ଫିଲ୍ମ ଉରିର ‘ଗରୁଡ’ ଭଳି ଦେଖାଯାଉଥିବା ଡ୍ରୋନ୍ ତିଆରି କଲା ଚାଇନା !

ବେଜିଂ,୪ ।୩: ବଲିଉଡ୍ ଫିଲ୍ମ ‘ଉରି’ରେ ସର୍ଜିକାଲ ଷ୍ଟ୍ରାଇକ୍ ସମୟରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବାକୁ ଯେଉଁଭଳି ଏକ ଡ୍ରୋନ୍ ତିଆରି କରାଯାଇଥିଲା ଠିକ୍ ସେହିଭଳି ଏକ ଗରୁଡ ଡ୍ରୋନ୍ ତିଆରି କରାଯାଇଛି । ଏହି ରୋବର୍ଟ ଡ୍ରୋନକୁ ଚାଇନାର ଗୁଆଂସି ବିଶ୍ୱବିଦ୍ୟାଳୟର ନିଜ ଫର୍ମ ବି-ଇଟର ଟେକ୍ନୋଲୋଜିର ଇଞ୍ଜିନିୟରଙ୍କ ସହ ମିଶି ପ୍ରସ୍ତୁତ କରାଯାଇଛି । ଗୁଆଂସି ବିଶ୍ୱବିଦ୍ୟାଳୟ ଓ ଫର୍ମ ବି-ଇଟର ଟେକ୍ନୋଲୋଜିର ଇଞ୍ଜିନିୟରମାନେ ଏହାକୁ ତିଆରି କରିବାକୁ ଆଲୁମିନିୟମ ଜଏଣ୍ଟସର ବ୍ୟବହାର କରିଛନ୍ତି । ଏହାସହ ଧଳା ରଙ୍ଗର ଏହି ଗରୁଡକୁ ତିଆରି କରିବାକୁ ଥ୍ରୀ-ଡି ପ୍ରିଣ୍ଟେଡ ପ୍ଲାଷ୍ଟିକ ପାର୍ଟସ ଲଗାଯାଇଛି । ଅସଲ ଗରୁଡ ପରି ଦେଖାଯିବାକୁ ଏଥିରେ ଫୋମ ଓ ବତକର ପକ୍ଷୀ ଲଗାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

କରତାରପୁର ପରେ ଏବେ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଦାବି

ଇସଲାମାବାଦ୍‌,୨୭।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡୋର ଖୋଲିଛନ୍ତି। ଏବେ ଆମେରିକାର ଏକ ସଂସ୍ଥା ପକ୍ଷରୁ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଇମ୍ରାନ୍‌ଙ୍କ...

ଚଳିତ ବର୍ଷ ବି କମିବ ନାହିଁ କରୋନା: ଡବ୍ଲୁଏଚ୍‌ଓ

ଜେନେଭା,୨ ।୩: ସାରା ବିଶ୍ୱରେ କରୋନା ମହାମାରୀ ସଂକ୍ରମଣକୁ ବର୍ଷେ ପୂରିଲାଣି । ହେଲେ କିଛିଦିନ ହେବ ଏହି ସଂକ୍ରମଣ ମାତ୍ରା କମ୍ ଲକ୍ଷ୍ୟ କରାଯାଉଥିବା...

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଧୂମକେତୁ ସ୍ବାନ୍‌: ମେ ୨୭ରେ ହେବ ନିକଟବର୍ତ୍ତୀ, ଆକାଶର ରଙ୍ଗ ପାଲଟିବ ହଳଦିଆ

ଓ୍ବାଶିଂଟନ,୨୧ା୫: ପୃଥିବା ଆଡ଼କୁ ଦ୍ରୁତ ଗତିରେ ଧୂମକେତୁ ସ୍ବାନ୍‌ ମାଡ଼ିଆସୁଛି। ମେ ୨୭ରେ ଏହା ପୃଥିବୀର ନିକଟବର୍ତ୍ତୀ ହେବ। ସେ ସମୟରେ ଏହାକୁ ଭୋର୍‌ ସମୟରେ...

ସାବଧାନ ! କରୋନା ସଂକ୍ରମଣ ପୂର୍ବରୁ ପାଦରେ ଦେଖାଦିଏ ଏଭଳି ଦାଗ

ମାଦ୍ରିଦ୍‌,୧୬।୪: କରୋନା ସଂକ୍ରମଣ ପୂର୍ବରୁ ଶରୀରରେ କେତେକ ଲକ୍ଷଣ ପାଇଥାଏ। ସେସବୁ ମଧ୍ୟରେ ଥଣ୍ଡା, କାଶ, ସର୍ଦ୍ଦି, ଜ୍ୱର, ଗଳା ଦରଜ ଆଦି ରହିଛି। ଏହାସହିତ...

ନିଆରା ପରମ୍ପରା: ଯେଉଁଠି ପୁରୁଷମାନେ ଶାଢି ପିନ୍ଧି ମା’ଙ୍କୁ କରନ୍ତି ପୂଜା

ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହି ପରମ୍ପରାଗୁଡ଼ିକ ମଧ୍ୟରୁ କେତେକ ଅତ୍ୟନ୍ତ ସ୍ବତନ୍ତ୍ର । ପଶ୍ଚିମବଙ୍ଗର ହୁଗଳି ଜିଲାର ଚନ୍ଦନ ନଗରରେ...

ଲିବ୍ୟାରେ ପ୍ରକୃତିର ତାଣ୍ଡବ: ୩୦୦୦ରୁ ଅଧିକ ମୃତ, ଉଦ୍ଧାରକାରୀଙ୍କ ମଧ୍ୟରୁ ୧୨୩ନିଖୋଜ

ଟ୍ରିପୋଲି,୧୨।୯: ଲିବ୍ୟା ପ୍ରାକୃତିକ ବିପର୍ଯ୍ୟୟରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି। ଭୟଙ୍କର ଝଡ ଓ ବନ୍ୟାରେ ସାରା ଦେଶ ମାଟି କାମୁଡି ପଡିଛି। ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ...

୧୪ ଦିନ କ୍ୱାରାଣ୍ଟାଇନରେ ରହିବାର କାରଣ କହିଲା ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୫ା୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) କରୋନା ରୋଗୀଙ୍କୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦେଇଛି। ଅବଶ୍ୟ ଅଧିକାଂଶ କରୋନା ରୋଗୀ ଲକ୍ଷଣ...

କାର ବୋମା ବିସ୍ଫୋରଣ: ୪ ମୃତ; ୨୦ରୁ ଅଧିକ ଆହତ

କାବୁଲ,୨୭।୭: ଆଫଗାନିସ୍ତାନରେ ଏକ କାର ବୋମା ବିସ୍ଫୋରଣରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।...

Advertisement
Archives

Model This Week