Posted inଫୁରସତ

କରୋନା ଟିକା ଲଗାଇବା ପରେ ଖୁସିରେ ନାଚିଲେ ଏହି ପଞ୍ଜାବୀ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ନେଇ ବିଶ୍ୱରେ ଟିକାକରଣ ପ୍ରକିୟା ଜାରି ରହିଛି। ପ୍ରଥମେ ଟିକାକୁ ନେଇ ଲୋକଙ୍କ ମନରେ ଡର ଥିଲା। ହେଲେ ଏହା ଧିରେ ଧିରେ କମିବାରେ ଲାଗିଛି। ଏହି କ୍ରମରେ କାନାଡ଼ାରେ କରୋନା ଟିକା ନେବା ପରେ ଜଣେ ବ୍ୟକ୍ତି ଏତେ ଖୁସି ହୋଇଯାଇଛନ୍ତି ଯେ ସେ ପଞ୍ଜାବୀ ନୃତ୍ୟ(ଭାଙ୍ଗଡା) କରିବାରେ ଲାଗିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କରୋନା ଟିକା ଲଗାଇବା ପରେ ଖୁସି ହୋଇ ବରଫ ପାଲଟିଥିବା ଝରଣା ଉପରେ ନାଚୁଥିବା ଦେଖାଯାଇଛି।

ବ୍ୟକ୍ତିଜଣଙ୍କ ହେଲେ ଗୁରୁଦୀପ ପଣ୍ଢେର। ସେ ଜଣେ ମ୍ୟୁଜିକ୍‌ ଆର୍ଟିଷ୍ଟ। ସେ କରୋନା ଟିକା ନେବାର ଗୋଟିଏ ଦିନ ପରେ ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ଯାଇ ଭାଙ୍ଗଡ଼ା କରି ଭିଡିଓ ପୋଷ୍ଟ କରିଥିଲେ। ଭିଡିଓଟିକୁ ବେଶ୍‌ ପସନ୍ଦ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ଯ୍ୟଟନ: ବୁଲି ଯାଆନ୍ତୁ ହଳଦୀ ଉତ୍ପାଦନର ସହର ଇରୋଡ; ଜାଣନ୍ତୁ କ’ଣ ଦେଖିବେ

ତାମିଲନାଡୁସ୍ଥିତ ଏକ ଛୋଟ ସହର ହେଉଛି ଇରୋଡ। କାବେରୀ ନଦୀର ତଟଦେଶରେ ଅବସ୍ଥିତ ଏହି ସହରରେ ଭଲ ହଳଦୀ ଚାଷ କରାଯାଇଥାଏ। ତା’ଛଡ଼ା ହ୍ୟାଣ୍ଡଲୁମ୍‌ ବସ୍ତ୍ରର...

ଏମିତି ଦେଶ, ଯେଉଁଠି ଦ୍ୱିତୀୟ ବିବାହ ବାଧ୍ୟତାମୂଳକ

ବିବାହ ଏବଂ ଧାର୍ମିକ ରୀତିନୀତିକୁ ନେଇ ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ ରହିଛି। ଏକ ସମୟ ଥିଲା ଅନେକ ସ୍ଥାନରେ ବହୁ ବିବାହ ପ୍ରଥା...

ମମତା ଆଗରେ ହାର୍‌ ମାନିଛି ଲକ୍‌ଡାଉନ

ଜୟପୁର: ମମତାର ଡାକରେ ରହିଛି ଅଦ୍ଭୁତ ଶକ୍ତି। ସେଥିପାଇଁ ତ କୁହାଯାଏ, ମାଆର ପଣତକାନି ତଳେ ପିଲାମାନେ ସବୁବେଳେ ସୁରକ୍ଷିତ ରହିଥାନ୍ତି। ଠିକ୍‌ ଏମିତି କିଛି...

ର଼୍ୟାନ୍‌ କେଲିଙ୍କ ଲିପ୍‌ ଆର୍ଟ ଦେଖି ଚକିତ ହୁଅନ୍ତି ଲୋକେ

ବଡି ଆର୍ଟ, ଫେସ୍‌ ଆର୍ଟ ସମ୍ପର୍କରେ ଅନେକେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ମେକ୍‌ଅପ୍‌ ଆର୍ଟିଷ୍ଟ ର଼୍ୟାନ୍‌ କେଲି କରୁଥିବା ଲିପ୍‌ ଆର୍ଟ ସବୁଠାରୁ...

ଦୀପାବଳିରେ ଫୁଟିବନି ବାଣ: ବଦଳରେ ଲୋକଙ୍କ ଅଜବ ଯୋଗାଡ଼, ଦେଖନ୍ତୁ ଭିଡିଓ

କରୋନା ମହାମାରୀ ଯୋଗୁ ଭାରତର କେତେକ ରାଜ୍ୟରେ ଦୀପାବଳିରେ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି। ଏଥିସହିତ ଏହାର ବିକ୍ରିବଟା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି। ରାଜସ୍ଥାନ,...

ଟ୍ରେନ୍‌ରେ ବାଜିଥାଏ ୧୧ ପ୍ରକାର ହର୍ନ: ଜାଣନ୍ତୁ ଏହା କ’ଣ ସୂଚାଇଥାଏ

ପିଲାଙ୍କଠାରୁ ବୁଢ଼ା ପର୍ଯ୍ୟନ୍ତ ଟ୍ରେନ୍‌ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଟ୍ରେନ୍‌ରେ ବାଜୁଥିବା ହର୍ନ ମଧ୍ୟ ସମସ୍ତେ ଶୁଣିଥିବେ। ହେଲେ ଆପଣମାନେ କେବେ ଧ୍ୟାନ ଦେଇଛନ୍ତି,...

ଏହି ଗାଁର ଜନସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏଠାରେ ରହୁଛନ୍ତି…

ସାଧାରଣତଃ ଗୋଟିଏ ଛୋଟ ଗାଁରେ ଅତି କମ୍‌ରେ ୫୦ରୁ ୧୦୦ ଲୋକ ବାସ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ଗାଁ ଅଛି, ଯାହାର ଜନସଂଖ୍ୟା...

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା...

Advertisement
Archives

Model This Week