ...

ରାଗିଗଲା ଷଣ୍ଢ; ଜଣଙ୍କ ପରେ ଜଣଙ୍କୁ ଶୂନ୍ୟରେ ଟେକି କଚାଡ଼ିଲା; ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ମଜାଦାର ହୋଇଥିବା ବେଳେ କିଛି ଆଶ୍ଚର୍ଯ୍ୟ କଲାଭଳି ଥାଏ। ସେଭଳି ଏକ ଭିଡିଓ ଏବେ...

୪୩ କୋଟିର ବିଳାସମୟ ବଙ୍ଗଳାରେ ବିବାହ ପ୍ଲାନ କରିଥିଲେ ଏହି ଯୋଡ଼ି, ମାଲିକ ପହଞ୍ଚିଯିବାରୁ…

ଆମେରିକାର ଫ୍ଲୋରିଡାରେ ରହୁଥିବା ଏକ ଯୋଡ଼ି ନିଜ ବିବାହକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ବିବାହକୁ ସ୍ମରଣୀୟ କରିବା ପାଇଁ ଦୁହେଁ ବିଳାସମୟ ବଙ୍ଗଳାରେ ବିବାହ...

ଡରିଗଲେ ବଣର ରାଜା, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ।...

ରେକର୍ଡ କଲା ହୀରାର ପଦ୍ମଫୁଲ ପରି ମୁଦି

ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍‌ବୁ ଅଗ୍ରଓ୍ବାଲ ଏକ ଖାସ୍‌ ଗହଣା କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି...

ବୁଢା ବୟସରେ ୱେଡିଂ ଫଟୋ ଶୁଟ୍ ହେଲା ଭାଇରାଲ

ଥିରୁଭାନନ୍ତପୁରମ,୪ ।୧୦: କୁହାଯାଏ ପ୍ରେମ ସ୍ୱର୍ଗୀୟ । ଏହା କୌଣସି ବୟସ ବା ବାଧା ବନ୍ଧନକୁ ମାନେ ନାହିଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ...

Advertisement
Archives

Model This Week