ଫୁରସତ

ଏହି ଲଙ୍କା ଖାଇଲେ ଚାଲିଯାଇପାରେ ଜୀବନ

ଲଙ୍କାର ରାଗ ଅନୁସାରେ ଏହାର ପ୍ରକାର ଭେଦ ଓ ନାମକରଣ ବି ହୋଇଥାଏ। ଖାଦ୍ୟ ଖାଇବାବେଳେ ଅନେକଙ୍କୁ ରାଗ ଲଙ୍କା ଗୋଟେ ନିହାତି ଆବଶ୍ୟକ ହୋଇଥାଏ। କିନ୍ତୁ ଜାଣନ୍ତି କି ଏମିତି ବି ଏକ ଲଙ୍କା ଅଛି ଯାହା ଏତେ ରାଗ…

ଓଓ୍ବେନ୍‌ଙ୍କର ୪ ଗୁଣ ଲମ୍ବା ଜିଭ, ଚିନ୍ତାରେ ମା’ବାପା

ପିଲାଙ୍କ ଦେହରେ ସାମାନ୍ୟ ଆଘାତ, ମା’ବାପାଙ୍କ ହୃଦୟ ଥରେଇଦିଏ। ଆଉ ଯଦି ପିଲା କୌଣସି ଦୁର୍ଲଭ ରୋଗରେ ଆକ୍ରାନ୍ତ ଥିବେ ତ ସେଇ ମା’ବାପାଙ୍କ ଅବସ୍ଥା କ’ଣ ହେଉଥିବ ବୁଝିପାରୁଥିବେ। ସେମିତି ଏକ ଦୁର୍ଲଭ ରୋଗରେ ଆକ୍ରାନ୍ତ ଅଟନ୍ତି ଆମେରିକାର ଓଓ୍ବେନ୍‌…

ରହସ୍ୟମୟ ବତିଘର: ଉଡ଼ିବୁଲେ ଶରୀର ବିହୀନ ମୁଣ୍ଡ, ଦେଖିବାକୁ ମିଳେ ରହସ୍ୟମୟ ଛାଇ

ଲାଇଟ୍‌ହାଉସ୍‌ ବା ବତିଘର, ରାତିରେ ଜଳଜାହାଜ ଓ ନୌକା ଚାଳକଙ୍କ ପାଇଁ ସାଜିଥାଏ ପଥପ୍ରଦର୍ଶକ। ତେବେ ନିଛାଟିଆ, ନିର୍ଜନ ସ୍ଥାନରେ ଠିଆ ହୋଇ ରହିଥିବା ଅନେକ ବତିଘର ସହ ଜଡିତ ରହିଛି କିଛି ଭୟଙ୍କର ଏବଂ ରହସ୍ୟମୟ କାହାଣୀ । ଯାହା…

୫୦ ଭରି ଓଜନର ସୁନା ପିନ୍ଧି କୁଲ୍‌ଫି ବିକୁଛନ୍ତି ଏହି ଗୋଲ୍ଡେନ ମ୍ୟାନ୍‌

ଜଣେ ସାଧାରଣ କୁଲ୍‌ଫି ବିକାଳି ଯେ ଏତେ ସୁନା ପିନ୍ଧି ପାରିବେ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ। ମାତ୍ର ଏହା ସତ। କୁଲ୍‌ଫି ବିକାଳି ଜଣକ ପ୍ରଥମେ ଆଙ୍ଗୁଠିରେ ଏକ ସୁନା ମୁଦି ପିନ୍ଧୁଥିଲେ। ପରେ ସେ ସୁନାର ଏକ…

ପକ୍ଷୀ ପରି ବୋବାଉଛି ଏହି ବାଘ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼

ରୁଷିଆର ଚିଡ଼ିଆଖାନାରେ ଏକ ବାଘ ନିଜର ସୁନ୍ଦରତା ପାଇଁ ହିରୋ ହୋଇଯାଇଛି। ବିଟାସ ନାମକ ଏହି ବାଘ ବର୍ତ୍ତମାନ ୮ ମାସର। ଏହି ବାଘ ଅମୁର ପ୍ରଜାତିର। ଯାହା ବିଶ୍ୱର ସବୁଠୁ ବଡ଼ ଆଉ ପ୍ରଖର। ସବୁଠୁ ଚର୍ଚ୍ଚାର ବିଷୟ ହେଲା…

ବିବାହ ଭୋଜିରେ ଛେପ ଲଗାଇ ରୁଟି ବେଲୁଥିଲେ ଏହି ଯୁବକ, ଜଣାପଡ଼ିବା ପରେ…

ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଯୁବକ ଏକ ବିବାହ ସମାରୋହରେ ଛେପ ଲଗାଇ ରୁଟି ବେଲୁଛନ୍ତି। ଭିଡିଓଟି କୌଣସି ମରାଠୀ ବିବାହ ସମାରୋହର ବୋଲି ଜାଣିବାକୁ ମିଳିଛି। ଭିଡିଓ ସାମ୍ନାକୁ ଆସିବା ପରେ…

