ଫୁରସତ

ଏମିତି ପ୍ରଜାପତିକୁ ଧରୁଛି ବାଘ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

କାହିଁକି ପ୍ରେମରେ ପଡ଼େ ମଣିଷ, ବୈଜ୍ଞାନିକମାନେ କୁହନ୍ତି ଏହି ୩ କାରଣ

ଫେବୃୟାରୀ ମାସ ଆସିଲେ ସାରା ବିଶ୍ୱରେ ପ୍ରେମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଏ। କାରଣ ଏହି ମାସ ହେଉଛି ପ୍ରେମର ମାସ। ପ୍ରେମୀଯୁଗଳଙ୍କ ପାଇଁ ଖାସ୍‌ ବା ସ୍ବତନ୍ତ୍ର ମାସ। ପ୍ରେମକୁ ନେଇ ବୈଜ୍ଞାନିକମାନେ ମଧ୍ୟ ଗବେଷଣା କରିଛନ୍ତି। ସେମାନେ ପ୍ରେମକୁ…

ଥଣ୍ଡାରେ ପ୍ୟାଣ୍ଟର ହେଲା ଏଭଳି ଅବସ୍ଥା, ଯିଏ ଦେଖୁଛି…

ଶୀତ ଦିନେ ହ୍ରଦ, ନଦୀ, ଜଳପ୍ରପାତ ଆଦିର ଜଳ ବରଫ ପାଲଟିଯିବା କଥା ଆମେ ସମସ୍ତେ ଶୁଣିଛୁ ଏବଂ ଜାଣିଛୁ ମଧ୍ୟ। ମାତ୍ର ଆମେ ପିନ୍ଧୁଥିବା ପ୍ୟାଣ୍ଟ ବରଫ ପାଲଟିଯିବା କଥା କେହି ଜାଣି ନ ଥିବେ ନିଶ୍ଚୟ। ଆଶ୍ଚର୍ଯ୍ୟ ଲାଗୁଥିଲେ…

ଫୁଙ୍କାଗଲା ୧୮ ହଜାର ବର୍ଷ ପୁରାତନ ଶଙ୍ଖ 

ପ୍ୟାରିସ୍‌,୧୩।୨: ଫ୍ରାନ୍ସର ନାଚ୍ୟୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ ଅଫ୍‌ ଟୋଉଲଉସ୍‌ରେ ରଖାଯାଇଥିବା ୧୮ ହଜାର ବର୍ଷ ପୁରାତନ ଶଙ୍ଖକୁ ଫୁଙ୍କା ଯାଇଛି। ଏହାକୁ ୧୯୩୧ରେ ପାଇରନିସ୍‌ ପାହାଡ଼ର ମାର୍ସୋଉଲାସ ଗୁମ୍ଫାରୁ ଗବେଷକ ପାଇଥିଲେ। ସେବେଠୋରୁ ଏହାକୁ ମ୍ୟୁଜିୟମ୍‌ରେ ରଖାଯାଇଥିଲା। ତେବେ ପ୍ରଥମ ଥର…

ପିଜୁଳି ଗଛ ଦେଲା ପରିଚୟ

ଗୟା,୧୩ ।୨: ବିହାର ଗୟା ଜିଲାର ବେଲାଗଞ୍ଜରେ ଫଲ୍‌ଗୁ ନଦୀ କୂଳରେ ଯାଉଥିବା ଯାତ୍ରୀଙ୍କୁ ଏକ ସୁଗନ୍ଧ ଆକର୍ଷିତ କରିଥାଏ । ଅସଲ କଥା ହେଲା ସେଠାରେ ସତ୍ୟେନ୍ଦ୍ର ଗୌତମ ମାଝିଙ୍କର ରହିଛି ଏକ ପିଜୁଳି ବଗିଚା । ପରିବେଶ ସୁରକ୍ଷା…

କିସ୍‌ ଡେ’: ଜାଣନ୍ତୁ କାହାକୁ କେମିତି କରିବେ କିସ୍‌

ପ୍ରେମ ପାଇଁ ଯଦିଓ ନିର୍ଦ୍ଦିଷ୍ଟ ଦିନ,ବାର, ତିଥି ନାହିଁ ତଥାପି ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ପ୍ରେମ ଋତୁ। ଫେବୃୟାରୀ ୭ରୁ ଏହା ଆରମ୍ଭ ହୋଇଥିବା ବେଳେ ଭାଲେଣ୍ଟାଇନ୍‌ ଡେ’ ଅର୍ଥାତ୍‌ ୧୪ରେ ଶେଷ ହେବ। ଏହାର ଗୋଟିଏ ଦିନ ପୂର୍ବରୁ…

ପିଞ୍ଜରା ଭିତରୁ ଦେଖିବାକୁ ଯାଇଥିଲେ ସିଂହକୁ , ଘଟିଲା ଏମିତି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ…

ଟ୍ରାଫିକ୍‌ରେ ଛିଡ଼ାହୋଇ ଏମିତି କଲା ହାତୀ

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ…

୭୦ ବର୍ଷ ଏକାଠି ବାଟ ଚାଲିବା ପରେ ପରପାରିକୁ ବି ଚାଲିଗଲେ ସାଥୀ ହୋଇ

୭୦ ବର୍ଷ ପର୍ଯ୍ୟନ୍ତ ସାଥୀ ହୋଇ ବାଟ ଚାଲିବା ପରେ ଏକାସାଥୀରେ ମଧ୍ୟ ପରପାରିକୁ ଚାଲିଗଲେ ବୃଦ୍ଧ ଦମ୍ପତି। ଏପରି ଏକ ନିରାଟ ସତ ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। ପାର୍ଟିଗାନ୍‌ରେ ରହୁଥିବା ସ୍ବାମୀ ମାର୍ଗେଟ ଫର୍ଥ ଏବଂ ଡେରେକ ନାମକ…

ରାସ୍ତାରେ ଯାଉଥିଲେ କୁକୁର ପଲ, ହଠାତ୍‌ ବଦଳିଗଲା ରଙ୍ଗ, ସାମ୍ନାକୁ ଆସିଲା ଏହି କାରଣ

ରୁଷିଆରେ ଏମିତି କିଛି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏଠାକାର ରାସ୍ତାରେ ଚାଲୁଥିବା କୁକୁରଙ୍କ ହଠାତ୍‌ ରଙ୍ଗ ବଦଳି ଯାଇଛି। ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି କୁକୁରଙ୍କ ରଙ୍ଗ ପୂରାର ନୀଳ ରଙ୍ଗ ହୋଇଯାଇଥିଲା।…

ମୁଁ ସ୍ବାମୀ ପାଖକୁ ଯିବି: କହୁଛି ଏହି କୁନି ଝିଅ

ଜଣେ କୁନି ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁନି ଝିଅଟି କାନ୍ଦି କାନ୍ଦି ମା’ଙ୍କୁ ଏମିତି କିଛି କହିଲେ ଯାହାକୁ ଶୁଣିବା ପରେ ସମସ୍ତେ ହସି ହସି ଗଡ଼ିଯାଉଛନ୍ତି। ଝିଅଟି କାନ୍ଦି କାନ୍ଦି କହୁଛି, ମତେ…

ମାମୁଙ୍କର ଅତି ନିକଟତର ଥିଲେ ଏହି ସଙ୍ଗୀତକାର: ମୃତ୍ୟୁ ପରେ ତାଙ୍କ କଙ୍କାଳରେ ତିଆରିକଲେ ଗୀଟାର

ଆମେରିକାର ସଙ୍ଗୀତକାର ପ୍ରିନ୍ସ ମିଡନାଇଟ୍‌ଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ତାଙ୍କୁ ଏବଂ ତାଙ୍କ ଗୀଟାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ବହୁତ ଶେୟାର ମଧ୍ୟ କରାଯାଉଛି। ତେବେ ପ୍ରିନ୍ସଙ୍କ ଗୀଟାର ପଛର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?