ଗୋଟିଏ କୋଠାରୁ ଆଉ ଗୋଟିଏ କୋଠାକୁ ଯିବାକୁ ମାଙ୍କଡ଼ କଲା ଏମିତି, ଦେଖିଲେ ଘଡ଼ିଏ ଅଟକି ଯିବେ
ସାଧାରଣତଃ ମାଙ୍କଡ଼ମାନେ ଉପଦ୍ରବ କରନ୍ତି ବୋଲି ସମସ୍ତେ ଜାଣନ୍ତି। କିଛି ଲୋକ ମାଙ୍କଡ଼କୁ ଭଗବାନ ବୋଲି ମାନୁଥିବା ବେଳେ ଆଉ କିଛି ଲୋକ ମାଙ୍କଡ଼ ଦେଖିଲେ ଡରନ୍ତି। ମାତ୍ର ବେଳେବେଳେ ଏହି ମାଙ୍କଡ଼ମାନେ ଏମିତି କିଛି କରିଥାନ୍ତି ଯାହା ଦେଖିଲେ ଆଶ୍ଚର୍ଯ୍ୟ…
ବିବାହରେ ସିଂହ ଛୁଆ ସହ ଫଟୋଶୁଟ୍ କଲେ ବର-କନ୍ୟା, ଆଉ ତାପରେ…
ଲୋକମାନେ ନିଜ ବିବାହକୁ ସ୍ମରଣୀୟ କରିବା ପାଇଁ କିଛି ବି କରିବାକୁ ଚାହାନ୍ତି। ଏଥିପାଇଁ ସେମାନେ କିଛି ବିଶେଷ ବ୍ୟବସ୍ଥା ମଧ୍ୟ କରିଥାନ୍ତି। ହେଲେ ପାକିସ୍ତାନର ଏକ ଦମ୍ପତି ନିଜ ବିବାହର ଫଟୋକୁ ଭିନ୍ନ କରିବାକୁ ଚାହିଁଥିଲେ। ଏଥିପାଇଁ ସେମାନେ ଏକ…
ଆକାଶରେ ଉଡ଼ୁଛି ସୁନେଲି କଇଁଛ!
କଇଁଛ ପରି ଦେଖାଯାଉଥିବା ଏକ ଛୋଟିଆ ପୋକ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଉଛନ୍ତି। ବାସ୍ତବରେ ସୁନେଲି ରଙ୍ଗର ଦେଖାଯାଉଥିବା ଏକ କଇଁଛ (ପୋକ)କୁ ଲୋମାନେ ବହୁତ ପସନ୍ଦ କରୁଛନ୍ତି।…
ଏହି ମନ୍ଦିରରେ ଭଗବାନ ଶିବଙ୍କୁ ଚଢ଼ାଯାଏ ସିଗାରେଟ
ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଭୋଳାନାଥଙ୍କର ଭାଙ୍ଗ, ବେଲପତ୍ର ଏବଂ ଦୁଦୁରା ଫୁଲ ବହୁତ ପସନ୍ଦ। ତେଣୁ ଭକ୍ତମାନେ ଭଗବାନଙ୍କୁ ପ୍ରସନ୍ନ କରିବାକୁ ତାଙ୍କର ମନ ପସନ୍ଦର…
ଉଚ୍ଚତା ୩ ଫୁଟ: ଥାନାକୁ ଯାଇ ଯୁବକ କହିଲେ ‘ମୋ ବିବାହ କରାଇ ଦିଅନ୍ତୁ, ହନିମୁନ୍ରେ ଗୋଆ ଯିବାକୁ ଚାହେଁ’
କୁହାଯାଏ ‘ଶାଦି କା ଲଡ୍ଡୁ ଯୋ ଖାଏ ଓ୍ବ ପଛତାଏ, ଜୋ ନହିଁ ଖାଏ ଓ୍ବ ଭି ପଛତାଏ’। ହେଲେ କିଛି ଲୋକ ଅବିବାହିତ ରହିବାଠାରୁ ବିବାହ କରିନେବାକୁ ଉଚିତ ମନେ କରନ୍ତି। ଏଭଳି କିଛି ଆଶା ରଖି ଥାନାର ଦ୍ୱାରସ୍ତ…
ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ
କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ ସବୁବେଳେ ଧଳା ଶାଢ଼ି ଆଉ ରବର ଚପଲରେ ଦେଖିବାକୁ ମିଳିଥାଏ। ମମତାଙ୍କ ପାଖରେ ଶାଢ଼ିର…
ଛାତ୍ରଙ୍କ ହେୟାରଷ୍ଟାଇଲ ଦେଖି ଶିକ୍ଷକ ରାଗି ପଞ୍ଚମ, କହିଲେ…