ମାଟ୍ରିକ ପରୀକ୍ଷା ଦେବାକୁ ଆସିଥିଲେ ଛାତ୍ରୀ, ହଠାତ୍‌ ପ୍ରେମିକଙ୍କୁ ଦେଖି କରିନେଲେ ବିବାହ

ପାଟଣା,୨୧।୨: ବିହାରର କଟିହାରରେ ଅଜବ ପ୍ରେମର ଏକ ଗଜବ କାହାଣୀ ଦେଖିବାକୁ ମିଳିଛି। ଜଣେ ଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ସେଣ୍ଟରକୁ ଆସିଥିଲେ। ଉକ୍ତ ସେଣ୍ଟରକୁ ପରୀକ୍ଷା ଦେବାକୁ ଆସିଥିବା ଜଣେ ଛାତ୍ର ତଥା ତାଙ୍କ ପ୍ରେମିକଙ୍କୁ ସେଠାରେ ଦେଖି ହଠାତ୍‌…

ସୌଭାଗ୍ୟ ଆଣିପାରେ ଗଛ

ଏମିତି କିଛି ଗଛ ନାହିଁ, ଯାହା ମଣିଷର ଉପକାରରେ ଆସେ ନାହିଁ। ତେବେ ସ୍ଥଳ ବିଶେଷରେ ଭିନ୍ନ ଭିନ୍ନ ଗଛର ଭିନ୍ନ ଭିନ୍ନ ଉପକାରିତା ଦେଖିବାକୁ ମିଳେ। କିଏ ଖାଦ୍ୟ ରୂପେ ବ୍ୟବହାର ହୁଏ ତ କିଏ ଔଷଧିୟ ଗୁଣରେ ଭରପୂର।…

ପ୍ରଥମ ଦରମା ଟଙ୍କା ଘରେ ଦେଇଥିଲି:ଲଳିତେନ୍ଦୁ ମହାନ୍ତି

କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ସୌରୀ ଗାଁରେ ତାଙ୍କ ଜନ୍ମ। ବାପାଙ୍କର ଚାକିରି କ୍ଷେତ୍ରରେ ବାରମ୍ବାର ବଦଳି ଯୋଗୁ ତାଙ୍କ ପାଠପଢ଼ା ବିଭିନ୍ନ ସ୍ଥାନରେ ହୋଇଥିଲା। ତେବେ ଛତ୍ରପୁର ଅନସ୍ଲୋ ଇନ୍‌ଷ୍ଟିଚ୍ୟୁଶନରୁ ଏକାଦଶ ପାସ୍‌ କରି ସେ ଛତ୍ରପୁର ସାଇନ୍ସ…

ଚିଠି: ଦିନେ ଯୋଡ଼ୁଥିଲା ସମ୍ପର୍କ, ଆଜି କେବଳ…

ଉଦୁଉଦିଆ ଦ୍ୱିପ୍ରହର। ଗାଁ ଭିତରକୁ ପ୍ରବେଶ ମାତ୍ରେ କାହାରି ନଜର ପଡ଼ିପାରେ ସାହି କୋଠଘର, ମଣ୍ଡପ କି ବରଗଛ ଚାନ୍ଦିନୀରେ ବସି ତାସପାଲି ପକାଉଥିବା ଥୋକେ ଲୋକଙ୍କ ଉପରେ। ଠିକ୍‌ ଏତିକି ବେଳେ ଡାକବାଲା ସାହିର ପଡ଼ୋଶୀ ଘର ସମ୍ମୁଖରେ ପହଞ୍ଚି…

ଥ୍ରୀ ଇଡିଏଟସ୍ ଚିନ୍ତାଧାରାରେ ନିର୍ମାଣ ହେଲା ସେନାଙ୍କ ପାଇଁ ଟେଣ୍ଟ!

ନୂଆଦିଲ୍ଲୀ,୨୧ ।୨: ଲଦ୍ଦାଖର ଗଲସ୍ୱାନ ଭ୍ୟାଲିରୁ କିଛି ଭଲ ଫଟୋ ଏବେ ସ୍ମ୍‌ାକୁ ଆସିଛି । ଏଥିରେ ସମାଜସେବୀ ସୋନମ ବାଂଗଚୁକ ସେନା ଯବାନଙ୍କ ପାଇଁ ଏମିତି ଏକ ଟେଣ୍ଟ ତିଆରି କରିଛନ୍ତି ଯେଉଁଥରେ ସବୁବେଳେ ତାପମାତ୍ରା ୧୫-୨୦ ଡିଗ୍ରୀ ମଧ୍ୟରେ…

ମୋ ଓଡ଼ିଆ ଭାରି ବଢ଼ିଆ

ଯେଉଁ ଜାତିର ଭାଷାପ୍ରୀତି ଯେତେ ଅଧିକ, ସେ ଜାତି ସେତିକି ସମୃଦ୍ଧ। ଆଉ ଯେଉଁ ରାଜ୍ୟର ମାତୃଭାଷା ଯେତେ ପ୍ରଗତି କରିଛି, ସେ ରାଜ୍ୟ ସେତେ ଉନ୍ନତ। ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଆମ ମାତୃଭାଷା ଓଡ଼ିଆର ପ୍ରଚାର ପ୍ରସାରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri