Posted inଫୁରସତ

ବେଦୀ ଚାରିପଟେ ନାଚି ନାଚି ବାହାହେଲେ ବରକନ୍ୟା, ଭିଡିଓ ଦେଖି ଲୋକେ କହିଲେ…

ସୋସିଆଲ ମିଡିଆରେ ଏକ ବିବାହ ଫଟୋ ଏବେ ଭାଇରାଲ ହେଉଛି। ଭିଡିଓରେ ବରକନ୍ୟା ନାଚି ନାଚି ସାତଫେରା ନେଇଛନ୍ତି।

ଅଗ୍ନିକୁ ସାକ୍ଷୀ ରଖି ବରକନ୍ୟା ବିବାହ ବେଦୀରେ ସାତଫେରା ନେଇଥାନ୍ତି। ଏହା ବିବାହର ଏକ ମହତ୍ତ୍ୱପୂର୍ଣ୍ଣ ବିଶେଷତ୍ତ୍ୱ। ମାତ୍ର ଏହି ବିବାହରେ ବରକନ୍ୟା ନାଚି ନାଚି ଗୀତ ଗାଇ ସାତଫେରା ନେଇଛନ୍ତି। ଏହା ଦେଖି ଉପସ୍ଥିତ ଅତିଥିମାନେ ହସିଛନ୍ତି।

ଭିଡିଓଟିକୁ ବିର୍ଲା ପ୍ରିସନ ଟେକ୍ନୋଲୋଜିର ଚେୟାରମ୍ୟାନ ତଥା ଏମ୍‌ଡି ବେଦାନ୍ତ ବିର୍ଲା ଶେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାପଶନ ଲେଖିଛନ୍ତି, ଏହା ବିବାହ ନା ସଂସ୍କାରକୁ ଜାଳି ପୋଡ଼ିବା?

କିନ୍ତୁ ବେଦାନ୍ତ ବିର୍ଲା ଭିଡିଓ ଶେୟାର କରି ଏହା ଅପସଂସ୍କୃତି ବୋଲି କହିଛନ୍ତି। ଏକଥା ବି ଲେଖିଛନ୍ତି, ଏହା ଆପଣ ଜମା ଭୁଲନ୍ତୁ ନାହିଁ ଯେ, ଦୁନିଆରେ ଯଦି ପୂଜନୀୟ ହେବେ ତେବେ ନିଜର ସଂସ୍କୃତି ଏବଂ ସଂସ୍କାରକୁ ଭଲପାଅ।

ଭିଡିଓଟି ମାର୍ଚ୍ଚ ୨ ତାରିଖରେ ଶେୟାର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହାକୁ ୨୦୦୦ ଲୋକ ଲାଇକ୍‌ କରିଥିବା ବେଳେ ୪.୨ ଲକ୍ଷ ଲୋକ ଦେଖିସାରିଲେଣି। ଜଣେ ୟୁଜର ଲେଖିଛନ୍ତି ଏହା ଅତ୍ୟନ୍ତ ଘୃଣିତ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଏହା ଅପମାନଜନକ। ଆଉ କିଛି ୟୁଜର କହିଛନ୍ତି ଏମିତି ବି ବିବାହ ହୁଏ କି?


Enter your email to get our daily news in your inbox.

All Right Reserved By Dharitri.Com

ଏହି ଭୂତ କୋଠରୀରେ କିଛି ଘଣ୍ଟା ବିତାଇଲେ ମିଳିବ ୧୪ ଲକ୍ଷ ଟଙ୍କା

ବିଶ୍ୱରେ ଅନେକ ପ୍ରକାଶ ଲୋକ ଅଛନ୍ତି। ସେମାନଙ୍କ ମଧ୍ୟରେ କେହି ଭୂତପ୍ରେତ ଉପରେ ବିଶ୍ୱାସ କରୁଥିଲାବେଳେ ଆଉ କେହି ଏହାକୁ ମନଗଢା କାହାଣୀ କହି ଏଡାଇ...

ସୁନା ଆଖି ଥିବା ଯୁବତୀ

ବେଳେବେଳେ ସମୟ ଏମିତି ଆସେ ଯେବେ ଜୀବନ ବଞ୍ଚାଇବା ଲାଗି ମଣିଷକୁ ନିଜ ଶରୀରର ଅଙ୍ଗକୁ ବଳି ଦେବାକୁ ପଡିଥାଏ। ପ୍ରାୟତଃ ଦୁର୍ଘଟଣା ଅବା କୌଣସି...

ସାମାନ୍ୟ ଭୁଲ୍‌ ପାଇଁ ଆକାଉଣ୍ଟରୁ କଟିଗଲା ଏତିକି ଲକ୍ଷ

ଅନ୍‌ଲାଇନ୍‌ ଟଙ୍କା କାରବାର ସମୟରେ ସବୁବେଳେ ସାବଧାନ ରହିବା ଉଚିତ୍‌। ନଚେତ୍‌ କେତେବେଳେ ଆକାଉଣ୍ଟ ଖାଲି ହୋଇଯିବ ତାହା କହିହେବ ନାହିଁ। ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କର...

ଏମିତି ସ୍କୁଲ : ଯେଉଁଠି ଫି’ ବଦଳରେ ପ୍ଲାଷ୍ଟିକ ବୋତଲ ନିଅନ୍ତି ଛାତ୍ରୀଛାତ୍ର

ନାଇଜେରିଆରେ ଏମିତି ଏକ ସ୍କୁଲ ରହିଛି ଯେଉଁଠି ଛାତ୍ରୀଛାତ୍ରଙ୍କୁ ସ୍କୁଲ ଫି’ବଦଳରେ ପ୍ଲାଷ୍ଟିକ ବୋତଲ ନେଇ ଯିବାକୁ ପଡ଼ିଥାଏ। ନାଇଜେରିଆର ଲୋଗସ ସହରରେ ରହିଛି ଏହି...

ନା ଗୁଗୁଲ ପେ’, ନା ଫୋନ ପେ’: ସିଧାସିଧା ପକେଟ ପେ’

ଲାଞ୍ଜ ନେବା ଏବଂ ଦେବା ଆଇନ ଅନୁଯାୟୀ ଅପରାଧ। ହେଲେ ଏବେ ବି ସରକାରୀ ଅଧିକାରୀମାନେ ଲାଞ୍ଚ ନେବାର ଭଳିକି ଭଳି ଉପାୟ ଆପଣାଉଛନ୍ତି। ଠିକ୍‌...

ଯାନବାହନକୁ ନିଜ ଆଡ଼କୁ ଟାଣି ନିଏ ଏହି ପାହାଡ଼…

ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି...

ଅସ୍ମିତାର ପୁନରୁଦ୍ଧାର ଅପରିହାର୍ଯ୍ୟ

ଯୁଗ ବଦଳୁଛି, ସମୟ ବଦଳୁଛି । ସମୟର ତାଳେ ତାଳେ ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ବି ଆସୁଛି । ଏପରିସ୍ଥଳେ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି...

ବନ୍ଧା ହୋଇ ମଧ୍ୟ କ୍ରିକେଟ୍‌ ଖେଳୁଛି ହାତୀ: ନାଦି ଦେଉଛି ଛକା, ଚାରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week