ଲଣ୍ଡନ,୧୧।୩: ଲକ୍ଡାଉନ୍ ପରେ ଇଂଲଣ୍ଡର କେତେକ ସହରରେ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ପରେ ଜଣେ ଛାତ୍ରଙ୍କ ହେୟାରଷ୍ଟାଇଲ୍ ଦେଖି ଶିକ୍ଷକ ରାଗି ପାଚି ଲାଲ୍ ହୋଇଯାଇଛନ୍ତି। ୧୫ ବର୍ଷୀୟ ଜ୍ୟାକବ ଲି ଷ୍ଟୋକ୍ସ ସ୍କୁଲ ଖୋଲିବା ପରେ ପଢ଼ିବା…
ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ
ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ପରମାର ବଂଶ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର…
ମଣିଷ ପରି କଥା କହୁଥିବା ଶୁଆ ଗାଏବ: ଖୋଜି ଆଣିଲେ ମିଳିବ ଏତିକି ଟଙ୍କାର ପୁରସ୍କାର
ଲକ୍ଷ୍ନୌ,୧୧।୩: ଉତ୍ତରପ୍ରଦେଶର ଆଲିଗଡ଼ରେ ଏକ ଶୁଆକୁ ଖୋଜିବା ପାଇଁ ପୋଲିସ ସହର ସାରା ପୋଷ୍ଟର ଲଗାଇଛି। ମଣିଷ ପରି କଥା କହୁଥିବା ଏହି ଶୁଆ କିଛିଦିନ ହେବ ନିଖୋଜ ହୋଇଯାଇଛି। ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ପ୍ରତ୍ୟେକ ସ୍ଥାନରେ ଏହି…
ଏମିତି ଏକ ମନ୍ଦିର, ଯେଉଁଠି ଭଗବାନ ଶିବଙ୍କୁ ଚଢାଯାଏ ସିନ୍ଦୁର
ଆଜି ସାରା ଦେଶରେ ମହାଶିବରାତ୍ରୀ ଉତ୍ସାହର ସହ ପାଳନ କରାଯାଉଛି। ଭକ୍ତମାନେ ମନ୍ଦିରରେ ପହଞ୍ଚି ଭୋଳାନାଥଙ୍କୁ ପୂଜା କରୁଛନ୍ତି। ଏହି ଦିନ ଭକ୍ତମାନେ ଭଗବାନ ଶିବଙ୍କଠାରେ ବେଲପତ୍ର, ଜଳ, କ୍ଷୀର, ଭାଙ୍ଗ, କର୍ପୁର ଏବଂ ଚନ୍ଦନ ଇତ୍ୟାଦି ଚଢାନ୍ତି। କଥିତ ଅଛି…
୩୦ ବର୍ଷ ହେବ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଛନ୍ତି ଏହି ୮୦ ବର୍ଷୀୟ ବ୍ୟକ୍ତି
ମହାରାଷ୍ଟ୍ରର ସତାରାର ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ୮୦ ବର୍ଷୀୟ ବୃଦ୍ଧ ପ୍ରତିଦିନ ୨୫୦ ଗ୍ରାମ ପଥର ଖାଉଥିବା ଦେଖାଯାଇଛି। ଆଜିକୁ ପ୍ରାୟ ୩୦ ବର୍ଷ ହେବ ସେ ପଥର ଖାଉଥିବା…
ପରିବେଶ ପାଇଁ ୧୦ ବିଲିୟନ ଡଲାର
ଇ-କମର୍ସ କମ୍ପାନୀ ଆମାଜନର ସିଇଓ ଜେଫ୍ ବେଜୋସ୍ଙ୍କ ଅର୍ଥ ନିବେଶ ଥିବା ଆର୍ଥ ଫଣ୍ଡ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ୧୦ ବିଲିୟନ ଡଲାର ଖର୍ଚ୍ଚ କରିବ। ୨୦୩୦ ସୁଦ୍ଧା ଏହି ଅର୍ଥ ବିନିଯୋଗ କରାଯିବାକୁ ଯୋଜନା ଥିବା…

