ମା’ ସରସ୍ବତୀଙ୍କୁ ଏମିତି ପୂଜାକଲେ ମିଳିବ କୃପା
ସରସ୍ବତୀ ପୂଜା ୧୬ ଫେବୃୟାରୀରେ ପଡ଼ୁଛି। ଏହି ପୂଜାକୁ ବସନ୍ତ ପଞ୍ଚାମୀ ମଧ୍ୟ କୁହାଯାଏ। ଏହି ଦିନ ସିଦ୍ଧିଧାତ୍ରୀ ମା’ ବୀଣାପାଣିଙ୍କୁ ପୂଜା କରାଯାଏ। ଜାଣନ୍ତୁ ମା’ଙ୍କ ପୂଜା ବିଦ୍ଧି… ଏହି ଉପାୟରେ ମା’ଙ୍କୁ ପୂଜାକଲେ କୃପା ମିଳିବା ସହ ବିଦ୍ୟା…
ମା’ ସରସ୍ବତୀଙ୍କ ପୂଜାରେ ହଳଦୀ ରଙ୍ଗର ମହତ୍ତ୍ୱ
ସମଗ୍ର ଦେଶରେ ୧୬ ଫେବୃୟାରୀ ଅର୍ଥାତ୍ ମଙ୍ଗଳବାର ପୂଜା ପାଇବେ ମା’ ସରସ୍ବତୀ। ମା’ସରସ୍ବତୀଙ୍କୁ ଆରାଧନା କଲେ ଜ୍ଞାନ ପ୍ରାପ୍ତି ହୁଏ। ପ୍ରତିବର୍ଷ ବସନ୍ତ ପଞ୍ଚମୀ ଆଗମନରେ ଲୋକଙ୍କ ମନରେ ଉତ୍ସାହ ଦେଖାଯାଏ। କାରଣ ଶୀତ ସରି ଏହିଦିନଠାରୁ ବସନ୍ତର ଆଗମନ…
ସୋସିଆଲ ମିଡିଆରେ ଅନ୍ୟ ମହିଳାଙ୍କୁ ପସନ୍ଦ କରୁଥିଲେ ସ୍ବାମୀ, ସ୍ତ୍ରୀ କଲେ ଏମିତି…
ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେଉଛି। ଯେଉଁଥିରେ ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କୁ ଭାଲେଣ୍ଟାଇନ୍ ଡେ’ରେ ଅଜବ ଗିଫ୍ଟ ପ୍ରଦାନ କରିଛନ୍ତି। ସ୍ବାମୀ ଜଣକ ସୋସିଆଲ ମିଡିଆରେ ଯେଉଁ ମହିଳାମାନଙ୍କୁ ଲାଇକ୍ କରନ୍ତି ସ୍ତ୍ରୀ ସେହି…
ପ୍ରେମିକା ଡେଟ୍ରେ ଯିବାକୁ ମନା କରିବାରୁ ପ୍ରେମିକ ଘଟାଇଲେ ଅଜବ କାଣ୍ଡ
ଭାଲେଣ୍ଟାଇନ୍ ଡେ’ରେ ପ୍ରେମିକା ଡେଟ୍ ପାଇଁ ଯିବାକୁ ମନା କରିବାରୁ ଜଣେ ପ୍ରେମିକ ଅଜବ କାଣ୍ଡ ଘଟାଇଛନ୍ତି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମେରିକାର ଏରିଜୋନାରେ ରହୁଥିବା ଜଣେ ଯୁବକ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ଉଠାଇ ନେଇଛନ୍ତି। ସବୁଠୁ ଚର୍ଚ୍ଚାର ବିଷୟ…
ଦାମ୍ପତ୍ୟ ଜୀବନରେ ପ୍ରେମ ଚାହାନ୍ତି ୯୨ ପ୍ରତିଶତ ଭାରତୀୟ
ନୂଆଦିଲ୍ଲୀ,୧୫।୨: ପ୍ରେମ ଏକ ଅଭୁଲା ଅନୁଭୁତି। ଦାମ୍ପତ୍ୟ ଜୀବନର ସ୍ଥାୟୀତ୍ୱ ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଥିବା ଭଲ ପାଇବା ଉପରେ ହିଁ ନିର୍ଭର କରିଥାଏ। ବିବାହ ପରବର୍ତ୍ତୀ ଦାମ୍ପତ୍ୟ ଜୀବନରେ ୯୨ ପ୍ରତିଶତ ଭାରତୀୟ ପ୍ରେମ ଚାହିଥାନ୍ତି। ସମ୍ପ୍ରତି କରାଯାଇଥିବା ଏକ ସର୍ଭେ…
ବାପା ଅଟୋ ଚାଳକ, ମା’ ଟେଲର
ମୁମ୍ବାଇ,୧୫ା୨: ତେଲଙ୍ଗାନାର ହାଇଦ୍ରାବାଦ ନିବାସୀ ମାନସା ବାରାଣସୀ(୨୩) ଭିଏଲ୍ସିସି ଫେମିନା ମିସ୍ ଇଣ୍ଡିଆ ୱାଲର୍ଡ ୨୦୨୦ ମୁକୁଟ ପିନ୍ଧିଛନ୍ତିି। ମୁମ୍ବାଇରେ ବୁଧବାର ଫେମିନା ମିସ୍ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏଥିରେ ଉତ୍ତର ପ୍ରଦେଶର ମାନ୍ୟା ସିଂ ରନର…
ପ୍ରଥମ ପ୍ରେମିକାଙ୍କଠାରୁ ନିର୍ବନ୍ଧ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପ୍ରପୋଜ କଲେ ଯୁବକ
ଫ୍ଲୋରିଡା: ପ୍ରେମିକାକୁ ଖୁସି କରିବା ପାଇଁ ପ୍ରେମିକମାନେ କିଛି ବି କରିପାରନ୍ତି। ଦ୍ୱିତୀୟ ପ୍ରେମିକାଙ୍କୁ ଖୁସି କରିବାକୁ ଯାଇ ପ୍ରଥମ ପ୍ରେମିକାଙ୍କୁ ଧୋକା ଦେଇଛନ୍ତି ଫ୍ଲୋରିଡ଼ାର ଜଣେ ଯୁବକ। ଯୁବକ ଜଣକ ପ୍ରଥମ ପ୍ରେମିକଠାରୁ ନିର୍ବନ୍ଧ ମୁଦି, ୱେଡିଂ ବ୍ୟାଣ୍ଡ ଚୋରି…
ଭାଲେଣ୍ଟାଇନ୍ ଡେ’ରେ ସ୍ବତନ୍ତ୍ର ଭିଡିଓ ଶେୟାର କଲେ ଆନନ୍ଦ ମହିନ୍ଦ୍ରା, ଲୋକେ କହିଲେ ସବୁଠୁ ବଡ ଉପହାର
ଆଜି ଫେବୃୟାରୀ ୧୪, ସମଗ୍ର ବିଶ୍ୱରେ ଆଜି ଭାଲେଣ୍ଟାଇନ ଡେ’ ଅର୍ଥାତ୍ ପ୍ରେମ ଦିବସ ଭାବେ ପାଳନ କରାଯାଉଛି। କରୋନା ଯୋଗୁ ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେ’ରେ ଅଧିକ ଖାସ୍ ହୋଇନାହିଁ। ଏହି ବିଶେଷ ଦିନରେ ଭାରତର ପ୍ରସିଦ୍ଧ ବ୍ୟବସାୟୀ ଆନନ୍ଦ…
ବେଣୀ ପାଇଁ…
କେଶସଜ୍ଜା ନାରୀ ଶୃଙ୍ଗାରର ଏକ ମୁଖ୍ୟ ଅଂଶ। ବିଭିନ୍ନ ପ୍ରକାରର କେଶସଜ୍ଜା ମଧ୍ୟରେ ବେଣୀର ଫ୍ୟାଶନ ବହୁ ପୁରାତନ କାଳରୁ ଚାଲି ଆସିଛି। ତେବେ ଆଜିକାଲି ବେଣୀକୁ ଟିକେ ମଡର୍ନ ଲୁକ୍ ଦେବା ପାଇଁ ବିଭିନ୍ନ ପ୍ରକାର ବେଣୀ ବାନ୍ଧିବା ଶୈଳୀ…
ପ୍ରେମଦିବସ ପାଇଁ ପ୍ରେମସ୍ଥଳୀ
ପ୍ରତିବର୍ଷ ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମଦିବସକୁ ପ୍ରେମୀଯୁଗଳଙ୍କର ଅପେକ୍ଷା ରହିଥାଏ। କେବେ ଆସିବ ଏହି ଶୁଭଦିନ, ଆଉ ସେମାନେ ସାଥୀ ହୋଇ ବୁଲିଯିବେ ଦୂର କେଉଁ ଏକ ନିକାଞ୍ଚନ ସ୍ଥାନକୁ; ଯେଉଁଠି ତାଙ୍କୁ ବାଧାଦେବାକୁ କେହି ନ ଥିବେ। ସେଠାରେ ସେମାନେ…
ଦେଶପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ପାଇକ ପୁଅ
ଏଇ ଯେ ଦିଶୁଛି ଲାଲ୍ମାଟିର ଖୋର୍ଦ୍ଧାଗଡ଼।ଏ ବୀରମାଟିର ଉଷ୍ମ ରକତେ ଯୁଗଯୁଗ ଧରି ଉଷ୍ମତର। ଏପରି ଆହ୍ବାନ ଦେଉଥିବା କବିତା ମନେପକାଇଦିଏ- ଓଡ଼ିଶାର ପାରମ୍ପରିକ ସମରକଳା ପାଇକ ଆଖଡ଼ାକୁ । ଏମିତି ସମରକଳା କଥା ମନେପଡ଼ିଲେ ପ୍ରଥମେ ମନକୁ ଆସେ ଖୋର୍ଦ୍ଧାଗଡ଼…
ଅନ୍ତରଙ୍ଗତାର ଅନ୍ୟ ଏକ ନାଁ ମାନମୟୀ-ପବିତ୍ର
ପ୍ରେମ ତାଙ୍କ ସମ୍ପର୍କ ଗଢିଛି, ବିଶ୍ୱାସ ସେମାନଙ୍କୁ ଜିଇଁବା ଶିଖେଇଛି। ଆଉ ପରସ୍ପର ପ୍ରତି ସମ୍ମାନ ତାଙ୍କୁ ଅଧିକରୁ ଅଧିକ ନିକଟତର କରି ଆଗକୁ ଆଗକୁ ଚାଲିବା ଶିଖେଇଛି, ଯେଉଁଥିପାଇଁ ଉଭୟ ଉଭୟଙ୍କ ଅସ୍ତିତ୍ୱକୁ ଖୁବ୍ ସୁନ୍ଦର ଭାବରେ ସ୍ବୀକାର କରିଛନ୍ତି……

